ନୂଆଦିଲ୍ଲୀ – ସିବିଏସ୍ଇରେ ନବମ ଓ ଏକାଦଶ ଶ୍ରେଣୀରେ ଫେଲ୍ ହୋଇଥିବା ପିଲାଙ୍କୁ ପାସ୍ ହେବା ପାଇଁ ଆଉଏକ ସୁଯୋଗ ଦିଆଯିବ । କରୋନା ଓ ଲକ୍ଡାଉନ୍ ଯୋଗୁଁ ହୋଇଥିବା ପରିସ୍ଥିତି ଯୋଗୁଁ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ୍ ସୂଚନା ଦେଇଛନ୍ତି। ସେ ଏବି ବିଷୟରେଟ୍ୱିଟ୍ କରିଛନ୍ତି।
ଟ୍ୱିଟରେ ସ୍କୁଲମାନଙ୍କୁ ଅନ୍ଲାଇନ୍ ଓ ଅଫ୍ଲାଇନ୍ ପରୀକ୍ଷା କରିବାପାଇଁ ସେ ପରାମର୍ଶ ଦେଇଛନ୍ତି। ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ପାଇଁ ଅଧିକ ସମୟ ଦେବା ପାଇଁ ସେ କହିଛନ୍ତି।.
In view of the unprecedented circumstances of Covid-19, I have advised all CBSE schools to provide an opportunity to all students, who have failed in 9th and 11th to take online/offline tests. #IndiaFightsCoronaVirus pic.twitter.com/3wRCdtbRuV
— Dr Ramesh Pokhriyal Nishank (@DrRPNishank) May 14, 2020
ଫେଲ୍ ହୋଇଥିବା ପିଲାଙ୍କ ପାଇଁ ପରୀକ୍ଷା କରିବାକୁ ସିବିଏସ୍ଇ ବୋର୍ଡ ସର୍କୁଲାର ଜାରି କରିଛି । ପିଲାମାନଙ୍କୁ ପାସ୍ ହେବା ପାଇଁ ଆଉ ଏକ ସୁଯୋଗ ଦେବା ପାଇଁ ଏଥିରେ ନିର୍ଦେଶ ଦିଆଯାଇଛି । ନବମ ଓ ଏକାଦଶ ପିଲାଙ୍କୁ ସମସ୍ତ ବିଷୟରେ ସୁଯୋଗ ଦେବାପାଇଁ ଏଥିରେ ଉଲ୍ଲେଖ ରହିଛି । କୋଭିଡ୍-୧୯ ପରିସ୍ଥିତିରେ ସ୍କୁଲ୍ ଅନ୍ଲାଇନ୍ ଓ ଅଫ୍ଲାଇନ୍ ପରୀକ୍ଷା କରିପାରିବେ ।
सभी सीबीएससी स्कूलों को निर्देशित किया जा रहा है कि 9वीं एवं 11वीं में जो बच्चे अनुत्तीर्ण हो गए हैं, ऐसे सभी बच्चों को ऑनलाइन/ऑफलाइन/इनोवेटिव तरीके से टेस्ट लेने का एक अवसर प्रदान करें। @cbseindia29#IndiaFightsCoronaVirus pic.twitter.com/hCRRJfmjhJ
— Dr Ramesh Pokhriyal Nishank (@DrRPNishank) May 14, 2020
website- cbse.nic.in. ରେ ବିସ୍ତୁତ ବିବରଣୀ ରହିଛି