Browsing Category

ସତ-ମିଛ

ଷୋଳ ପୂଜା ପାଇଁ କଟକ ଚଣ୍ଡୀ ମନ୍ଦିରରେ ସୁନ୍ଦର ସାଜସଜ୍ଜା

କଟକ - ଷୋଳ ପୂଜା ପାଇଁ କଟକ ଚଣ୍ଡୀ ମନ୍ଦିରକୁ ସୁନ୍ଦର ଭାବେ ସାଜ୍ଜ ସଜ୍ଜା କରାଯାଇଛି। ଏଠାରେ ଷୋଳ ପୂଜା ଅବସରରେ ମାଆଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ବେଶ ଅନୁଷ୍ଠିତ ହେଉଛି । କଟକ ଚଣ୍ଡୀଙ୍କର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଭିଡି ପରିଲକ୍ଷିତ ହେଉଛି…

କୃଷ୍ଣ ଓ ସୁଦାମା ବନ୍ଧୁତ୍ୱର ଜ୍ୱଳନ୍ତ ଉଦାହରଣ

ପିଲାଦିନେ ବୃନ୍ଦାବନରେ ଗୁରୁକୂଳରେ ଶିକ୍ଷା ଗ୍ରହଣ କରିବା କୃଷ୍ଣ ଓ ସୁଦାମା ବେଶ୍‌ ଭଲ ବନ୍ଧୁ ଥିଲେ। ମଥୁରା  ଆସିବା ପରେ କୃଷ୍ଣ ଯେପରି ସୁଦାମାଙ୍କୁ ପାଶୋରି ଯାଇଥିଲେ । ହେଲେ ଯେଉଁ ଦିନ କୃଷ୍ଣ ଓ ସୁଦାମାଙ୍କର ପୁଣି  ଭେଟ ହେଲା ତାହା କାଳ କାଳ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉଦାହରଣ ହୋଇ…

ଭାରତର ନବଜନ୍ମ : ୧୫ ଅଗଷ୍ଟ

ଭାରତୀୟ ଇତିହାସରେ ୧୫ ଅଗଷ୍ଟର ଅନେକ ମହତ୍ତ୍ୱ ରହିଛି। ଦୀର୍ଘ ଦିନ ଧରି ଇଂରେଜ ଅତ୍ୟାଚାରରେ ନିଷ୍ପେସିତ ଥିବା ଆମ ଦେଶ ୧୯୪୭ ମସିହାର ଏହି ଦିନରେ ସ୍ୱାଧୀନ ହୋଇ ବିଜୟର ଧ୍ୱଜା ଉଡ଼ାଇଥିଲା। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ୧୫ ଅଗଷ୍ଟକୁ ଦେଶର ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଉଛି। ଏହି…

ରାକ୍ଷୀ ବାନ୍ଧିବାର ନିୟମ

ବହୁ ବର୍ଷ ପରେ ରାକ୍ଷୀ ବନ୍ଧନ ନିମନ୍ତେ ଏ ବର୍ଷ ସ୍ୱତନ୍ତ୍ର ଯୋଗ ଆସିଛି। ରାକ୍ଷୀ ବାନ୍ଧିବା ନିମନ୍ତେ ଭଉଣୀକୁ ଆଉ ସମୟ ନିମନ୍ତେ ବ୍ୟସ୍ତ ହେବାକୁ ପଡ଼ିବ ନାହିଁ। ହିନ୍ଦୁ ପରମ୍ପରା ଅନୁଯାୟୀ ଏ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଏହି ପବିତ୍ର ପର୍ବ ଅଗଷ୍ଟ ୧୫ଗୁରୁବାରରେ ପାଳିତ ହେବ। ରାକ୍ଷୀ…

ପ୍ରକୃତ ବନ୍ଧୁ, ଆମ ଜୀବନର ଏକ ନିଆରା ଚରିତ୍ର

ପ୍ରକୃତ ବନ୍ଧୁ ସବୁବେଳେ ନିଜର ବନ୍ଧୁସହ ଛିଡା ହୋଇଥିଏ । ଖୁସୀରେ ସାମିଲ ହେବା ସହ ଦୁଃଖ ସମୟରେ  ସାହାଯ୍ୟ କରିଥାଏ। ଏପରିକି ବନ୍ଧୁ ପାଇଁ ବି ପ୍ରାଣ ବଳି ଦେଇଥାଏ। ଏପରି ଏକ ବନ୍ଧୁତ୍ୱ ମହାଭାରତରେ ଦେଖିବାକୁ ମଳିଥିଲା । କୃଷ୍ଣ ସୁଦାମା, କୃଷ୍ଣ ଅର୍ଜୁନଙ୍କର ବନ୍ଧୁତ୍ୱଙ୍କ କଥା…

