Browsing Category

ଦେଶ-ବିଦେଶ

ରାବଣର ଅଭିନୟ କରିଥିବା ବ୍ୟକ୍ତି ବି ଟ୍ରେନ ଦୁର୍ଘଟଣାରେ ମୃତ, ମୋଟ ମୃତ୍ୟୁ ସଂଖ୍ୟା ୬୦ ଟପିଲା

ଅମୃତସର . – ପଞ୍ଜାବର ଅମୃତସରରେ ରାବଣ ପୋଡି ସମୟରେ ରେଳ ଟ୍ରାକ ଉପରେ ଏହି ଦୃଶ୍ୟକୁ ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ ଚଢି ଯିବାରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ଏବେ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ଏତେ ଲୋକ ସେଠାରେ ଉପସ୍ଥିତ ଥିଲେ ବି କିପରି ସୁରକ୍ଷାରେ ଅବହେଳା ହେଲା ତାହା…

ଜଳ-ସ୍ଥଳ ଓ ଆକାଶ ମାର୍ଗରୁ ପରମାଣୁ ଆକ୍ରମଣ କରିପାରିବ ଭାରତ, ଏପରି କ୍ଷମତା ପୂର୍ବରୁ କେବଳ 5ଟି ଦେଶ ପାଖରେ ଥିଲା

ନୂଆଦିଲ୍ଲୀ : ଭାରତର ତିନି ସେନା ଆଣବିକ ଆକ୍ରମଣ କରିବାକୁ ସକ୍ଷମ । ଏପରି କ୍ଷମତା ରଖିବାରେ ଭାରତ ପୃଥିବୀର ୬ଷ୍ଠ ଦେଶରେ ପରିଣତ ହୋଇଛି ।  ଏହାକୁ ଅପରେସନାଲ ନ୍ୟୁକ୍ଲିୟର ଟ୍ରାୟାଡ କୁହାଯ଼ାଏ ।  ଏହାର ଅର୍ଥ ହେଉଛି ଭାରତ ସମୁଦ୍ର ମଧ୍ୟରୁ, ସ୍ଥଳଭାଗରୁ ଓ ଆକାଶମାର୍ଗରୁ ଆଣବିକ ଆକ୍ରମଣ…

ସ୍ମାର୍ଟ ହେବ ଭାରତର ସେନା, ଟେକନଲୋଜୀର ହେବ ଅଧିକ ପ୍ରୟୋଗ

ନୂଆଦିଲ୍ଲୀ :  ଭାରତ ନିଜର ସୈନ୍ୟଶକ୍ତି ବଳରେ ପାକିସ୍ତାନକୁ ବାରମ୍ବାର ଯୁଦ୍ଧରେ ହରାଇଛି । କିନ୍ତୁ ଚୀନ ସହିତ ଯ଼ୁଦ୍ଧରେ ଭାରତ ପରାଜୟ ବରଣ କରିଥିଲା   ।  ଏବେ ବି ଚୀନ ଆମ ପାଇଁ ସବୁଠୁ ବଡ଼ ଶତ୍ରୁ ହୋଇ ରହିଛି । ଚୀନ ସହିତ ଲଢିବାକୁ ହେଲେ ଆମକୁ ସେହି ଅନୁସାରେ ପ୍ରସ୍ତୁତି କରିବାକୁ ହେବ …

 ରାହୁଲଙ୍କ ଭକ୍ତ ଅବତାର, କ୍ଷମତା ପାଇଁ କଂଗ୍ରେସର ନୂଆ ଚାଲ ?

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ  ଗତ ୧୫ ବର୍ଷ ହେଲା ଶାସନ କ୍ଷମତାରୁ ବାହାରେ ଥିବା କଂଗ୍ରେସ ଏଥର ନିର୍ବାଚନ ଜିତିବାକୁ  ସବୁପ୍ରକାରର ରଣକୌଶଳ ଗ୍ରହଣ କରୁଛି । ଖାସ ଗାଦି ହାତେଇବା ପାଇଁ ଦିନେ ହିନ୍ଦୁତ୍ୱକୁ ପ୍ରବଳ ବିରୋଧ କରୁଥିବା ଦଳ ଏଥର ନିଜକୁ ପରମ ହିନ୍ଦୁବାଦୀ ବୋଲି ପ୍ରଚାର କରୁଛି ।…

କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହରର କିଡନୀ ଖରାପ, ଆଉ ଅଳ୍ପଦିନ

 ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ତଥା ଜୈସ-ଇ-ମୋହମ୍ମଦର ପ୍ରତିଷ୍ଠାତା ମୌଲାନା ମାସୁଦ ଅଜହର ଏବେ ଶଯ୍ୟାଶାୟୀ । ତାହାର ସ୍ପାଇନାଲ କର୍ଡ ଓ କିଡନୀ ଖରାପ ହୋଇଯାଇଛି । ସେଥିପାଇଁ ଏବେ ସେ ରାଓ୍ଵଲପିଣ୍ଡିର ଏକ ମିଲିଟାରୀ ହସପିଟାଲରେ ଚିକିତ୍ସିତ ହେଉଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥାମାନେ…

