Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଆଇସିଟି, ଆଓଟି ଏବଂ ପ୍ରତିରକ୍ଷା ପ୍ରଯୁକ୍ତିରେ ଷ୍ଟାର୍ଟ ଅପକୁ ପ୍ରୋତ୍ସାହିତ କରିବାକୁ ଆଇଟିଆଇ ଲିମିଟେଡ ହେଲା ସହଯୋଗୀ
ନୂଆଦିଲ୍ଲୀ .- ଆଇସିଟି-ଆଇଓଟି ଭିତ୍ତିକ ସଲ୍ୟୁସନର ନିର୍ମାତା ଓରିଜିନାଲ ଇକ୍ୱିପମେଣ୍ଟ ମ୍ୟାନୁଫାକଚରର୍ସ ଓ ପ୍ରମୁଖ ଷ୍ଟାର୍ଟଅପ୍ ଗୁଡ଼ିକ ସହ ଆଇଟିଆଇ ଲିମିଟେଡ ଏକ ବୁଝାମଣାରେ ସ୍ୱାକ୍ଷର କରିଛି । ଅତ୍ୟାଧୁନିକ ବେସାମରିକ ଓ ସାମରିକ ରାଡାର ସିଷ୍ଟମ, ଅତ୍ୟାଧୁନିକ ରାଉଟର ସିଷ୍ଟମ, ନେକ୍ସଟ…
ଏସୀୟ କ୍ରୀଡା ୨୦୧୮ରେରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ନୂଆଦିଲ୍ଲୀ . - ଏସୀୟ କ୍ରୀଡା ୨୦୧୮ ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
“ଏସୀୟ କ୍ରୀଡା ୨୦୧୮ ଶେଷ ହୋଇଥିବା ବେଳେ ମୁଁ ପୁଣି ଥରେ ଭାରତୀୟ ଦଳକୁ ସେମାନଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଉଛି ।…
ଏକ ହଜାର ବିଧବା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ କ୍ରିଷ୍ଣା କୁଟୀରକୁ ବୃନ୍ଦାବନଠାରେ ଉଦଘାଟିତ
ବୃନ୍ଦାବନ .- ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ସଂଜୟ ଗାନ୍ଧୀଙ୍କ ସହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ, ବିଧବା ମହିଳାମାନଙ୍କ ପାଇଁ ଉତ୍ତରପ୍ରଦେଶ ମଥୁରାର ବୃନ୍ଦାବନଠାରେ କ୍ରିଷ୍ଣା କୁଟୀରର ଉଦଘାଟନ କରିଛନ୍ତି । ଉତ୍ତର ପ୍ରଦେଶର ମହିଳା କଲ୍ୟାଣ ମନ୍ତ୍ରୀ ପ୍ରୋଫେସର…
ନେଦରଲାଣ୍ଡରେ ଚତୁର୍ଥ ଅନ୍ତରାଷ୍ଟ୍ରୀୟ ଆୟୁର୍ବେଦ ସମ୍ମିଳନୀକୁ ଉଦଘାଟନ କରିବେ ଆୟୁଷ ମନ୍ତ୍ରୀ
ନୂଆଦିଲ୍ଲୀ .- ଆୟୁଷ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶ୍ରୀପଦ ୟେସୋ ନାଏକ ଶନିବାରରେ ନେଦରଲାଣ୍ଡରେ ଚତୁର୍ଥ ଅନ୍ତରାଷ୍ଟ୍ରୀୟ ଆୟୁର୍ବେଦ ସମ୍ମିଳନୀର ଉଦଘାଟନ କରିଛନ୍ତି । ମନ୍ତ୍ରୀ ୧-୪ ସେପ୍ଟେମ୍ବର, ୨୦୧୮ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ନେଦରଲାଣ୍ଡ…
ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଦିଗରେ ଏକ ବୃହତ ପଦକ୍ଷେପ – ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ.- ନୂଆଦିଲ୍ଲୀର ତାଲକୋଟ୍ରା ଷ୍ଟାଡିୟମ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ (ଆଇପିପିବି)ର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମ ସହିତ ସାରା ଦେଶର ୩ ହଜାରରୁ ଊର୍ଦ୍ଧ୍ଵ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମ…
