Browsing Category

ଦେଶ-ବିଦେଶ

ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ଓ ଚୀନଙ୍କ ନୂଆ ଚାଲ

ନୂଆଦିଲ୍ଲୀ : ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚୀନ ଓ ପାକିସ୍ତାନ ନୂଆ ଚାଲ ଚଳାଇଛନ୍ତି । ଅତ୍ୟନ୍ତ ଯୋଜନାବଦ୍ଧଭାବେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବାଂଲାଦେଶୀମାନଙ୍କୁ ପ୍ରବେଶ କରାଉଛନ୍ତି । ଅସ୍ଥିରତା ସୃଷ୍ଟି ପାଇଁ ଏହି ଅନୁପ୍ରବେଶ ବୋଲି ସେନାଧ୍ୟକ୍ଷ ଜେନାରାଲ ବିପିନ…

ଲଞ୍ଚ୍‌ ହେଲା ଡୁକାଟିର ୫୨ ଲକ୍ଷ ଟଙ୍କିଆ ସବୁଠୁ ଶକ୍ତିଶାଳୀ ସୁପରବାଇକ

ନୂଆଦିଲ୍ଲୀ : ଏହା ସବୁଠାରୁ ଶକ୍ତିଶାଳୀ ସୁପର ବାଇକ୍‌ । ଡୁକାଟି ଏହାକୁ ଭାରତରେ ଲଞ୍ଚ କରିଛି । ଯୁବ ଗୋଷ୍ଠୀ ଓ ଦାମିକା ବାଇକ୍‌ ସଉକ ରଖୁଥିବା ଲୋକଙ୍କ ପାଇଁ ଏହା ଉଦିଷ୍ଟ । ଇଟାଲୀୟ ସୁପରବାଇକ ବ୍ରାଣ୍ଡ ଡୁକାଟି ନିଜର ସବୁଠୁ ଶକ୍ତିଶାଳୀ ସୁପରବାଇକ ପାନିଗ୍ଲ ଭି-୪ ଆର୍‌କୁ ଭାରତୀୟ ବଜାରରେ…

ଏୟାରସେବା ୨.୦ ଆରମ୍ଭ

ନୂଆଦିଲ୍ଲୀ . - କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଏବଂ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ସୋମବାର ଦିଲ୍ଲୀରେ ଏୟାରସେବା ୨.୦ ୱେବ ପୋର୍ଟାଲର ବିକଶିତ ଭର୍ସନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବେସାମରିକ…

ହିମାଳୟ ରାଜ୍ୟ ଆଂଚଳିକ ପରିଷଦ ଗଠିତ

ନୂଆଦିଲ୍ଲୀ . - ଭାରତୀୟ ହିମାଳୟ ଅଂଚଳରେ ନିରନ୍ତର ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ନୀତି ଆୟୋଗ “ହିମାଳ ରାଜ୍ୟ ଆଂଚଳିକ ପରିଷଦ” ଗଠନ କରିଛନ୍ତି । ନିର୍ଦ୍ଦିଷ୍ଟି କ୍ଷେତ୍ରରେ କାର୍ୟ୍ୟଖସଡ଼ା ପ୍ରସ୍ତୁତ କରିବା ଲାଗି ୫ଟି କାର୍ୟ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଥିଲା । ଏହି ଗୋଷ୍ଠୀ…

ଭିସା ପ୍ରକ୍ରିୟା ସରଳୀକରଣ

ଦେଶର ସୁରକ୍ଷା ସୁନିଶ୍ଚିତ କରିବା ସମୟରେ ଦେଶରେ ବିଦେଶୀମାନଙ୍କ ସହଜ ପ୍ରବେଶ, ପ୍ରସ୍ଥାନ ଏବଂ ଅନ୍ୟ ଗତିବିଧିର ସୁବିଧା ଦେବାକୁ ଭାରତରେ ଏକ ମଜବୁତ ଭିସା ବ୍ୟବସ୍ଥା ପ୍ରସ୍ତୁତ କରିଛି । ବିଗତ ଏକ ବର୍ଷ ହେଲା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଭିସା ବ୍ୟବସ୍ଥାକୁ ସରଳ କରିବା ଲାଗି ଅନେକ…

