ମୁଖ୍ୟ ଖବରଲାଇଫଷ୍ଟାଇଲ ସୋରିଆସିସ୍ ଏକ ଚର୍ମରୋଗ By odishanext Last updated Apr 15, 2018 0 635 Share ସୋରିଆସିସ୍ ସୋରିଆସିସ୍ ଏକ ଚର୍ମରୋଗ ଯାହା ସହଜରେଭଲ ହୋଇନଥାଏ। ଏହି ରୋଗ ବାରମ୍ବାର ହୋଇଥାଏ। ଚର୍ମରୁମାଛକାତି ଛାଡିବା ପରି ହୁଏ। ଚର୍ମ ଲାଲ ହେବା ସହ ବାରମ୍ବାର କୁଣ୍ଡାଇ ହୁଏ। ଏହା ଶରୀରର ପୂରା ଅଙ୍ଗକୁ ପ୍ରଭାବିତକରିଥାଏ। ବିଶେଷଜ୍ଞଙ୍କ ପରାମର୍ଶରେ ଔଷଧ ସେବନ କରିବା ସହ ଖାଦ୍ୟପେୟ ପ୍ରତି ଦୃଷ୍ଟି ଦେବା ଏହି ରୋଗୀଙ୍କ ନିମନ୍ତେ ଜରୁରୀ। ପଞ୍ଚକର୍ମ ଉପଚାର ଏହି ରୋଗ ପାଇଁ ଉପକାରୀ। ଡା . ମଦନ ମୋହନ ପାଢୀ ମଲ୍ଟିସ୍ପେସାଲିଟି ଆୟୁର୍ବେଦ ହସ୍ପିଟାଲ , ପୋଖରୀପଟୁ, ଭୁବନେଶ୍ୱର 0 635 Share