ଭାରତ ଏସ-୪୦୦ କିଣିବା ପଥରେ ରହିଛି ଏକ ବଡ଼ ପ୍ରତିବନ୍ଧକ, ତାହା କଣ ଜାଣନ୍ତୁ

ନୂଆଦିଲ୍ଲୀ : ବିଶ୍ୱର ସୁପରପାଓ୍ଵାର ଆମେରିକାର ବାରଣ ସତ୍ତ୍ୱେ ଭାରତ ଋଷିଆଠାରୁ ମିସାଇଲ ଡିଫେନ୍ସ ସିଷ୍ଟମ ଏସ-୪୦୦ କିଣିବା ଲାଗି ଚୁକ୍ତି କରିଛି  ।  ପୂର୍ବରୁ ଚୀନ ଏସ-୪୦୦ କିଣିବା ନେଇ ଆମେରିକା କଟକଣାର ସମ୍ମୁଖୀନ ହୋଇଥିବାବେଳେ  ଭାରତ ପ୍ରତି କିନ୍ତୁ  କୋହଳ ମନୋଭାବ ପ୍ରଦର୍ଶନ କରିଛି…

ବଢୁଛି ଭାରତର ପତିଆରା, ଉଭୟ ଋଷିଆ ଓ ଆମେରିକା ଏବେ ଭାରତର ସାମରିକ ସହଯ଼ୋଗୀ

ନୂଆଦିଲ୍ଲୀ : ଆମେରିକାର ବାରଣ, ନାଲି ଆଖିକୁ ଖାତିର ନକରି ଭାରତ ସରକାର ନିଜର ଦୁଇ ପୁରୁଣା ବନ୍ଧୁ ଋଷିଆ ଓ ଇରାନ ସହ ସଂପର୍କକୁ ବଜାୟ ରଖିଛି । ଗତ କାଲି ଭାରତ ଋଷିଆରୁ ଏସ-୪୦୦  ଟ୍ରିୟମ୍ପ  ମିସାଇଲ   ଡିଫେନ୍ସ ସିଷ୍ଟମ  କିଣିବାକୁ ଚୁକ୍ତି କରିଛି  । ଏହା ଭାରତର ବାୟୁସୀମାକୁ ଏକ ଅଭେଦ୍ୟ…

ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ : ବିଜେପିଶାସିତ ରାଜ୍ୟରେ ତେଲ ଦର ୫ ଟଙ୍କା କମିଲା, ବିରୋଧୀ ଦଳଙ୍କ ମୁହଁ ବନ୍ଦ

ନୂଆଦିଲ୍ଲୀ : ଆଗକୁ ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ବଢିଚାଲିଥିବା ତେଲ ଦର କେନ୍ଦ୍ରର ମୋଦି ସରକାରଙ୍କ ଉପରେ ପ୍ରବଳ ଚାପ ରହିଥିଲା । କାରଣ କ୍ରମାଗତ ତେଲଦର ବୃଦ୍ଧି ଯ଼ୋଗୁଁ ଜନଅସନ୍ତୋଷ ବଢିଚାଲିଥିବାବେଳେ ବିରୋଧୀ ଦଳ ସରକାରଙ୍କୁ ନିୟମିତ ଟାର୍ଗେଟ କରିଚାଲିଥିଲେ । କିନ୍ତୁ…

ଭାରତ ପାଇବ  ଏସ-୪୦୦ : ବିଶ୍ୱର ସବୁଠାରୁ ଭଲ ବାଲିଷ୍ଟିକ ମିସାଇଲ ଡିଫେନ୍ସ ସିଷ୍ଟମ

ନୂଆଦିଲ୍ଲୀଭାରତ ଗ୍ରସ୍ତରେ ଆସିଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ସେ ଭାରତ-ଋଷିଆ ଦ୍ୱିପାକ୍ଷିକ ସମ୍ମିଳନୀରେ ଯୋଗଦେବେ । ଏହି ଅବସରରେ ଉଭୟ ଦେଶ ମଧ୍ୟରେ କେତେକ ସାମରିକ ଚୁକ୍ତି ହୋଇପାରେ । କେତେକ ସୂଚନା ଅନୁସାରେ ଭାରତ ଋଷିଆଠାରୁ ମୋଟ ୮.୫ ବିଲିୟନ ଡଲାର (ପ୍ରାୟ ୬୧ ହଜାର…

ଡାକ୍ତରଙ୍କ ଖରାପ ହସ୍ତାକ୍ଷର ଦେଖି ବିଚାରପତି ବିରକ୍ତ, ଲାଗୁ କଲେ 5 ହଜାର ଟଙ୍କାର ଜୋରିମନା

ଲକ୍ଷ୍ନୌ :  ଡାକ୍ତରମାନଙ୍କର ଖରାପ ହସ୍ତାକ୍ଷର କଥା କିଏ ନଜାଣେ ?  ଡାକ୍ତରଙ୍କ ଖରାପ ହସ୍ତାକ୍ଷର ଯ଼ୋଗୁଁ ଅନେକ ସମୟରେ ରୋଗୀ କିମ୍ବା ଫାର୍ମାସିଷ୍ଟ ମାନଙ୍କୁ ପଢିବାରେ ଅସୁବିଧା ହୁଏ  ।  ଏହା କାରଣରୁ ଡାକ୍ତର ଗୋଟିଏ ଔଷଧ ଲେଖିଥିବେ କିନ୍ତୁ ଔଷଧ ଦୋକାନୀ ଆଉ ଗୋଟେ ଔଷଧ ଦେଇଥିବ, ଏମିତି ବି…