ବିଶ୍ୱରେ ଅନେକ ଭୟଙ୍କର ସ୍ଥାନ ରହିଛି । ଏଠାରେ କେତକ ସ୍ଥାନରେ ମଣିଷ ଏକ ସେକଣ୍ଡରୁ ଏକ ମିନିଟ ପର୍ଯ୍ୟନ୍ତ ବି ତିଷ୍ଠି ରହିପାରିବ ନାହିଁ । କେଉଁଠାରେ ଭୟଙ୍କର ଅଗ୍ନି ଉଦ୍ଗିରଣ ହେଉଛି ତ କେଉଁଠାରେ ଆର୍ସେନିକ ଭଳି ବିଷାକ୍ତ ଗ୍ୟାସରେ ଭର୍ତ୍ତି । ଏମିତି ମରୁଭୂମି ରହିଛି ଦିନରେ ଏଠାରେ ଖାଲି ଗରମ ନୁହେଁ ଅତି ଗରମ ପରିସ୍ଥିତି ଦେଖାଦେଇଥାଏ । ଏବେ ମଣିଷ ଯୋଗୁଁ କେତକସ୍ଥାନ ପ୍ରଦୂଷିତ ହୋଇ ଅତି ଭୟଙ୍କର ହୋଇ ପଡିଛି ଦେଖନ୍ତୁ ଏହି ଭିଡିଓ
VIDEO COURTESY -SPOTLIGHT