Browsing Category

ଓଡିଶା

ପୁରୀ ସହରର ବିକାଶ ପାଇଁ ଖର୍ଚ୍ଚ ହେବ ୨୬୫ କୋଟି ଟଙ୍କା

ଭୁବନେଶ୍ୱର - ପୁରୀ ସହରର ବିକାଶ ପାଇଁ ୨୬୫ କୋଟି ଟଙ୍କା ବ୍ୟୟ ହେବ । ସହରର  ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହାକୁ ଅନୁମୋଦନ ମିଳିଛି । ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଉନ୍ନତମାନର ସେବା ଓ ସୁବିଧା…

ବଙ୍ଗାପସାଗରରେ ଅବପାତର ରୂପ ନେଲା ଲଘୁଚାପ, କେତକ ଜିଲ୍ଲା ପାଇଁ ରେଡ ଆଲର୍ଟଜାରି

ଭୁବନେଶ୍ୱର----  ଉତ୍ତର ପଶ୍ଚିମ ବଙ୍ଗୋପାସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନିଭୂତ ହୋଇ ଅବପାତର ରୂପ ନେବା ପରେ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହୋଇଯାଇଛି। ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର…

ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଗୁଇନ୍ଦା ରିପୋର୍ଟ ପରେ ସୁରକ୍ଷା ପାଇଁ ପୁରୀ ପୁଲିସ ପ୍ରସ୍ତୁତ ଥିବା…

ପୁରୀ- ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଂକା ରହିଛି ବୋଲି ଗୁଇନ୍ଦା ରିପୋର୍ଟରୁ ସୂଚନା ମିଳିଛି । ଏହାପରେ ପୁରୀ ପୋଲିସ ସୁରକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଏସ୍‍ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ…

ସରକାର ନିଷ୍ପତ୍ତି ନେଲେ ଓଡ଼ିଶାରେ ପୁଣି ଥରେ ବାଘ ଗଣନା ହେବ: ପିସିସିଏଫ

ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଘ ଦିବସ ଅବସରରେ ସର୍ବ ଭାରତୀୟ ବାଘ ଗଣନା-୨୦୧୮ ରିପୋର୍ଟ ପାଇବା ପରେ ଓଡ଼ିଶାର ବାଘ ସଂଖ୍ୟାକୁ ନେଇ ସନ୍ଦେହ ଦେଖାଯାଇଛି। ଜାତୀୟ ରିପୋର୍ଟରେ କୁହାଯାଇଛି ଯେ, ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ମୋଟ ୨୮ଟି ବାଘ ଅଛନ୍ତି। ମାତ୍ର ବନ ବିଭାଗ ଏହି ରିପୋର୍ଟକୁ ସ୍ୱୀକାର କରୁ…

ରାଜ୍ୟରେ ସମସ୍ତ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବ୍ୟାଗ୍‍ ଓଜନ ଯାଞ୍ଚ ହେବ

ଭୁବନେଶ୍ୱର .-  ରାଜ୍ୟର ସବୁ ଘରୋଇ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ଯାଞ୍ଚ ହେବ । ଅନେକ ଇଂରାଜୀ ମାଧ୍ୟମ ଓ ଘରୋଇ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବହି ଓ ଖାତା ସ୍କୁଲ ବ୍ୟାଗରେ ଆଣିବା ପାଇଁ ବାଧ୍ୟ କରାଯାଉଛି। ଓଜନିଆ ବ୍ୟାଗ ନେବାରୁ…

ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ଆଇସିୟୁ

ଭୁବନେଶ୍ୱର . - ୨୦୨୦ ମାର୍ଚ୍ଚ ସୁଦ୍ଧା ୧୯ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ସୁବିଧା ଉପଲବ୍ଧ ହେବ ଏବଂ ଅବଶିଷ୍ଟ ୧୧ଟି ଜିଲ୍ଲାରେ ଏହା ୨୦୨୧ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ। କର୍କଟ, ମଧୁମେହ, କାର୍ଡିଓ ଭାସ୍କୁଲାର ଓ ହୃଦଘାତର ନିରାକରଣ ଓ ନିୟନ୍ତ୍ରଣ ପାଇଁ କାର୍ଯ୍ୟକାରୀ…

ଦୁଇତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର - ଅଗଷ୍ଟ ଦୁଇ ତାରିଖରୁ ଓଡିଶାରେ ପ୍ରବଳ ବର୍ଷା ହେବ । ରାଜ୍ୟରେ ଲଗାତାର ଭାବେ ୫ଦିନ ବର୍ଷା ହେବା ପରେ ଏବେ ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ କମିଛି ଏବଂ କିଛିସ୍ଥାନରେ ଦୁଇଦିନ ହେବ ଆଦୌ ବର୍ଷା ହୋଇନାହିଁ । ତେବେ ଆସନ୍ତା ୪ ତାରିଖରୁ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ଥିବା…

ଏସିପି ସତ୍ୟଜିତ୍‌ ମିଶ୍ରଙ୍କୁ ନିଲମ୍ବିତ କଲେ ପୁଲିସ ଡିଜି

କଟକ - ଓଡିଶା ଆରକ୍ଷୀ ଅଧିକାରୀ ସଂଘର ସଭାପତି ତଥା ଏସିପି ସତ୍ୟଜିତ୍‌ ମିଶ୍ରଙ୍କୁ ପୁଲିସ୍‌ ଡିଜି ଆର୍‌ପି ଶର୍ମା ନିଲମ୍ବିତ କରିଛନ୍ତି। ବାଲିଆପାଳରେ ନାବାଳକ ମୃତ୍ୟୁପରେ ଆଇଆଇସିଙ୍କ ଉପରେ ଆକ୍ରମଣ ପରେ ସେ ପୁଲିସ ଅଧିକାରୀଙ୍କ ପାଇଁ ସୁରକ୍ଷା ମାଗିଥିଲେ । ଏଥିପାଇଁ ଏକ ସ୍ୱତନ୍ତ୍ର ଆଇନ…

କେମିତି ନାରାୟଣ ପାଲଟିଲା ସାଇକୋ କିଲର !

କଟକ . - କଟକରେ ସିରିଏଲ୍‌ କିଲଂ ପଛର ସାଇକୋ କିଲରକୁ ପୁଲିସ ଧରିଥିବା ଦାବି କରିଛି । ସିସି ଟିଭି ଫୁଟେଜ୍‌ ଆଧାରରେ ତାକୁ ଧରାଯାଇଥିବା ସୂଚନା ଦିଆଯାଇଛି । ତାହାର ନାମ ନାରାୟଣ ସାହୁ ବୋଲି ଜଣା ପଡିଛି ଫନି ପୂର୍ବରୁ ନାରାୟଣ ସାହୁକୁ ଏସ୍‌ସିବି ମେଡିକାଲ ମାନସିକରୋଗୀ ଓ୍ୱାର୍ଡରେ ଚିକିତ୍ସା…

ସଚିବାଳୟ ବା , ସେକ୍ରେଟେରିଏଟ୍‌ର ନାଆଁ ବଦଳିବ , ହେବ ଲୋକସେବା ଭବନ

ଭୁବନେଶ୍ୱର - ରାଜ୍ୟ ସଚିବାଳୟ ବା ସେକ୍ରେଟେରିଏଟ୍‌ର ନାଁ ବଦଳିବ । ଏହାର ନାମକୁ ଲୋକସେବା ଭବନ କରାଯିବ । ଏ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଘୋଷଣା କରିଛନ୍ତି । ହୋମ୍‌ ଆଣ୍ଡ ଜେନେରାଲ୍‌ ଆଡମିନଷ୍ଟ୍ରେସନ୍‌ର ବଜେଟ ଉପସ୍ଥାପନା ସମୟରେ ସେ ଏ ବିଷୟରେ ସୂଚନା…