ରେଳ କ୍ଷେତ୍ରରେ ଉନ୍ନତି ପାଇଁ ଭାରତ, କୋରିଆ ସହଯୋଗ ବୁଝାମଣା
ନୂଆଦିଲ୍ଲୀ. -ରେଳ କ୍ଷେତ୍ରରେ ବୈଜ୍ଞାନିକ ଓ ବୈଷୟିକ ସହଯୋଗକୁ ସୁଦୃଢ଼ କରିବା ତଥା ପ୍ରୋତ୍ସାହନ ଦେବା ଲାଗି ଗବେଷଣା ଡିଜାଇନ ଏବଂ ମାନକ ସଂଗଠନ (ଆରଡିଏସଓ), ଭାରତ ଏବଂ କୋରିଆ ରେଳ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (କେଆରଆଇ) ମଧ୍ୟରେ ସହଯୋଗ ଲାଗି ବୁଝାମଣାପତ୍ର ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ…
ଭାରତ ଓ ମରକ୍କୋ ମଧ୍ୟରେ ବିମାନ ସେବାରେ ଉନ୍ନତି ଘଟିବ
ନୂଆଦିଲ୍ଲୀ.-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ମରକ୍କୋ ମଧ୍ୟରେ ବିମାନ ସେବା ଲାଗି ସଂଶୋଧିତ ଚୁକ୍ତିରେ ସ୍ୱାକ୍ଷର କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ନୂଆ ଚୁକ୍ତି ଲାଗୁ ହେବା ସହିତ ଡିସେମ୍ବର ୨୦୦୪ରେ କରାଯାଇଥିବା…
ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର , ଧର୍ମେନ୍ଦ୍ର କହିଲେ ଆମେରିକା ଦାୟୀ
ନୂଆଦିଲ୍ଲୀ : ଗତ ଦୁଇ ସପ୍ତାହ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଅବ୍ୟାହତ ରହିଛି । ତେବେ ଏହା ଅନ୍ତର୍ଜାତୀୟ ବଜାରର ପ୍ରଭାବ ଯୋଗୁଁ ହେଉଛି ବୋଲି କହିଛନ୍ତି ତେଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଭିନ୍ନ ଦେଶ ସହିତ ଆମେରିକାର ବାଣିଜ୍ୟ କଟକଣା ଫଳରେ କେବଳ ଟଙ୍କା ନୁହେଁ…
ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଲାଗି ଭାରତ ଓ ବୁଲଗେରିଆ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ
ନୂଆଦିଲ୍ଲୀ.- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ ବୁଲଗେରିଆ ମଧ୍ୟରେ ବୁଝାମଣା (ଏମଓୟୁ) ସ୍ୱାକ୍ଷର କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।
ଏଥିରେ ନିମ୍ନ ଲିଖିତ…
ଭାରତ-କେନିଆ ସଂଯୁକ୍ତ ବାଣିଜ୍ୟ ସମିତି ବୈଠକ ନାଇରୋବିରେ ଅନୁଷ୍ଠିତ
ନୂଆଦିଲ୍ଲୀ.- ଭାରତ-କେନିଆ ସଂଯୁକ୍ତ ବ୍ୟବସାୟିକ ସମିତିର ଅଷ୍ଟମ ବୈଠକ ଅଗଷ୍ଟ ୨୨ ରୁ ୨୫ ପର୍ୟ୍ୟନ୍ତ କେନିଆର ନାଇରୋବିଠାରେ ଅନୁଷ୍ଠିତ ହୋଇଛି । କେନ୍ଦ୍ରୀୟ ବାଣିଜ୍ୟ ଓ ଉଦ୍ୟୋଗ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ କେନିଆ ସରକାରଙ୍କ ଉଦ୍ୟୋଗ ବ୍ୟାପାର ତଥା ସହକାରୀ…