Browsing Category

ଲାଇଫଷ୍ଟାଇଲ

ଅଦା ଖାଇଲେ ସବୁ ଭଲ ଏଇ ଗୋଟିଏ ଖରାପ

ଅଦା ଖାଇବା ପୂର୍ବରୁ ଜାଣିରଖନ୍ତୁ ଅଦା ଫୁଟା ପାଣି ପିଇଲେ କାଶ ଦୂର ହେବା ସହ ଶରୀରକୁ ଶକ୍ତି ପ୍ରଦାନ କରେ। ବିଶେଷଜ୍ଞଙ୍କ ମତରେ ଅଦା ଏକ ଉପଯୋଗୀ ପରିବା। ପ୍ରତ୍ୟେକଦିନ ବିଭିନ୍ନ ଖାଦ୍ୟଦ୍ରବ୍ୟରେ ଏହାର ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ସକାଳୁ ଖାଲିପେଟରେ ନଖଉଷୁମ ପାଣି…

ଦାନ୍ତକୁ ଧଳା ଚକ ଚକ  କରିବେ କେମିତି!

ସମସ୍ତେ ସୁନ୍ଦର ଚେହେରା ସହ ଧଳା ଚକ୍‌ ଚକ୍‌ ଦାନ୍ତ ଚାହାନ୍ତି  ଜାଣନ୍ତୁ, ଦାନ୍ତକୁ କିପରି ସୁନ୍ଦର ଏ ଧଳା ଚକ୍‌ ଚକ୍‌ ରଖିବେ ବ୍ରଶ୍‍ କରିବା ପାଇଁ ହ୍ୱାଇଟ୍‍ନିଂ ଟୁଥ୍‍ପେଷ୍ଟ ବ୍ୟବହାର କରନ୍ତୁ। ଅନ୍ୟ ଟୁଥ୍‍ପେଷ୍ଟ ଅପେକ୍ଷା ଏହା ଦାନ୍ତରେ ଲାଗିଥିବା ମଇଳା ଓ ଖାଦ୍ୟ  ବାହାର କରିବାେର…

ହାର୍ଟ ବା ହୃଦୟର ଲାଇଭ ଭିଡିଓ, (ଦୁର୍ବଳ ମନା ବ୍ୟକ୍ତି ଦେଖନ୍ତୁ ନାହିଁ)

ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ହୃଦୟ । ଏବେ ଅନ୍ୟ ମଣିଷରେ ହୃଦୟକୁ ଦରକାର କରୁଥିବା ଲୋକ ଶରୀରରେ ପ୍ରତ୍ୟାରୋପଣ କରାଯାଉଛି । ତେବେ ଏହାକୁ କିପରି ଭାବେ ନିଆଯାଏ ଓ ପ୍ୟାକିଂ କରାଯାଏ ନିମ୍ନରେ ଦିଆଯାଇଥିବା ଭିଡିଓରେ ଦେଖନ୍ତୁ ।(ଦୁର୍ବଳ ମନା ବ୍ୟକ୍ତି ଦେଖନ୍ତୁ ନାହିଁ)

ସୋରିଆସିସ୍ ଏକ ଚର୍ମରୋଗ

ସୋରିଆସିସ୍ ସୋରିଆସିସ୍ ଏକ ଚର୍ମରୋଗ ଯାହା ସହଜରେଭଲ ହୋଇନଥାଏ। ଏହି ରୋଗ ବାରମ୍ବାର ହୋଇଥାଏ। ଚର୍ମରୁମାଛକାତି ଛାଡିବା ପରି ହୁଏ। ଚର୍ମ ଲାଲ ହେବା ସହ ବାରମ୍ବାର କୁଣ୍ଡାଇ ହୁଏ। ଏହା ଶରୀରର ପୂରା  ଅଙ୍ଗକୁ ପ୍ରଭାବିତକରିଥାଏ। ବିଶେଷଜ୍ଞଙ୍କ ପରାମର୍ଶରେ ଔଷଧ ସେବନ କରିବା ସହ ଖାଦ୍ୟପେୟ…

ଶଯ୍ୟାମୂତ୍ର

ପ୍ରାୟତଃ ୩ ବର୍ଷ ପରେ ଶିଶୁଙ୍କର  ସ୍ୱତନ୍ତ୍ର ମୂତ୍ର ନିୟନ୍ତ୍ରଣର କ୍ଷମତା ବିକଶିତ ହୋଇଥାଏ। ମାତ୍ର ୫ ବର୍ଷ ପରେ ମଧ୍ୟ କେତେକ ଶିଶୁ ଶଯ୍ୟାରେ ପରିସ୍ରା କରିଥାନ୍ତି। ଛୋଟ ଝିଅଙ୍କ ତୁଳନାରେ ପୁଅଙ୍କ ଠାରେ ଏହି ଶଯ୍ୟାମୂତ୍ର ଅଧିକ ଦେଖାଯାଏ। ବଂଶଗତ କାରଣ ଯୋଗୁଁ ମଧ୍ୟ ଏହା…

କେଶ ଝଡ଼ିବା

ସହରମାନଙ୍କରେ ଅଧିକ ପରିମାଣର ବ୍ଲିଚିଂ ମିଶା ପାଣିରେ କେଶ ଧୋଇବା, ଅଧିକ ଟେନସନ୍‌, ରାତି ଅନିଦ୍ରା, କେଶ ମୂଳରେ ରୂପି, ବିଭିନ୍ନ ପ୍ରକାର ଶାମ୍ପୋ ଓ ବାସନା ତେଲ ବ୍ୟବହାର କଲେ କେଶ ମାତ୍ରାଧିକ ଝଡ଼ିଥାଏ। ଗାଁ ଗହଳିଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ଏବେ ଲୋକେ କେଶ ଝଡ଼ିବା ରୋଗରେ…

ରୁଗ୍‌ଣ କିଡନୀ

କିଡନୀରେ କ୍ୟାଲସିୟମ୍ ଜମିବାରୁ ଷ୍ଟୋନ୍ ବା କିଡନୀ ଅକାମୀ ଅବସ୍ଥା ହୋଇଥାଏ। ଏଭଳି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ହଳଦୀ ବଟା ୨ଚାମଚ ଲେଖାଏଁ ୨ଥର ଖାଲିପେଟରେ ପିଇବା ଆବଶ୍ୟକ। ବିଶେଷଜ୍ଞଙ୍କ ପରାମର୍ଶରେ ଏହା ସେବନ କରିବା ନିତାନ୍ତ ଜରୁରୀ। ନିୟମିତ ପଇଡ଼ ପାଣି ଓ ଲେମ୍ବୁ ପାଣି…