Browsing Category

ଦେଶ-ବିଦେଶ

ଅମ୍ପନ -ଓଡିଶାକୁ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର - ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଅମ୍ଫନ ବାତ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ୨ ଜଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ…

ଓଡିଶା ସୀମାରେ ଘଷି ହୋଇ ଯାଉଛି ଅମ୍ପାନ- ଚାରିଟା ବେଳେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ

ଅତି ଭୀଷଣ ସାମୁଦ୍ରିକ ଝଡ଼ ଅମ୍ପନ୍‍ ବୁଧବାର ସକାଳ ସୁଦ୍ଧା ପାରାଦୀପଠାରୁ ଦକ୍ଷିଣ ଦିଗରେ ୧୫୦ କିଲୋମିଟର ଦୂରରେ ଗତି କରିଛି । ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଅଗ୍ରସର ହେଉଛି ବୋଲି ଭୁବଶ୍ୱେର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର…

ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ମଧ୍ୟରେ ସ୍ଥଳଭାଗ ଛୁଇଁବ ଅମ୍ପାନ- ୧୮୫ କିଲୋମିଟର ବେଗରେ ପବନ ବହିବାର…

ନୂଆଦିଲ୍ଲୀ - ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅମ୍ପନ୍‍’ ସମୁଦ୍ର ମଧ୍ୟରେ ଦୁର୍ବଳ ହୋଇ ମହାବାତ୍ୟାରୁ ହ୍ରାସ ପାଇ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି । ଏହା ବଙ୍ଗୋପସାଗରରେ ପାରାଦ୍ୱୀପଠାରୁ ୩୦୦ କିଲୋମିଟର ଦୂରରେ ରହିଛି ଏବଂ ଗତ ୬ ଘଣ୍ଟା ଧରି…

କୋଭିଡ ନାଇଣ୍ଟିନ୍‍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦାଦନ ଶ୍ରମିକଙ୍କ ପରିବାରବର୍ଗଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯିବ

ନୂଆଦିଲ୍ଲୀ - କୋଭିଡ ନାଇଣ୍ଟିନ୍‍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦାଦନ ଶ୍ରମିକଙ୍କ ପରିବାରବର୍ଗଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯିବ । ମାଲ ପରିବହନ ଏବଂ ଡିଲର ଦେୟ ସମେତ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି କେନ୍ଦ୍ର ଖାଦ୍ୟ ଓ ଖାଉଟୀ ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶୱାନ…

ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ୮ଟି କ୍ଷେତ୍ର ପାଇଁ ସରକାରୀ ସହାୟତା ଘୋଷଣା କରାଯାଇଛି ।

ନୂଆଦିଲ୍ଲୀ - ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ୮ଟି କ୍ଷେତ୍ର ପାଇଁ ସରକାରୀ ସହାୟତା ଘୋଷଣା କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରି କହିଛନ୍ତି କୋଇଲା, ଖଣିଜପଦାର୍ଥ, ପ୍ରତିରକ୍ଷା ଉତ୍ପାଦନ, ବେସାମରିକ ବିମାନ ଚଳାଚଳ, ଶକ୍ତି ଆବଣ୍ଟନ ବ୍ୟବସ୍ଥା, ମହାକାଶ କ୍ଷେତ୍ର,…

ଲକଡାଉନ୍ ସମୟରେ EPFO ପକ୍ଷରୁ ବଡ ଆଶ୍ୱସ୍ତି; ଇପିଏଫ୍ ଜମା ନିୟମାବଳୀ ହେଲା କୋହଳ

ନୂଆଦିଲ୍ଲୀ - ଲକ୍‌ଡାଉନ୍‌ ସମୟରେ କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ରେ ବିଳମ୍ବରେ ଜମା ଇପିଏଫ ଏବଂ ଏମ୍‌ପି ଆକ୍ଟ ଅଧିନିୟମ ଅଧୀନରେ ଥିବା ପ୍ରତିଷ୍ଠାନଗୁଡିକ ପାଇଁ ନିୟମାବଳୀକୁ କୋହଳ କରାଯାଇଛି। ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ନିୟାମକ ପ୍ରାଧିକରଣ ଲକ୍‌ଡାଉନ୍‌ ସମୟରେ ଦେୟ PF ଜମା…

ଫେଲ୍‌ ହୋଇଥିବା ସିବିଏସ୍‌ଇର ୯ମ ଓ ଏକାଦଶ ଶ୍ରେଣୀପିଲାଙ୍କୁ ଦିଆଯିବ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ - ସିବିଏସ୍‌ଇରେ ନବମ ଓ ଏକାଦଶ ଶ୍ରେଣୀରେ ଫେଲ୍‌ ହୋଇଥିବା ପିଲାଙ୍କୁ ପାସ୍ ହେବା ପାଇଁ ଆଉଏକ ସୁଯୋଗ ଦିଆଯିବ । କରୋନା ଓ ଲକ୍‌ଡାଉନ୍‌ ଯୋଗୁଁ ହୋଇଥିବା ପରିସ୍ଥିତି ଯୋଗୁଁ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ସୂଚନା…

ଆର୍ଥିକ ପ୍ୟାକେଜ୍‍ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ନୂଆ ଆଶା ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର - କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥନୀତିକୁ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ଘୋଷଣା କରାଯାଇଥିବା ଆର୍ଥିକ ପ୍ୟାକେଜ୍‍ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ନୂଆ ଆଶା ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।…

ସାମୁଦ୍ରିକ ବାତ୍ୟା -ବଙ୍ଗୋପସାଗରରେ ଆଣ୍ଡାମାନ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନିଭୂତ

ଭୁବନେଶ୍ୱର - ବଙ୍ଗୋପସାଗରରେ ଆଣ୍ଡାମାନ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନିଭୂତ ହୋଇ ଅବପାତରେ ପରିଣତ ହେବା ପରେ ଆସନ୍ତା ୧୬ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ବାତ୍ୟା ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହା ଓଡ଼ିଶା ଆଡ଼କୁ ମୁହାଁଇବ କି ନାହିଁ ତାହା ଏ…

ଆତ୍ମନିର୍ଭରଶୀଳ ହେବ ଭାରତ- ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ - ବିଶ୍ୱ ମହାମାରୀ କରୋନା ଯୋଗୁଁ ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏଥିଲାଗି ପ୍ରଧାନମନ୍ତ୍ରୀ ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‍ ଘୋଷଣା କରିଛନ୍ତି । ଗତସନ୍ଧ୍ୟାରେ…