ର୍ବାଚନ କମିଶନଙ୍କ ନୂତନ ୱେବସାଇଟ ଉନ୍ମୋଚିତ

ନୂଆଦିଲ୍ଲୀ . -ଭାରତର ନିର୍ବାଚନ କମିଶନ ସୋମବାର ନୂତନ ଭାବେ ପ୍ରସ୍ତୁତ ହୋଇଥିବା ୱେବସାଇଟ https://eci.gov.in .କୁ ଉନ୍ମୋଚନ କରିଛନ୍ତି । ସମ୍ପୂର୍ଣ୍ଣ ନୂତନ କଳେବରରେ ପ୍ରସ୍ତୁତ ହୋଇଥିବା ଏହି ୱେବସାଇଟ ବ୍ୟବହାରକାରୀମାନଙ୍କ ପାଇଁ ସହଜଗମ୍ୟ ହୋଇପାରିବ । ଏହା ମାଧ୍ୟମରେ ଯେ କେହି…

ସାପ ଖେଳ ଦେଖି ଜୀବନ ଗଲା, ଦେଖନ୍ତୁ ଭିଡିଓ

ନେଲୋର . - ଆନ୍ଧ୍ର ପ୍ରଦେଶର ନେଲୋରରେ ଜଣେ ବ୍ୟକ୍ତି ସାପ ଖେଳ ଦଖି ପ୍ରାଣ ହରାଇଛନ୍ତି । ତେବେ ସାପ ଖେଳ ଖାଲି ଦେଖିବା ଯୋଗୁଁ ନୁହେଁ ସେହି ସମୟରେ ଖେଳ ଦେଖାଉଥିବା ବ୍ୟକ୍ତି ସାପକୁ ତାଙ୍କ ବେକରେ ପକାଇଥିଲା । ସାପଟି ସେହି ସମୟରେ ତାଙ୍କୁ କାମୁଡି ଦେଇଥିଲା ନେଲୋର ଜିଲାର ସୁଲୁରପେଟ୍ଟା…

ଦୀପିକା ଓ ରଣବୀର ପୋଷ୍ଟ କେଲ ବିବାହର ପ୍ରଥମ ଅଫିସିଆଲ ଫଟୋ

ମୁମ୍ବାଇ .- ଦୀପିକା ପାଦୁକନ ଓ ରଣବୀର ସିଂ ବିବାହ କରିବା ପରେ ସେମାନଙ୍କ ବିବାହ ଫଟୋକୁ ନିଜର ଅଫିସିଆଲ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ବୁଧବାରରେ କୋଙ୍କଣୀ ରୀତି ନୀତି ଅନୁସାରେ ଦୁଇ ଜଣଙ୍କର ବିବାହ ହୋଇଥିଲା । ଏଥିରେ ଦୀପିକା ପାଦୁକନ ଲାଲ ରଙ୍ଗର ପାଟ ଓ ରଣବୀର ସିଂ ଧଲା କୁର୍ତ୍ତାରେ ନଜର…

ପାକିସ୍ତାନ ବିରୋଧରେ ମୋଦିଙ୍କ ନୂଆ ଅସ୍ତ୍ର

ନୂଆଦିଲ୍ଲୀ : ବାରମ୍ବାର ତାଗିଦ କରିବା ପରେ ବି ପାକିସ୍ତାନ ସୁଧୁରୁନଥିବାରୁ ଭାରତ ଏକ ନୂଆ ଓ ପ୍ରଭାବଶାଳୀ ଅସ୍ତ୍ର ପ୍ରୟୋଗ କରିବା ଆରମ୍ଭ କରିଛି ।  ତାହା ହେଉଛି ପାଣି ଅସ୍ତ୍ର । ଭାରତ ଦେଇ ପାକିସ୍ତାନକୁ ଯାଉଥିବା ନଦୀଗୁଡ଼ିକରେ ବନ୍ଧ ବାନ୍ଧି ପାକିସ୍ତାନକୁ ଜଳପ୍ରବାହ କମାଇବାକୁ ବସିଛି…

ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦୀପିକା ଓ ରଣବୀର, ୨ ପ୍ରକାରର ବିବାହ ଉତ୍ସବ

ନୂଆଦିଲ୍ଲୀ . - ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ରଣବୀର ସିଂ ଓ ଦୀପିକା ପାଦୁକନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିରାଟ ଓ ଅନୁଷ୍କାଙ୍କ ପରି ତାଙ୍କର ବିବାହ ବିଦେଶରେ ହୋଇଛି । ଇଟାଲୀର ଲେକ୍‌ କୋମରେ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । କୋଙ୍କଣୀ ରୀତିନୀତି…