Browsing Category

ଓଡିଶା

ସିସୋର୍‍ ଚିଟ୍‍ଫଣ୍ଡ ସଂସ୍ଥା ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶଙ୍କୁ ୮ଟି ମାମଲାରେ ଜାମିନ ମଞ୍ଜୁର

କଟକ - ସିସୋର୍‍ ଚିଟ୍‍ଫଣ୍ଡ ସଂସ୍ଥା ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶଙ୍କୁ ପୃଥକ ଭାବେ ଦାୟର ୮ଟି ଆଗୁଆ ଜାମିନ୍‍ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ୍‍ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଜାମିନ୍‍ ମଞ୍ଜୁର କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ…

ଗାଡି କାଗପତ୍ର ପ୍ରସ୍ତୁତ ପାଇଁ ଭୁବନେଶ୍ୱରରେ ଖୋଲିବ ଅତିରିକ୍ତ ୫ କେନ୍ଦ୍ର

ଭୁବନେଶ୍ୱର - ଗାଡି ଚାଳକମାନେ ସୁବିଧାରେ ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଏଣିକି ଅତିରିକ୍ତ କେନ୍ଦ୍ର ଖୋଲାଯିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୫ଟି ଅତିରିକ୍ତ କେନ୍ଦ୍ର ଖୋଲାଯିବ ବୋଲି ରାଜ୍ୟ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା…

୫ଜଣ ନବନିଯୁକ୍ତ ଆଇଏଏସ ଅଫିସରଙ୍କୁ ପୁରୀ ଦାୟିତ୍ୱ

ପୁରୀ - ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଉନ୍ନତିକରଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ରାଜ୍ୟ ସରକାର ୫ଜଣ ନବନିଯୁକ୍ତି ଆଇଏଏସ ଅଫିସରଙ୍କୁ ପୁରୀ ପଠାଇଛନ୍ତି । ଭିତ୍ତିଭୂମିର ବିକାଶ, କୀର୍ତ୍ତିରାଜିର…

ଭୁବନେଶ୍ୱରରେ ଆସନ୍ତା ବର୍ଷ ସେପ୍ଟେମ୍ବରରେ ହେବ ୧୭ବର୍ଷରୁ କମ୍‍ ମହିଳା ଫିଫା ବିଶ୍ୱକପ୍‍

ଭୁବନେଶ୍ୱର - ୨୦୨୦ ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ୧୭ବର୍ଷରୁ କମ୍‍ ମହିଳା ଫିଫା ବିଶ୍ୱକପ୍‍ ଅନୁଷ୍ଠିତ ହେବ । ଏଥିପାଇଁ ଫିଫା ପକ୍ଷରୁ ଭୁବନେଶ୍ୱର ସମେତ ଦେଶର ୫ଟି ସହରକୁ ଅନୁଧ୍ୟାନ କରାଯାଇଛି । ଟୁର୍ଣ୍ଣାମେଣ୍ଟର ଆୟୋଜନ ଦୌଡ଼ରେ ଥିବା ଅନ୍ୟ ସହରଗୁଡ଼ିକ ହେଲା କୋଲକାତା,…

ଝାରସୁଗୁଡ଼ା-ବିମାନ ବନ୍ଦରରୁ କୋଲକତା ଓ ବେଙ୍ଗାଲୁରକୁ ଉଡିବ ବିମାନ

ଝାରସୁଗୁଡା - ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଆଉ ୨ଟି ନୂଆ ସହର ସହିତ ଯୋଡ଼ିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ବିମାନ ଚଳାଚଳ ନେଇ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଆଞ୍ଚଳିକ ବିମାନ…

