ହାର୍ଟ ବା ହୃଦୟର ଲାଇଭ ଭିଡିଓ, (ଦୁର୍ବଳ ମନା ବ୍ୟକ୍ତି ଦେଖନ୍ତୁ ନାହିଁ)
ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ହୃଦୟ । ଏବେ ଅନ୍ୟ ମଣିଷରେ ହୃଦୟକୁ ଦରକାର କରୁଥିବା ଲୋକ ଶରୀରରେ ପ୍ରତ୍ୟାରୋପଣ କରାଯାଉଛି । ତେବେ ଏହାକୁ କିପରି ଭାବେ ନିଆଯାଏ ଓ ପ୍ୟାକିଂ କରାଯାଏ ନିମ୍ନରେ ଦିଆଯାଇଥିବା ଭିଡିଓରେ ଦେଖନ୍ତୁ ।(ଦୁର୍ବଳ ମନା ବ୍ୟକ୍ତି ଦେଖନ୍ତୁ ନାହିଁ)