Browsing Category

ଦେଶ-ବିଦେଶ

ଓମ ବିର୍ଲା ଲୋକସଭା ବାଚସ୍ପତି ପ୍ରାର୍ଥୀ ପାଇଁ ଆଜି କରିବେ ନାମାଙ୍କନ, ଆସନ୍ତାକାଲି ନିର୍ବାଚନ 

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଲୋକସଭା ବାଚସ୍ପତି ପାଇଁ ରାଜସ୍ଥାନର କୋଟା-ବୁନ୍ଦୀ ଆସନରୁ  ସାଂସଦ ଓମ୍ ବିର୍ଲାଙ୍କ ନାମକୁ ପ୍ରସ୍ତାବ ଦେଇଛି । ଏହି ନୋଟିସକୁ ଏନଡିଏର ୧୦ଟି ଦଳ ସମର୍ଥନ ଦେଇଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା, ନୀତିନ ଗଡ଼କରୀ, ରାଜନାଥ…

ଆଜିଠାରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ: ବହୁପ୍ରତିକ୍ଷୀତ ସଂଦଦର ବଜେଟ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ମୋଦୀ ସରକାରଙ୍କ ଏହା ହେବ ପ୍ରଥମ ବଜେଟ ଅଧିବେଶନ । ସଂସଦର ଚଳିତ ଅଧିବେଶନରେ କେନ୍ଦ୍ର ସରକାର ବଜେଟ ଉପସ୍ଥାପନ କରିବେ । ତିନ ତଲାକ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ…

ରୋହିତଙ୍କ ବିସ୍ଫୋରକ ଶତକ

ମାଞ୍ଚେଷ୍ଟର - ପାକିସ୍ତାନ ବିପକ୍ଷରେ ଚାଲିଥିବା ବିଶ୍ୱକପ୍‌ ଦିନିକିଆ ମ୍ୟାଚରେ ରୋହିତ ଶର୍ମା ଶତକୀୟ ପାରି ଖେଳିଛନ୍ତି । ସେ ୮୫ଟି ବଲ୍‌ରେ ଶତକ ହାସଲ କରିଛନ୍ତି । ୯ଟି ଚୌକା ଓ ୩ଟି ଛକା ସହାୟତାରେ ସେ ଶତକ ହାସଲ କରିଛନ୍ତି । ସେହିପରି ଶିଖର ଧାଓ୍ୱନଙ୍କ ଅନୁପସ୍ଥିତିରେ ତାଙ୍କ…

ପଶ୍ଚିମବଙ୍ଗ: ଥମୁନି ରାଜନୈତିକ ହିଂସା, ବୋମା ବିସ୍ଫୋରଣରେ ୩ ଟିଏମସି ନେତାଙ୍କ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଉତ୍କଟ ରୂପ ନେଇଛି । ମୁର୍ଶିଦାବାଦ ଜିଲ୍ଲାର ଡୋମକଲର କୁଚିଆମୋଡା ଗ୍ରାମରେ ଶୁକ୍ରବାର ୨ ଗୋଷ୍ଠୀ ମଧ୍ୟରେ ହିଂସା ଦେଖାଯିବାରୁ ଗୋଟିଏ ଗୋଷ୍ଠୀର ଲୋକେ ଉତ୍ତେଜିତ ହୋଇଛନ୍ତି । ଉତ୍ତେଜିତ ଲୋକେ ବିରୋଧୀ ଗୋଷ୍ଠୀଙ୍କ ଉପରକୁ ବୋମା ବିସ୍ଫୋରଣ କରିଛନ୍ତି…

ଅଷ୍ଟ୍ରେଲୀୟ କଂପାନି ବିରୋଧରେ ମୋକଦ୍ଦର୍ମା କଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: କ୍ରିକେଟ୍‌ ମହାକୁମ୍ଭ (କ୍ରିକେଟ୍‌ ବିଶ୍ୱକପ୍‌ ୨୦୧୯) ଇଂଲଣ୍ଡରେ ଜାରି ଥିବା ବେଳେ ସଚିନ ତେନ୍ଦୁଲକର ଚର୍ଚ୍ଚାକୁ ଆସିଛନ୍ତି। ବିଶ୍ୱକପ୍‌ରେ କମେଣ୍ଟ୍ରି କରୁଥିବା ସଚନି ତେନ୍ଦୁଲକର ଅଷ୍ଟ୍ରେଲିଆର ଏକ କଂପାନି ବିରୋଧରେ ମୋକଦ୍ଦମା କରିଛନ୍ତି। ସଚିନଙ୍କ କହିବା ଅନୁସାରେ ବ୍ୟାଟ୍‌…

