Browsing Category

ଓଡିଶା

ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟାରେ ୩ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ, ୫ ଜଣଙ୍କର ମୃତ୍ୟୁ ସୂଚନା

ଭୁବନେଶ୍ୱର -  ବାତ୍ୟା ବୁଲ୍‍ବୁଲ୍‍ର ପ୍ରଭାବରେ ରାଜ୍ୟରେ ପ୍ରାୟ ୩ ଲକ୍ଷ ହେକ୍ଟର ଧାନ  ଫସଲ ନଷ୍ଟ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ କୁମାର  ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୋଟ୍‍ ନଷ୍ଟ ହୋଇଥିବା ଫସଲ  ମଧ୍ୟରୁ ୨ଲକ୍ଷରୁ ଊଦ୍ଧ୍ୱର୍ ହେକ୍ଟର ଜମିରେ ୩୩…

ସାମୁଦ୍ରିକ ଝଡ଼ ବୁଲ୍‍ବୁଲ୍‍ ଗତକାଲି ରାତିରେ ପଶ୍ଚିମବଙ୍ଗ-ବାଂଲାଦେଶ ନିକଟ ସାଗରଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି

ଭୁବନେଶ୍ୱର ୧୦।୧୧ - ସାମୁଦ୍ରିକ ଝଡ଼ ବୁଲ୍‍ବୁଲ୍‍ ଗତକାଲି ରାତିରେ ପଶ୍ଚିମବଙ୍ଗ-ବାଂଲାଦେଶ ନିକଟ ସାଗରଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଜଗତ୍‍ସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ…

ବୁଲବୁଲ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର - ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ବୁଲ୍‍ବୁଲ୍‍’ ବର୍ତ୍ତମାନ ପାରାଦ୍ୱୀପଠାରୁ ୪୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଉତ୍ତର-ଉତ୍ତର ଦକ୍ଷିଣ ଆଡ଼କୁ ଗତି କରୁଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ…

ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ବଙ୍ଗଳାଦେଶ ଆଡକୁ ମୁଁହଉଛି

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ “ବୁଲ୍‍ବୁଲ୍‍” ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଏହା ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତିକରୁଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା…

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟା ‘ବୁ୍‍ଲ୍‍ବୁଲ୍‍’ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ମୁହାଁଇବାର…

ଉ  ତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟା ‘ବୁ୍‍ଲ୍‍ବୁଲ୍‍’ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ମୁହାଁଇବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହାର ପ୍ରଭାବରେ ଉପକୂଳ ତଥା ଉତ୍ତର ଓଡ଼ିଶାରେ ପବନ ସହ ବର୍ଷାର ସମ୍ଭାବନା ରହିଛି। ଆସନ୍ତା…

ଚିଲିକାକୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ଆରମ୍ଭ

ଭୁବନେଶ୍ୱର - ଚିଲିକାକୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ଆରମ୍ଭ ହୋଇଛି । ଚଳିତ ବର୍ଷ ଏଥିରେ ୩ ସପ୍ତାହ ବିଳମ୍ବ ହୋଇଥିଲେ ମଧ୍ୟ ଆଗାମୀ ସପ୍ତାହକ ମଧ୍ୟରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ବିଶେଷକରି ଟାଙ୍ଗୀ ରେଞ୍ଜ୍‍ର ମଙ୍ଗଳାଯୋଡ଼ି, ଚିଲିକା…

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା

କ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସାରା  ରାଜ୍ୟରେ ଗତ ଦୁଇ ଦିନ ହେବ ଲଗାଣ ବର୍ଷା ଜାରି ରହିଥିବାବେଳେ ଆଜି ମଧ୍ୟ ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି । ରାଜ୍ୟର ୮ଟି ଜିଲ୍ଲାରେ ୧୦୦ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି । କଟକ ଓ…

ବିଜେପୁରରେ ପୁଣି ଶଙ୍ଖନାଦ- ନିଶ୍ଚିତ ବଡ ବିଜୟ ଅଭିମୁଖେ ବିଜେଡି

ବିଜେପୁର - ବିଜେପୁରରେ ବଡ ବିଜୟ ଅଭିମୁଖେ ବିଜେଡି । ଏକାଦଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀନୀ ରୀତା ସାହୁ ରୀତା ସାହୁ ୭୭୩୫୯ ଖଣ୍ଡ ପାଇଛନ୍ତି । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୨୧୨୩୩, କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ୩୦୭୪ ଭୋଟ ପାଇଛନ୍ତି । ରୀତା ସାହୁ ବଡ ବିଜୟ…

ବିଭିନ୍ନ ଚାକିରି ଓ ସରକାରୀ କାର୍ଯ୍ୟପାଇଁ income and caste certificate ଆୟ ଏବଂ ଜାତିଗତ ପ୍ରମାଣପତ୍ର ପାଇଁ ଏଣିକି…

ଭୁବନେଶ୍ୱର - ଆୟ ଏବଂ ଜାତିଗତ ପ୍ରମାଣପତ୍ର ପାଇଁ ଏଣିକି ୟୁଜର୍ସ ଫି ଦେବାକୁ ପଡ଼ିବ ନାହିଁ । ଗତକାଲି ଭୁବନେଶ୍ୱରସ୍ଥିତ ଲୋକସଭା ଭବନରେ ରାଜ୍ୟ କ୍ୟାବିନେଟ୍‍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

ଗ୍ରାଣ୍ଡ ରୋଡ଼ ନିକଟସ୍ଥ ମ୍ୟୁନିସିପାଲ ମାର୍କେଟର ୧୫୯ଟି ଦୋକାନଗୃହ ସମେତ ଦଇତାପଡା ମାଛମାର୍କେଟରୁ ଜବରଦଖଲ ଉଚ୍ଛେଦ

ପୁରୀ - ପୁରୀ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ କିଛିଦିନର ବ୍ୟବଧାନ ପରେ ସହରର କେନ୍ଦ୍ରସ୍ଥଳରେ ଥିବା ଗ୍ରାଣ୍ଡ ରୋଡ଼ ନିକଟସ୍ଥ ମ୍ୟୁନିସିପାଲ ମାର୍କେଟର ୧୫୯ଟି ଦୋକାନଗୃହ ସମେତ  ଦଇତାପଡା ମାଛମାର୍କେଟରୁ ଜବରଦଖଲ ଉଚ୍ଛେଦ କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟରେ ୧୦…