Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ -ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,…
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି । ଏହା ଆନ୍ଧ୍ର ଉପକୂଳକୁ ଗତିକରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ, ଢେଙ୍କାନାଳ, ରାୟଗଡ଼ା, ନବରଙ୍ଗପୁର,ମାଲକାନଗିରି ଏବଂ!-->…
ଭାରତରେ ହୋଣ୍ଡା ଆଣିବ ନୂଆ ଇଲେକ୍ଟ୍ରିକ୍ ମୋଟରସାଇକଲ୍ ମଡେଲ୍
୨୦୨୩ ସୁଦ୍ଧା ଫ୍ଲେକ୍ସ ଫୁଏଲ୍ ମୋଟରସାଇକଲ୍ ଉପସ୍ଥାପନ କରିବ ୨୦୨୫ ସୁଦ୍ଧା ୧୦ ଇଲେକ୍ଟ୍ରିକ୍ ମୋଟରସାଇକଲ୍ ମଡେଲ୍ ଆଣିବ
ଭୁବନେଶ୍ୱର: ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଏବଂ ପରିବେଶ ପ୍ରତିରହିଥିବା ପ୍ରତିବଦ୍ଧତାକୁ ପାଳନ କରିବା ଲାଗି ହୋଣ୍ଡା ମୋଟରସାଇକଲ୍ ପକ୍ଷରୁ ବଡ଼!-->!-->!-->…
ମୋବାଇଲ୍ ଗେମ୍ ଜରିଆରେ କୋଲକତାର ଅମିର ଖାଁ ନାମକ ଜଣେ ବ୍ୟକ୍ତି କୋଟି କୋଟି ଟଙ୍କା ଠକେଇ କରିଛନ୍ତି – ଇଡି…
ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ମୋବାଇଲ୍ ଗେମିଂ ଆପ୍ଲିକେସନ୍ ସମ୍ବନ୍ଧୀୟ ଏକ ତଦନ୍ତରେ ଆଜି କୋଲକାତାର ୬ଟି ସ୍ଥାନରେ ଖାନ୍ତଲାସି କରିଛି । ଖାନ୍ତଲାସି ସମୟରେ ୭ କୋଟିରୁ ଅଧିକ ଟଙ୍କାର ନଗଦ ଅର୍ଥ ଜବତ କରାଯାଇଛି । ଅମିର ଖାଁ ନାମକ ଜଣେ ବ୍ୟକ୍ତି ସେହି ମୋବାଇଲ୍ ଗେମିଂ!-->…
୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲର ଲୋଗୋ ଓ ଟ୍ରଫିକୁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି
୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲର ଲୋଗୋ ଓ ଟ୍ରଫିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ କିକ୍ ଅଫ୍ ଦି ଡ୍ରିମ୍ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଲୋଗୋ ଓ ଟ୍ରଫି ଉନ୍ମୋଚନ କରିବା ସହ ଫିଫା ପକ୍ଷରୁ!-->…
ପାକିସ୍ତାନରେ ଥିବା ସନ୍ତ୍ରାସବାଦୀମାନଙ୍କୁ ଗୁପ୍ତ ସୂଚନା ଯୋଗାଉଥିଲେ ମୌଲବୀ – ଗିରଫ୍ କରିଛି ପୁଲିସ୍
ଜାମ୍ମୁ କାଶ୍ମୀର ପୁଲିସ୍ କିସ୍ତୱାଡା ଜିଲ୍ଲାରେ ଜଣେ ମୌଲବୀଙ୍କୁ ଗିରଫ୍ କରିଛି । ସେହି ମୌଲବୀ ନିରାପତ୍ତା ବାହିନୀ ଯବାନମାନଙ୍କ ସମ୍ବନ୍ଧରେ ସମ୍ବେଦନଶୀଳ ତଥ୍ୟମାନ ‘କାଶ୍ମୀର ଜାଁବାଜ୍ ଫୋର୍ସ୍’ - କେ.ଜେ.ଏଫ୍. ନାମକ ଏକ ସନ୍ତ୍ରାସବାଦୀ ସଂଗଠନକୁ ଯୋଗାଉଥିଲେ । ଆମ!-->!-->!-->…
ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟ ଗୁଡ଼ିକର ବିକାଶ ପାଇଁ ଅନେକ ଯୋଜନା ଲାଗୁ
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ନେତୃତ୍ୱରେ ଗତ ୮ ବର୍ଷ ମଧ୍ୟରେ ଜୋନାଲ୍ ପରିଷଦଗୁଡ଼ିକରେ ଅନେକ ପରିବର୍ତ୍ତନ ଅଣାଯାଇଛି । ଜୋନାଲ୍ ପରିଷଦଗୁଡ଼ିକଦ୍ୱାରା ହୋଇଥିବା ବୈଠକ ଗୁଡ଼ିକର ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି ।ସେ କହିଛନ୍ତି, ଶ୍ରୀ!-->…
ଆସନ୍ତାକାଲି ଓ ୨୦ ତାରିଖରେ ବିଭିନ୍ନ ଜିଲ୍ଲାରେ ପ୍ରବଳ
ବର୍ଷା
ଉତ୍ତର ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ଆସନ୍ତାକାଲି ଓ ୨୦ ତାରିଖରେ ବିଭିନ୍ନ ଜିଲ୍ଲାରେ ପ୍ରବଳ!-->…
ଚୀନ୍ର ସମରାଭ୍ୟାସ ତାଇଓ୍ୱେନକୁ ଡରାଇବା ପାଇଁ କରୁଛି ଯୁଦ୍ଧାଭ୍ୟାସ
ଚୀନ୍ ପୀତ୍ତ ସାଗରର ଦକ୍ଷିଣାଞ୍ଚଳରେ ଗତ ୬ତାରିଖରୁ ବନ୍ଧୁକ ଚାଳନା ସମରାଭ୍ୟାସ କରୁଛି । ଏହି ସମରାଭ୍ୟାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।ଚୀନ୍ର ସାମୁଦ୍ରିକ ନିରାପତ୍ତା ପ୍ରଶାସନ ପକ୍ଷରୁ ଏକ ବିବୃତିରେ ଏହା କୁହାଯାଇଛି । ଏଥିସହିତ ଗତକାଲିଠାରୁ ବୋହାଇ ସାଗରର ଉତ୍ତରାଞ୍ଚଳରେ ମଧ୍ୟ ଚୀନ!-->…
ଭାରତୀୟ ମହାକାଶ ଉପଗ୍ରହ ପ୍ରକ୍ଷେପଣ ଯାନ ଏସ୍ଏସ୍ଏଲ୍ଭି ର ପ୍ରଥମ ପ୍ରକ୍ଷେପଣ ସେନ୍ସର ତ୍ରୁଟି ଯୋଗୁଁ କକ୍ଷପଥରେ…
ଭାରତୀୟ ମହାକାଶ ଗବେଷଣା ସଂଗଠନର ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି ଲଘୁ ଉପଗ୍ରହ ପ୍ରକ୍ଷେପଣ ଯାନ ଏସ୍ଏସ୍ଏଲ୍ଭି ର ପ୍ରଥମ ପ୍ରକ୍ଷେପଣ ସେନ୍ସର ତ୍ରୁଟି ଯୋଗୁଁ କକ୍ଷପଥରେ ସ୍ଥାପନ ଅସଫଳ ହୋଇଛି ।
ଶ୍ରୀହରିକୋଟାର ଲଞ୍ଚପ୍ୟାଡରୁ ପ୍ରକ୍ଷେପଣ କରାଯାଇଥିବା ଏସ୍ଏସ୍ଏଏଲ୍ଭିବି-୧!-->!-->!-->…
ମଙ୍କିପକ୍ସ ରୋଗ ଆତଙ୍କ -ଆମେରିକା ମଙ୍କିପକ୍ସ ରୋଗକୁ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ବୋଲି ଘୋଷଣା
ଆମେରିକା ମଙ୍କିପକ୍ସ ରୋଗକୁ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ବୋଲି ଘୋଷଣା କରିଛି । ବିଶ୍ୱରେ ସବୁଠାରୁ ଆମେରିକାରେ ଅଧିକ ଲୋକଙ୍କୁ ମଙ୍କିପକ୍ସ ସଂକ୍ରମଣ ହୋଇଥିବାର ଜଣାପଡ଼ିଛି । ସେ ଦେଶର ସ୍ୱାସ୍ଥ୍ୟ ଓ ମାନବୀୟ ସେବା ମନ୍ତ୍ରୀ ଜାଭିଏର୍ ବେସେରା କହିଛନ୍ତି, ଏହି ଭୂତାଣୁକୁ!-->…