ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧି

0 4,518

କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତବର୍ଷ କୁମ୍ଭୀରମାନଙ୍କ ସଂଖ୍ୟା ୧ହଜାର ୭୪୨ଥିବାବେଳେ ଚଳିତବର୍ଷ କୁମ୍ଭୀରଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇ ୧ହଜାର୭୫୭ ହୋଇଛି ବୋଲି ଡି.ଏଫ.ଓ ବିକାଶ ରଞ୍ଜନ ଦାସ ଆଜି ଏହି ସୂଚନା ଦେଇଛନ୍ତି ।

ଡିସେମ୍ବର ୨୬ରୁ ଆଜି ପର୍ଯ୍ୟନ୍ତ କୁମ୍ଭୀର ଗଣନା ପାଇଁ ଉଦ୍ୟାନ ବନ୍ଦ ରହିଥିଲା । ରବିବାର ଠାରୁ ପୁନର୍ବାର ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ଖୋଲାଯିବ ।

Leave A Reply