ରାଜ୍ୟର ପ୍ରଥମ କଫି ପ୍ରକ୍ରିୟା କରଣ ପ୍ଲାଣ୍ଟ ଆରମ୍ଭ

କୋରାପୁଟ -କୋରାପୁଟ୍‍ଠାରେ ରାଜ୍ୟର ପ୍ରଥମ କଫି ପ୍ରକ୍ରିୟା କରଣ ପ୍ଲାଣ୍ଟ ଆରମ୍ଭ ହୋଇଛି । ୫୦ଲକ୍ଷ ଟଙ୍କାରେ ନିର୍ମିତ ଏହି ପ୍ଲାଣ୍ଟକୁ ରାଜ୍ୟର ଏକ ଘରୋଇ ସଂସ୍ଥା ଆର୍ଥିକ ସହଯୋଗ ଯୋଗାଇଛି । ଏହି ପ୍ଲାଣ୍ଟ ଆରମ୍ଭ ହେବା ଫଳରେ କୋରାପୁଟ୍‍ ଓ ରାୟଗଡ଼ା ଜିଲ୍ଲାର ପ୍ରାୟ ଏକ ହଜାର କଫିଚାଷୀ ଉପକୃତ…

ଶାସ୍ତ୍ର ଓ ପରମ୍ପରା ଅନୁସାରେ ରଥାଯାତ୍ରା କରିବା ପାଇଁ ପରାମର୍ଶ ଦେଲେ ଗଜପତି

ପୁରୀ - ପଞ୍ଜାବ ଲୁଧିଆନରେ ଇସ୍କନ ପକ୍ଷରୁ ଅଦିନରେ କରାଯାଉଥିବା ରଥଯାତ୍ରାକୁ ନ କରିବାକୁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିବା ସହ ଶାସ୍ତ୍ର ଅନୁଯାୟୀ ପବିତ୍ର ରଥଯାତ୍ରା କରିବାକୁ ପରାମର୍ଶ ଦେଇଛନ୍ତି । ଏ ନେଇ ଗଜପତି ଏକ ପ୍ରେସ୍‍ ବିଜ୍ଞପ୍ତି ଜାରି କରିଛନ୍ତି । ପ୍ରତିବର୍ଷ ଆଷାଢ଼…

କ୍ଷୀରଦର ବୃଦ୍ଧି

ଭୁବନେଶ୍ୱର -ଓଡିଶା ସରକାର ଖୁବ୍‍ ଶୀଘ୍ର ଓମ୍‍ଫେଡ କ୍ଷୀର ଦର ବୃଦ୍ଧି କରାପାରନ୍ତି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଥିବା ଘରୋଇ ଦୁଗ୍‍ଧ କମ୍ପାନୀମାନେ ଦର ବୃଦ୍ଧି କରିସାରିଥିବାରୁ ଓମ୍‍ଫେଡ କ୍ଷୀର ଦର ମଧ୍ୟ ବୃଦ୍ଧି କରିବାକୁ ସରକାର ବିଚାର…

ଛୁଟି ଦିନରେ ଖୋଲା ରହିବ ଆରଟିଓ ଅଫିସ୍‌

ଭୁବନେଶ୍ୱର -ନୂଆ ମୋଟରଯାନ ଆଇନକୁ ଦେଶବ୍ୟାପୀ କଡାକଡି ଭାବେ ପାଳନ କରାଯାଉଥିବାବେଳେ ଜନସାଧାରଣଙ୍କୁ ପ୍ରସ୍ତୁତ ହେବାକୁ ରାଜ୍ୟ ସରକାର ୩ମାସ ସମୟ ଦେଇଛନ୍ତି । ଏହି ସମୟ ମଧ୍ୟରେ ଗାଡିମାଲିକ ଓ ଚାଳକମାନେ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ଏଥିପାଇଁ ଛୁଟି ଦିନରେ…

ଖରିଫ୍‍ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ତାରିଖକୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର - ଖରିଫ୍‍ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ତାରିଖକୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗତକାଲି ନାମ ପଞ୍ଜିକରଣର ଶେଷ ତାରିଖ ଥିଲା । ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୧୦ଲକ୍ଷ ଚାଷୀ ଧାନ…