Sign in
Sign in
Recover your password.
A password will be e-mailed to you.
Browsing Category
ବିଶ୍ୱାସ
ବାଂଲାଦେଶ ସରକାର ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ୧୬୧ତମ
ଜୟନ୍ତୀ ପାଳନ ଉପଲକ୍ଷେ ଦେଶର ବିଭିନ୍ନ ଭାଗରେ ଅନେକ…
ବାଂଲାଦେଶ ସରକାର ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ୧୬୧ତମ ଜୟନ୍ତୀ ପାଳନ ଉପଲକ୍ଷେ ଦେଶର ବିଭିନ୍ନ ଭାଗରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରିବେ । ଆସନ୍ତା ୮ ତାରିଖରେ ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ପାଳିତ ହେବ । ମୁଖ୍ୟ କାର୍ଯ୍ୟକ୍ରମ କୁଷ୍ଟିଆ ଜିଲ୍ଲାର ରବୀନ୍ଦ୍ରକୁଠିବାଡ଼ିଠାରେ!-->…
୨୦୨୩ ପଦ୍ମ ପୁରସ୍କାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ୧୫
ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ
୨୦୨୩ ପଦ୍ମ ପୁରସ୍କାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ କରାଯାଇପାରିବ । ପଦ୍ମ ବିଭୁଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ହେଉଛି ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର । ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନ୍ଲାଇନ୍ ଜରିଆରେ ମେ!-->…
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ପ୍ରଥମ ପ୍ରସ୍ତୁତି
ବୈଠକ
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ପ୍ରଥମ ପ୍ରସ୍ତୁତି ବୈଠକ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ତିନିରଥ ନିର୍ମାଣ ପାଇଁ ଆବଶ୍ୟକ ପଡୁଥିବା କାଠ ଖୁବ୍ ଶିଘ୍ର ପୁରୀରେ ପହଞ୍ଚିଯିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା ପ୍ରକାଶ!-->…
ଦେଶରେ ଇଦ୍-ଉଲ୍-ଫିତର୍ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ
କରାଯାଉଛି
ଦେଶରେ ଇଦ୍-ଉଲ୍-ଫିତର୍ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି । ପବିତ୍ର ରମ୍ଜାନ୍ ମାସ ଶେଷରେ ପାଳିତ ହେଉଥିବା ଇଦ୍- ଉଲ୍-ଫିତର ଈଶ୍ୱର ଭକ୍ତି ଓ କୃତଜ୍ଞତାର ପ୍ରତୀକ ବହନ କରିଥାଏ । କରୋନା ମହାମାରୀ ପରେ ଆଜି ଇଦ୍ଗା ଓ ମସ୍ଜିଦ୍ ଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ବିପୁଳ!-->…
ଏସ୍ସିବି ମେଡ଼ିକାଲ କଲେଜ ବହିର୍ବିଭାଗ ଟିକଟ ଏଣିକି ଅନ୍ଲାଇନ୍ରେ
ଏସ୍ସିବି ମେଡ଼ିକାଲ କଲେଜ ବହିର୍ବିଭାଗ ଟିକଟ ଏଣିକି ଅନ୍ଲାଇନ୍ରେ ଉପଲବ୍ଧ ହେବ । ଆସନ୍ତା ୯ ତାରିଖରୁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିପାଇଁ ରଗ୍ଦଙ୍ଗବଗ୍ଦଗ୍ଧଷଚ୍ଚବ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ନାମକ ଏକ ପୋର୍ଟାଲ ଖୋଲାଯାଇଛି । ଫଳରେ ରୋଗୀ ଓ ରୋଗୀ!-->…
ଶ୍ରୀମନ୍ଦିରରେ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ…
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସୋମବାର ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ ୪ଟାରୁ ରାତି ୮ଟାପର୍ଯ୍ୟନ୍ତ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ନୀତି ଓ ପରମ୍ପରା ଅନୁସାରେ!-->…
ଆଗାମୀ ମାସ ୩ – ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା
ଆଗାମୀ ମାସ ୩ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା । ଚନ୍ଦନ ଯାତ୍ରା ଠାରୁ ତିନିରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହି ଯାତ୍ରାରେ ସର୍ବସାଧାରଣ ଭକ୍ତ ସାମିଲ ହେବା ଲାଗି ଅନୁମତି ମିଳିବା ସହିତ!-->…
ଛାତିପୋଡା -ଛାତି ଯନ୍ତ୍ରଣାର ସମାଧାନ ଡା. ନିରଞ୍ଜନ ତ୍ରିପାଠୀ
ଡା. ନିରଞ୍ଜନ ତ୍ରିପାଠୀ
ଛାତି ଭିତରେ ଥିବା ବିଭିନ୍ନ ଅଙ୍ଗ, ଯଥା- ହୃତ୍ପିଣ୍ଡ, ଫୁସଫୁସ୍, ମାଂସପେଶୀ, ଲସିକା ଗ୍ରନ୍ଥି, ଧମନୀ, ଶିରାରେ କିଛି ସମସ୍ୟା ହେଲେ ଛାତି ଯନ୍ତ୍ରଣା ହୁଏ। ନଚେତ ପାକସ୍ଥଳୀରେ ଘା’ (ପେପ୍ଟିକ ଅଲ୍ସର), ପ୍ରଦାହ (ପାକସ୍ଥଳୀ କର୍କଟ), ଖାଦ୍ୟନଳୀେର!-->!-->!-->!-->!-->…
ଚଳିତ ବର୍ଷ ବର୍ଷା ସମ୍ଭାବନା ଖୁବଭଲ : ପଞ୍ଜିକାରେ କୃଷି ଅଭିବୃଦ୍ଧି ସୂଚନା
ଭୁବନେଶ୍ୱର :ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଓଡିଆ ନବ ବର୍ଷ ପାଳନ ଅବସରରେ ନବ ପଞ୍ଜିକା ଶୁଭାରମ୍ଭ ହୋଇଛି । ଏହି ଉପଲକ୍ଷେ ସ୍ଥାନୀୟ ବାଣୀବିହାର ସ୍ଥିତ ଶ୍ରୀ ଶ୍ରୀ ଶନି୧⁄୨ର ମହାଗ୍ରହ ମନ୍ଦିର ପ୍ରାଙ୍ଗଣରେ ସୌର ବ୍ରାହ୍ମଣ ପରିଷଦ, ଓଡିଶା ପକ୍ଷରୁ ବୁଧବାର ନବ ପଞ୍ଜିକା ଶୁଭାରମ୍ଭ!-->…
ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ରାଜ୍ୟ
ସରକାର ନିଷ୍ପତ୍ତି ଗ୍ରହଣ
ରାଜ୍ୟରେ ଥିବା ଏକକ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ନିୟନ୍ତ୍ରକ ଭାବେ ଏଣିକି ସେହି ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ରାଜ୍ୟସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୂର୍ବରୁ ଏକକ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପରୀକ୍ଷା ନିୟନ୍ତ୍ରକ ଭାବେ ଓଡ଼ିଶା ଶିକ୍ଷା ସେବା!-->…