Browsing Category

ଦେଶ-ବିଦେଶ

ସିଏଏରେ କେହି ନାଗରିକତା ହରାଇବେ ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ

କୋଲକତା -- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକତା ସଂଶୋଧନ ଆଇନ ଉପରେ କହିଛନ୍ତି ଏହି ଆଇନ ନାଗରିକତା ପ୍ରଦାନ ପାଇଁ ଉଦ୍ଦିଷ୍ଟ ଏବଂ ଏଥିରେ କେହି ନିଜର ନାଗରିକତା ହରାଇବେ ନାହିଁ। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଆଜି ସକାଳେ ରାମକୃଷ୍ଣ ମଠ ଏବଂ ମିଶନର ମୁଖ୍ୟ କାର୍ଯ୍ୟାଳୟ…

ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧି

କେନ୍ଦ୍ରାପଡା - କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତବର୍ଷ କୁମ୍ଭୀରମାନଙ୍କ ସଂଖ୍ୟା ୧ହଜାର ୭୪୨ଥିବାବେଳେ ଚଳିତବର୍ଷ କୁମ୍ଭୀରଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇ ୧ହଜାର୭୫୭ ହୋଇଛି ବୋଲି ଡି.ଏଫ.ଓ ବିକାଶ ରଞ୍ଜନ ଦାସ ଆଜି ଏହି…

ସୋମବାରଠାରୁ ପ୍ରବଳ ଶୀତ ଅନୁଭୂତ ହେବ

ଭୁବନେଶ୍ୱର ୦୪ ।୦୧ - ଗତ ଦୁଇଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାରୁ ପାଣିପାଗରେ ପରିବର୍ତ୍ତନ ଘଟି ପାଗ କୋହଲା ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଆସନ୍ତା ସୋମବାରଠାରୁ…

ପେନସନ୍‌ରେ ଇପିଏଫ୍‌ଓ ଦେବାକୁ ଯାଉଛି ଏହି ସୁବିଧା, ୬.୩ ଲକ୍ଷ କର୍ମଚାରୀଙ୍କୁ ହେବ ସୁବିଧା

ନୂଆଦିଲ୍ଲୀ ୨୮।୧୨ - ଶ୍ରମ ମନ୍ତ୍ରାଳୟ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ କର୍ମଚାରୀଙ୍କୁମାନଙ୍କର ପେନସନ୍‌ ଯୋଜନା ଅନ୍ତର୍ଗତରେ ଆଂଶିକ ଭାବେ ବା କମ୍ୟୁଟେସନ୍‌ର ସୁବିଧା ଦେବା ପାଇଁ ଯାଉଛି । ୨୦୨୦ ଜାନୁଆରୀ ତାରିଖରୁ କର୍ମଚାରୀମାନେ ଏହି ସୁବିଧା ପାଇପାରିବେ । ଏଥିରେ ୬.୩ ଲକ୍ଷ…

ଟାଟା ମ୍ୟାନେଜ୍‌ମେଣ୍ଟକୁ NCALTର ଝଟକା , ସାଇରସ୍‌ମିସ୍ତ୍ରୀ ପୁଣି ହେବେ ଟାଟା ଗ୍ରୁପର ଚେୟାରମ୍ୟାନ

ନୂଆଦିଲ୍ଲୀ --- ୨୦୧୬ ମସିହାରେ ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟାର ଚେୟାରମ୍ୟାନ ପଦର ହଟାଇ ଦିଆଯାଇଥିଲା । ରତନ ଟାଟା ଓ ସାଇରସ୍‌ ମିସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେବାରୁ ତାଙ୍କୁ ପଦରୁ ହଟାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସାଇରସ୍‌ ମିସ୍ତ୍ରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ବୋର୍ଡ…

ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଅନୁସୂଚୀତ ଜାତି ଓ ଉପଜାତି ବର୍ଗଙ୍କ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆଉ…

ନୂଆଦିଲ୍ଲୀ --- ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଅନୁସୂଚୀତ ଜାତି ଓ ଉପଜାତି ବର୍ଗଙ୍କ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆଉ ୧୦ ବର୍ଷ ବୃଦ୍ଧି କରାଯାଇଛି । ଏ ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ବିଲ୍‍ ଗତକାଲି ସଂସଦର ଅନୁମୋଦନ ଲାଭ କରିଛି । ବିଲ୍‍ ଅନୁଯାୟୀ ଏହି ସଂରକ୍ଷଣ ବ୍ୟବସ୍ଥା…

ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସୀ ଖବର – ଏହି ୭ଟି ସେକ୍ଟରେ ନିଯୁକ୍ତିର ପ୍ରବଳ ସୁଯୋଗ

ନୂଆଦିଲ୍ଲୀ -- ଏବେ ଭାରତର ଅର୍ଥ ବ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେଉଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଚାକିରିରେ ୭.୧୨ ପ୍ରତିଶତ ବୃଦ୍ଧି ହୋଇଛି । ଟିମଲିଜ୍‌ ସର୍ଭିସେସ୍‌ ନିଜର ଏକ ରିପୋର୍ଟରେ ଚଳିତ ଆର୍ଥିକ ବର୍ଷରେ ଚାକିରରେ ବୃଦ୍ଧି ହୋଇଥିବା ସୂଚନା ଦେଇଛି ।…

ଚିକିତ୍ସାଧୀନ ଅବସ୍ଥାରେ ଉନ୍ନାଓ ପୀଡିତାଙ୍କର ମୃତ୍ୟୁ – ଦୁଷ୍କର୍ମ ଅଭିଯୁକ୍ତମାନେ ପୋଡି କରିଥିଲେ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ - ଉନ୍ନାଓ ଗଣ ଦୁଷ୍କର୍ମ ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଉନ୍ନାଓରେ ଗତ ଗୁରୁବାରରେ ଗଣ ଦୁଷ୍କର୍ମ ଅଭିଯୁକ୍ତମାନେ ପୀଡିତାଙ୍କୁ ପୋଡି କରି ହତ୍ୟା ଉଦ୍ୟମ କରିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ଲକ୍ଷ୍ମୌରୁ ବିମାନ ଯୋଗେ ଦିଲ୍ଲୀ ଚିକିତ୍ସା ପାଇଁ ଅଣାଯାଇଥିଲା…

ମୋଦୀ ସରକାରଙ୍କ ଯୋଜନା – ସମସ୍ତଙ୍କୁ ଏବେ ୭୨,୦୦୦/ ବର୍ଷକୁ ପେନସନ୍‌ – ବିବାହିତା ଦମ୍ପତି ମାସକୁ…

ମୋଦୀ ସରକାରଙ୍କ ଯୋଜନା - ସମସ୍ତଙ୍କୁ ଏବେ ୭୨,୦୦୦/ ବର୍ଷକୁ ପେନସନ୍‌ - ବିବାହିତା ଦମ୍ପତି ମାସକୁ ବିନିଯୋଗ କରିବେ ମାତ୍ର ୨୦୦ ଟଙ୍କା ନୂଆଦିଲ୍ଲୀ - ଏବେ ସରକାର କର୍ମଜୀବୀ , ବ୍ୟବସାୟୀ ଓ ଅନ୍ୟମାନଙ୍କ ପାଇଁ ଏକ ନୂଆ ପେନସନ୍‌ ଯୋଜନା ଆଣିଛନ୍ତି । ଏଥିରେ ବିବାହିତା ଦମ୍ପତି ମାସକୁ ଜଣ…

ଭାରତରେ ଆଡଲ୍ଟ ସାଇଟ୍‌ ବ୍ୟାନ ହେବାପରେ ଭିପିଏନ୍‌(VPN ) ଡାଉନ୍‌ଲୋଡ୍‌ ୧୨ ମାସ ମଧ୍ୟରେ ୪୦୫ ଗୁଣା ବଢିଛି

ଭାରତରେ ଆଡଲ୍ଟ ସାଇଟ୍‌ ବ୍ୟାନ ହେବାପରେ ଭିପିଏନ୍‌(VPN ) ଡାଉନ୍‌ଲୋଡ୍‌ ୧୨ ମାସ ମଧ୍ୟରେ ୪୦୫ ଗୁଣା ବଢିଛି ନୂଆଦିଲ୍ଲୀ - ଭାରତରେ ବିଭିନ୍ନ ପର୍ଣ୍ଣ ସାଇଟ୍‌ ଓ ଅଡଲ୍ଟ ସାଇଟ୍‌କୁ ବ୍ୟାନ ବା ନିଷିଦ୍ଧ କରାଯାଇଛି । ସରକାର ବିଭିନ୍ନ ପର୍ଣ୍ଣ ସାଇଟ୍‌କୁ ନିଷେଧ ଘୋଷଣା କରିଛନ୍ତି । ମାତ୍ର ଏହି…