ପ୍ରକୃତ ବନ୍ଧୁ ମୃତ୍ୟୁ ପର୍ଯ୍ୟନ୍ତ  ସାଥିରେ ରହିଥାଏ

ପ୍ରକୃତ ବନ୍ଧୁ ସୁଖରେ ଦୁଃଖରେ ସବୁବେଳେ ସାଙ୍ଗରେ ଛିଡା ହୋଇଥାଏ । ଦରକାର ପଡିଲେ ସେ ନିଜର ପ୍ରାଣବଳୀ ବି ଦେଇଥାଏ ।  ପୌରାଣିକ ଗାଥାରେ ଓ ମହାଭାରତରେ ବି ଏପରି ବନ୍ଧୁତ୍ୱର ଉଦାହରଣ ଦେଖିବାକୁ ମିଳିଥାଏ ଯ କୃଷ୍ଣ ସୁଦାମା, କୃଷ୍ଣ ଅର୍ଜୁନଙ୍କର ବନ୍ଧୁତ୍ୱଙ୍କ କଥା ସମସ୍ତେ ଚର୍ଚ୍ଚା…

ବିଶ୍ୱର ସବୁଠୁ ମହଙ୍ଗା ଘୋଡ଼ା ଥିଲା ‘ଗ୍ରୀନମଙ୍କି’

ଭୁବନେଶ୍ୱର: ଆପଣ ବହୁମୂଲ୍ୟ ଯୁକ୍ତ ଜୀବଜନ୍ତୁ ବିଷୟରେ ପଢିଥିବେ ଓ ଶୁଣିଥିବେ । ତାଙ୍କର କିଛି ଦର ତା’ର ଚାହିଦାକୁ ଅଧିକ ଆକର୍ଷଣ କରିଥାଏ । ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ମହଙ୍ଗା ଜୀବ ବିଷୟରେ ଏଠାରେ ଏକ ଖବର ଉପସ୍ଥାପନ କରିବାକୁ ଯାଉଛୁ, ଯାହାର ଦାମର ଅନୁମାନ କରାଯାଇପାରିବ ନାହିଁ ।…

ଆପଣଙ୍କ ନାମର ପ୍ରଥମ ଅକ୍ଷର ଇଂରାଜୀ ଏ , ବି କିମ୍ବା ସି’ରୁ ଆରମ୍ଭ ହୋଇଥିଲେ , ଜାଣନ୍ତୁ

ନ୍ୟୁମୋରଲଜି ଅନୁସାରେ ନାମରେ ଥିବା ଅକ୍ଷରରୁ ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ବିଷୟରେ ଜଣା ପଡିଥାଏ । ଅମିର ଖାନ୍‌ଙ୍କ ନାମ ହେଉ କି ଭିଖାରୀ ବଳଙ୍କର ନାମ ସମସ୍ତେ ଜଣେ ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ । ତେବେ ଆପଣଙ୍କ ବ୍ୟକ୍ତିତ୍ୱ କଅଣ ହୋଇପାରେ ଇଂରାଜୀ ଅକ୍ଷର ଏ , ବି କିମ୍ବା ସି ରୁ ଆରମ୍ଭ…

ପୃଥିବୀର ସବୁଠାରୁ ଭୟଙ୍କର ସ୍ଥାନ କ’ଣ? ଦେଖନ୍ତୁ ଏହି ଭିଡିଓ

ବିଶ୍ୱରେ ଅନେକ ଭୟଙ୍କର ସ୍ଥାନ ରହିଛି । ଏଠାରେ କେତକ ସ୍ଥାନରେ ମଣିଷ ଏକ ସେକଣ୍ଡରୁ ଏକ ମିନିଟ ପର୍ଯ୍ୟନ୍ତ ବି ତିଷ୍ଠି ରହିପାରିବ ନାହିଁ । କେଉଁଠାରେ ଭୟଙ୍କର ଅଗ୍ନି ଉଦ୍‌ଗିରଣ ହେଉଛି ତ କେଉଁଠାରେ ଆର୍ସେନିକ ଭଳି ବିଷାକ୍ତ ଗ୍ୟାସରେ ଭର୍ତ୍ତି । ଏମିତି ମରୁଭୂମି ରହିଛି ଦିନରେ ଏଠାରେ ଖାଲି…

ମଇଁଷି ଦେଉଛି ବୁଡା ପହଁରା , ଦେଖନ୍ତୁ ଭିଡିଓ

ମାଛ ପାଣି ଭିତରେ ରହିଥାଏ । କୁମ୍ଭୀର ସହ ଅନ୍ୟାନ୍ୟ ଜଳଜ ଜୀବ ପାଣି ଭିତରେ ପହଁରି ଥାଆନ୍ତି । ମଣିଷ ବି ବୁଡା ପହଁରା ଦେଇଥାଏ । ହେଲେ ମଇଁଷି ପାଣିରେ ପହଁରିଥାଏ । ମାତ୍ର ଜୀବବିଜ୍ଞାନୀ ଓ ପ୍ରକୃତି ପ୍ରେମୀଙ୍କୁ ଏକ ଭିଡିଓ ଆଶ୍ଚର୍ଯ୍ୟ କରି ଦେଇଛି .। ମଇଁଷି ପାଣି ଉପରେ ପହଁରିବା ବଦଳରେ…