ସୁସ୍ଥ ରହବା ପାଇଁ ସନ୍ତୁଳିତ ଆହାର ଏବଂ ଆୟୁର୍ବେଦ ଶାସ୍ତ୍ର ଅନସୁାରେ ଦିନଚର୍ଯ୍ୟା, ରାତିଚର୍ଯ୍ୟା ଓ ଋତଚୁର୍ଯ୍ୟା ପାଳନର ଏକାନ୍ତ ଆବଶ୍ୟକତା ଅଛି।
ସାଧାରଣ ରୋଗର ଚିକିତ୍ସା ପାଇଁ ହାତ ପାଆନ୍ତାରେ ତଥା ବାଡ଼ିବଗିଚାରେ ମିଳୁଥିବା ଔଷଧୀୟ ବୃକ୍ଷଲତାକୁ ଚିହ୍ନି ତା’ର ଔଷଧୀୟ ବ୍ୟବହାର କରିବା ଭଲ,
କିନ୍ତୁ ଏସବୁ ବୃକ୍ଷ ଉପରେ ଭଲଭାବରେ ଜ୍ଞାନ ଥିବା ନିହାତି ଜରୁ।
ଫାଷ୍ଟଫୁଡ୍ ସେବନ ନ କରି ଭାରତୀୟ ଖାଦ୍ୟ ଖାଇଲେ ପାଚକ ଉତ୍ତମ ରହି ଶରୀରର ନିରସ ରକ୍ତାଦି ସପ୍ତଧାତୁର ପୋଷଣ ହୁଏ ଏବଂ ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ ।
ସଠିକ୍ ଖାଦ୍ୟ ସହ ଯୋଗ ଓ ବ୍ୟାୟାମ କରିବା ଆବଶ୍ୟକ ।
ଡାକ୍ତର ଅନୁପମା ମେନନ ବେଙ୍ଗାଲୁର