ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧି
କେନ୍ଦ୍ରାପଡା - କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତବର୍ଷ କୁମ୍ଭୀରମାନଙ୍କ ସଂଖ୍ୟା ୧ହଜାର ୭୪୨ଥିବାବେଳେ ଚଳିତବର୍ଷ କୁମ୍ଭୀରଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇ ୧ହଜାର୭୫୭ ହୋଇଛି ବୋଲି ଡି.ଏଫ.ଓ ବିକାଶ ରଞ୍ଜନ ଦାସ ଆଜି ଏହି…