କପାଳର ଏହି ସ୍ଥାନକୁ ମାତ୍ର ୩୦ ସେକେଣ୍ଡ ଦବାଇଲେ ପାଇବେ ବହୁତ ସୁଫଳ

0 3,507

ଆକ୍ୟୁପ୍ରେସରରେ ଶରୀରରେ ଅନେକ ଅଂଶକୁ ସକ୍ରିୟ କରିଥାଏ । ଭାରତରେ ଆଗରୁ ଯୋଗରେ ଅନେକ ପ୍ରକାରର ମୁଦ୍ରା ରହିଛି । ଏପରି ଏକ ମୁଦ୍ରା ଅଛି ଯାହା ଶରୀରରେ ଅନେକ ଫାଇଦା ଦେଇଥାଏ ।

ଆଜିକାଲି ଏହାର ବହୁଳ ବ୍ୟବହାର ହେଉଛି । ଏହା ଦ୍ୱାର ବହୁତ ଫାଇଦା ମିଳୁଛି । ଆପଣଙ୍କ ଯଦି କାମର ଚାପ ରହୁଛି , ଅନେକ ସମୟରେ ଚିନ୍ତାଗ୍ରସ୍ତ କି  ଚାପ ଗ୍ରସ୍ତ ରହୁଛନ୍ତି ତେବେ  ଆପଣଙ୍କ  ବିଶି ଆଙ୍ଗୁଠି ବା ତର୍ଜନୀ ଆଙ୍ଗୁଠିରେ କପାଳର ଭୃଲତା  ମଝି ଅଂଶକୁ ଅଳ୍ପ ଚାପ ଦେଇ ଦବାଇ ରଖନ୍ତୁ । ଏହାପରେ ଧୀରେ ଧୀରେ ମାଲିସ କରନ୍ତୁ । ଏପରି ୩୦ ୪୦ ସେକେଣ୍ଡ କଲେ ଆପଣଙ୍କ ମାନସିକଚାପ କମିଯିବ । ମନରେ ସ୍ଥିରତା ଆସିବ । ନିଶ୍ଚୟ ବାବେ ଆପଣ ଏହାର ଫାଇଦା ପାଇବେ ।

Leave A Reply