Sign in
Sign in
Recover your password.
A password will be e-mailed to you.
Browsing Category
ଖବର
୧୯୬୪ ମସିହାରେ ଏକ ଭୟଙ୍କର ବାତ୍ୟାରେ ଧନୁଷ୍କୋଡି ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯିବା ପରେ ରେଳବାଇ …
ଭାରତୀୟ ରେଳବାଇ ରାମେଶ୍ୱରମ୍-ଧନୁଷ୍କୋଡି ରେଳ ଲାଇନ୍କୁ ପୁନରକ୍ଷମ କରିବାକୁ କାର୍ଯ୍ୟ କରୁଛି । ୧୯୬୪ ମସିହାରେ ଏକ ଭୟଙ୍କର ବାତ୍ୟାରେ ଧନୁଷ୍କୋଡି ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯିବା ପରେ ରେଳବାଇ ୧୮ କିଲୋମିଟର ଦୀର୍ଘ ରେଳ ଲାଇନ୍ର ପୁନର୍ନିର୍ମାଣ କରୁଛି । ରେଳବାଇ ୭୩୩ କୋଟି!-->…
ପାକିସ୍ତାନରେ ୨୦୦ ଟଙ୍କା ପାର୍ କଲା ପେଟ୍ରୋଲ ଏବଂ ଡିଜେଲ୍
ପାକିସ୍ତାନ ସରକାର ପେଟ୍ରୋଲ୍ ଓ ଡିଜେଲ୍ର ମୂଲ୍ୟ ଲିଟର ପ୍ରତି ୩୦ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି । ସପ୍ତାହେ ପୂର୍ବେ ସେଠାରେ ପେଟ୍ରୋଲ୍ ଓ ଡିଜେଲ୍ର ମୂଲ୍ୟ ବୃଦ୍ଧି କରାଯାଇଥିଲା । ଏହି ବୃଦ୍ଧି ପରେ ପାକିସ୍ତାନରେ ପେଟ୍ରୋଲ୍ର ଲିଟର ପ୍ରତି ମୂଲ ୨୦୯ ଟଙ୍କା ୮୬ ପଇସା ହୋଇଥିବା!-->…
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ପୂର୍ବାହ୍ନରେ ଟାଉନହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି । ଆଇନମନ୍ତ୍ରୀ ପ୍ରତାପ ଜେନା ଏଥିରେ ଅଧ୍ୟକ୍ଷତା କରିବା ସହ ରଥଯାତ୍ରାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ବିଶେଷକରି ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତ, ସ୍ୱାସ୍ଥ୍ୟ ଓ!-->…
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଉଲ୍ଲଙ୍ଘନ କଲେ ୫ରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଆଜିଠାରୁ ଅନ୍ଲାଇନ୍ରେ ଆବଦେନ ଆରମ୍ଭ ହୋଇଛି । ଙ୍ଗଙ୍ଗଙ୍ଗ.ଗ୍ଦସବଜ୍ଞ.ସଦ୍ଭରେ ଗାଡ଼ି ମାଲିକମାନେ ଆବଶ୍ୟକ ଦେୟ ଦେଇ ଏହି ଆବେଦନ କରିପାରିବେ । ଗାଡ଼ିର ବୀମା କିମ୍ବା କୌଣସି ପ୍ରକାର ଚାଲାଣ ବକେୟା ଥିଲେ ମଧ୍ୟ ଏହି!-->…
କାମ କରି ପେଟ ପୋଷୁଥିବା ଲୋକଙ୍କୁ ଗରିବ କୁହନି, ସେ ତ ତନରେ ମନରେ ଧନୀ
କାମ କରି ପେଟ ପୋଷୁଥିବା ଲୋକଙ୍କୁ ଗରିବ କୁହନି, ସେ ତ ମନରେ ତନରେ ଧନୀ
ଜାତୀୟ ସବ୍ଜୁନିୟର ବାଳକ ହକି ପ୍ରତିଯୋଗିତାରେ ଓଡ଼ିଶା ବୋଞ୍ଜ