ଡାକ୍ତର ଆନ୍ଦୋଳନ: ପଶ୍ଚିମବଙ୍ଗ-ଦିଲ୍ଲୀ-ମୁମ୍ବାଇରେ ରୋଗୀ ହନ୍ତସନ୍ତ

ନୂଆଦିଲ୍ଲୀ: କୋଲକାତା ଠାରୁ ଆରମ୍ଭ କରି ମୁମ୍ବାଇ ଓ ଦିଲ୍ଲୀ ଯାଏଁ ରୋଗୀ ଚିକିତ୍ସା ଛାଡି ଡାକ୍ତରମାନେ ଆନ୍ଦୋଳନସ୍ଥଳକୁ ଓହ୍ଲାଇଛନ୍ତି । ଫଳରେ ରୋଗୀ ସେବା ବିପର୍ଯ୍ୟସ୍ତ ଦେଖାଯାଇଛି । ପଶ୍ଚିମବଙ୍ଗରେ ଡାକ୍ତରୀ ଆନ୍ଦୋଳନକୁ ଭାରତୀୟ ଚିକିତ୍ସା ସଂଘ (ଆଇଏମଏ) ଅଖିଳ ଭାରତୀୟ ବିରୋଧ ଦିବସ ଘୋଷିତ…

ବିଶ୍ୱକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌ରେ ଆମେ ଆହୁରି ଅଧିକ ପରିଶ୍ରମ କରିବୁ: ପାକିସ୍ତାନ ଅଧିନାୟକ

ଲଣ୍ଡନ: ପାକିସ୍ତାନ ଅଧିନାୟକ ସରଫରାଜ ଅହମଦ କହିଛନ୍ତି, ତାଙ୍କର ଟିମ୍‌ ଫିଲ୍ଡିଂ କ୍ଷେତ୍ରରେ ଆହୁରି ପରିଶ୍ରମ କରିବ। ବିଶେଷ ଭାବେ ଭାରତ ବିପକ୍ଷରେ ମ୍ୟାଚ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ଟିମ୍‌ ନିଜର ସମସ୍ତ ପ୍ରକାରର ଶକ୍ତି ବ୍ୟବହାର କରିବ। ସୂଚନାଯୋଗ୍ୟ ଯେ, ମଂଚେଷ୍ଟରସ୍ଥିତ…

ଗୁଜୁରାଟ ଉପକୂଳ ନିକଟ ଦେଇ ଅତିକ୍ରମ କରିବ ଝଡ଼ ବାୟୁ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ପୂର୍ବାନୁମାନ ଅନୁସାରେ ଆରବ ସାଗରରୁ ସୃଷ୍ଟି ହୋଇଥିବା ଝଡ଼ ‘ବାୟୁ’ ଗୁରୁବାର ଗୁଜୁରାଟ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ମାତ୍ର ଏହା ଗୁଜୁରାଟକୁ ସଂପୂର୍ଣ୍ଣ ରୂପେ ପ୍ରଭାବିତ କରିବ ନାହିଁ । ଝଡ଼ ଉପକୂଳ ନିଟକ ଦେଇ ଅତିକ୍ରମ କରିପାରେ । ଏଥି…

ମୁମ୍ବାଇ ଉପକୂଳ ଦେଇ ଅତିକ୍ରମ କରିବ ‘ବାୟୁ’, ଗୁଜୁରାଟର କିଛି ସ୍ଥାନରେ ବର୍ଷା

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ବାୟୁ’ ଜୁନ ୧୩ରେ ଗୁଜୁରାଟ ଉପକୂଳକୁ ସ୍ପର୍ଶ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି । ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁସାରେ ବାତ୍ୟା ଏବେ ସ୍ଥଳ ଭାଗ ଭେରାବଲ ଠାରୁ ୩୫୦ କିଲୋମିଟର ଦୂରରେ ରହିଛି । ଗୁଜୁରାଟ ଉପକୂଳ କାଣ୍ଠେ…

୫୦୦୦ ବର୍ଷର ପୁରୁଣା ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀ କଲେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ଗୁରୁବାୟୁର କେରଳର ତ୍ରିଶୁର ଜିଲ୍ଲାର ଗୋଟିଏ ଗାଁ ଅଟେ । ତ୍ରିଶୁର ସହରର ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଏହି ମନ୍ଦିର ରହିଛି । ଏହି ସ୍ଥାନ ଭଗବାନ କୃଷ୍ଣଙ୍କର ମନ୍ଦିର ପାଇଁ ଦକ୍ଷିଣ ଭାରତରେ ଖ୍ୟାତି ଅର୍ଜନ କରିଛି । ଗୁରୁବାୟୁର କେରଳର ଲୋକପ୍ରିୟ ତୀର୍ଥ ସ୍ଥାନ ମାନଙ୍କରୁ…