ପଦକ ହାସଲ
ଜାତୀୟ ସବ୍ଜୁନିୟର ବାଳକ ହକି ପ୍ରତିଯୋଗିତାରେ ଓଡ଼ିଶା ବୋଞ୍ଜ ପଦକ ହାସଲ କରିଛି । ଗୋଆଠାରେ ଅନୁଷ୍ଠିତ ଖେଳରେ ଗତକାଲି ଓଡ଼ିଶା ଦଳ ହରିଆଣାକୁ ୫-୨ ଗୋଲ୍ରେ ପରାସ୍ତ କରିଥିଲା । ଦଳ ପକ୍ଷରୁ ରୋହିତ ସିଂ ୨ଟି ଗୋଲ୍ ସ୍କୋର କରିଥିଲେ । ଅନ୍ୟପକ୍ଷରେ ପ୍ରତିଯୋଗିତାରେ ଉତ୍ତରପ୍ରଦେଶ ଝାଡ଼ଖଣ୍ଡକୁ!-->…
ଶ୍ରୀଲଙ୍କାରେ ଉତ୍ୟକ୍ତ ଲୋକମାନେ ଶାସକ ରାଜପକ୍ଷେ ଓ ବହୁ
ସାଂସଦଙ୍କ ବାସଗୃହରେ ନିଆଁ ଲଗାଇ ଦେଇଛନ୍ତି
ଶ୍ରୀଲଙ୍କାରେ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସ୍ଥିରତା ଏବଂ ଅର୍ଥନୈତିକ ପୁନରୁଦ୍ଧାର କ୍ଷେତ୍ରରେ ଭାରତ ସମ୍ପୂର୍ଣ୍ଣ ସହଯୋଗ କରିବ । ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦ ବାଗ୍ଚି କହିଛନ୍ତି, ପଡ଼ୋଶୀ ପ୍ରଥମେ ଏହି ନ୍ୟାୟରେ ଭାରତ ଶ୍ରୀଲଙ୍କାର ଲୋକମାନଙ୍କ ପାଇଁ ସାଢ଼େ ୩ ବିଲିୟନ୍ ଡଲାର୍!-->…
ଦୁର୍ବଳ ହେବାରେ ଲାଗିଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅସାନି
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅସାନି ଦୁର୍ବଳ ହେବାରେ ଲାଗିଛି । ଏହା ଆନ୍ଧ୍ରପ୍ରଦେଶ ଉପକୂଳକୁ ଗତି କରିବ । ଏହା ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଘଣ୍ଟା ପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ବାତ୍ୟାର!-->…
ସରକାର ଦେଶ ଭିତରେ ୩୩ଟି ନୂଆ ମାଲ ପରିବହନ ଟର୍ମିନାଲ ସ୍ଥାପନ କରିବେ
୨୦୨୪-୨୫ମସିହା ସୁଦ୍ଧା ସରକାର ଦେଶ ଭିତରେ ୩୩ଟି ନୂଆ ମାଲ ପରିବହନ ଟର୍ମିନାଲ ସ୍ଥାପନ କରିବେ । ଯାହା ଦ୍ୱାରା ଦେଶର ମାଲପରିବହନ କ୍ଷେତ୍ରରେ ଅଭିବୃଦ୍ଧି ସାଧିତ ହେବ । ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏୟାର କାର୍ଗୋ ଫୋରମ ବାର୍ଷିକ ଉତ୍ସବରେ ଉଦ୍ବୋଧନ!-->…
ଆଇ.ପି.ଏସ୍. ଅଧକାରୀ ଅରୁଣ ବୋଥ୍ରା କ୍ରାଇମବ୍ରାଞ୍ଚ୍ ଏ.ଡି.ଜି. ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି
୧୯୯୬ ବ୍ୟାଚର ଆଇ.ପି.ଏସ୍. ଅଧକାରୀ ଅରୁଣ ବୋଥ୍ରା କ୍ରାଇମବ୍ରାଞ୍ଚ୍ ଏ.ଡି.ଜି. ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ କରିଛନ୍ତି । ପୂର୍ବତନ କ୍ରାଇମବ୍ରାଞ୍ଚ ଏ.ଡି.ଜି. ସଞ୍ଜୀବ ପଣ୍ଡା ଶ୍ରୀ ବୋଥ୍ରାଙ୍କୁ!-->…