Browsing Category

ବିଶ୍ୱାସ

ପ୍ରବଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଆଜି
ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ

ପ୍ରବଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଆଜି ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିତ ହେଉଛି । ଏହି ଅବସରରେ ପୁରୀ ସହରରେ ଥିବା ବିଭିନ୍ନ ମଠବାଡି ସମେତ ଶ୍ରୀମନ୍ଦିରରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ପ୍ରତ୍ୟୁଷରୁ ବହୁ ସଂଖ୍ୟକ

ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସୁରକ୍ଷା ପ୍ରସଙ୍ଗକୁ ନେଇ
ବିଧାନସଭାରେ ଉଦବେଗ ପ୍ରକାଶ

ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସୁରକ୍ଷା ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ରତ୍ନଭଣ୍ଡାର ସୁରକ୍ଷିତ ଅଛି ନା ନାହିଁ ସେ ସମ୍ପର୍କରେ ରାଜ୍ୟ ସରକାର ସ୍ପଷ୍ଟ କରିବାକୁ କହିଥିଲେ । ରଘୁବୀର

ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍‍- ଏବେ ଭୋଟିଂରେ ଶୀର୍ଷରେ

ବ୍ରିଟେନ୍‍ର ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିବା ଋଷି ସୁନକ୍‍ ଗତକାଲି ହୋଇଥିବା ଚତୁର୍ଥ ପର୍ଯ୍ୟାୟ ମତଦାନରେ ୧୧୮ ଜଣ ସାଂସଦଙ୍କର ସମର୍ଥନ ହାସଲ କରି କଞ୍ଜର୍‍ଭେଟିଭ୍‍ ପାର୍ଟିର ଆଗାମୀ ନେତା ହେବାପାଇଁ ପୁଣି ଥରେ ଶୀର୍ଷ ସ୍ଥାନରେ ରହିଛନ୍ତି । ଏବେ ଶେଷ ପର୍ଯ୍ୟାୟରେ

ଶ୍ରୀଲଙ୍କାର ଅସ୍ଥାୟୀ ରାଷ୍ଟ୍ରପତି ରାନୀଲ ବିକ୍ରମା ସିଂଘେ ଦେଶର
ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ

ଶ୍ରୀଲଙ୍କାର ଅସ୍ଥାୟୀ ରାଷ୍ଟ୍ରପତି ରାନୀଲ ବିକ୍ରମା ସିଂଘେ ଦେଶର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ଗତକାଲି ଶ୍ରୀଲଙ୍କା ପାର୍ଲାମେଣ୍ଟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଶ୍ରୀଲଙ୍କା ବାଚସ୍ପତି ଏ ବିଷୟ ଜଣାଇଛନ୍ତି । ରାନୀଲ ବିକ୍ରମା ସିଂଘେ ୧୩୪ଟି ଭୋଟ୍‍

ଆଡପମଣ୍ଡପରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ

ଆଡପମଣ୍ଡପରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ । ପାରମ୍ପରିକ ରୀତିନୀତି ଅନୁଯାୟୀ ହେରାପଞ୍ଚମୀ ନୀତିପୂର୍ବ ଦିନ ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି କରାଯିବାର ବିଧି ରହିଛି । ଏଥିପାଇଁ ଠାକୁରଙ୍କ ସର୍ବସାଧାରଣ ଦର୍ଶନ ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ

ବୀରଗୋବିନ୍ଦପୁର ଓଡ଼ିଶା ଗ୍ରାମ୍ୟ ପର୍ଯ୍ୟଟନର ନୂଆ କେନ୍ଦ୍ର ହେବ – ଶ୍ରୀ ପ୍ରଧାନ

ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ଗ୍ରାମ ପରିସରରେ ଇଣ୍ଡିଆନ୍‍ ଅଏଲର ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୀରଗୋବିନ୍ଦପୁର ଓଡ଼ିଶା ଗ୍ରାମ୍ୟ ପର୍ଯ୍ୟଟନର ନୂଆ କେନ୍ଦ୍ର ହେବ ବୋଲି

ଶୀତଳଷଷ୍ଠୀ ଯାତ୍ରାପାଇଁ ପତରପେଣ୍ଡି ଅନୁଷ୍ଠିତ

ସମ୍ବଲପୁର ସହରର ଦୁର୍ଗାପାଲି ସ୍ଥିତ ଶ୍ରୀ ଶ୍ରୀ ଗୁଡେଶ୍ୱର ବାବା ମନ୍ଦିରର ଶୀତଳଷଷ୍ଠୀ ଯାତ୍ରାପାଇଁ ପତରପେଣ୍ଡି ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର ଓ ସମୀର ଶତପଥୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ତଥା ବରପିତା ସାମ୍ବାଦିକ ହେମନ୍ତ

ଚାରଧାମ ଯାତ୍ରାରେ ମୃତକଙ୍କ ସଂଖ୍ୟା ୩୯ରେ ପହଞ୍ଚିଥିବା ସରକାରୀ ସୂତ୍ରରୁ ସୂଚନା

ଉତ୍ତରାଖଣ୍ଡର ଚାରଧାମ ଯାତ୍ରାରେ ମୃତକଙ୍କ ସଂଖ୍ୟା ୩୯ରେ ପହଞ୍ଚିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ପ୍ରଥମ ୬ ଦିନରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା । ପ୍ରାୟ ୧୨ ହଜାର ଫୁଟ ପାର୍ବତ୍ୟାଞ୍ଚଳରେ ଅମ୍ଳଜାନ ସ୍ତର କମ୍‍, କମ୍‍ ଆର୍ଦ୍ରତା,

ଭଗବାନ ବୁଦ୍ଧଙ୍କୁ ବିଷ୍ଣୁଙ୍କର ନବମ ଅବତାର ବୋଲି ଗ୍ରହଣ କରାଯାଇଛି

ଆଜି ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯାଉଛି । ଆଜିର ଦିନରେ ଗୌତମବୁଦ୍ଧ ବୋଧଗୟାର ମହାବୋଧୀ ବୃକ୍ଷତଳେ ନିର୍ବାଣପ୍ରାପ୍ତ ହୋଇଥିଲେ । ଯୁବରାଜ ସିଦ୍ଧାର୍ଥ ଗୌତମ ନାମରେ ଜନ୍ମଗ୍ରହଣ କରିଥିବା ଭଗବାନ ବୁଦ୍ଧ ନେପାଳର ଲୁମ୍ବିନିରେ ପୂର୍ଣ୍ଣିମା ତିଥିରେ ରାଣୀ ମହାମାୟା ଦେବୀଙ୍କ କୋଳରେ ଆର୍ବିଭାବ

ଆଜି ବୁଦ୍ଧ ପୂର୍ଣ୍ଣିମା ହୋଇଥିଲ ଏହି ସବୁ ମହାନ ଘଟଣା

ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ଏହିଦିନ ଭଗବାନ ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ । ଏଥିସହ ଏହିଦିନ ମଧ୍ୟ ଗୌତମବୁଦ୍ଧ ବୁଦ୍ଧତ୍ୱ ପ୍ରାପ୍ତ କରିବା ସହ ମୋକ୍ଷପ୍ରାପ୍ତ କରିଥିଲେ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ଉପରାଷ୍ଟ୍ରପତି ଏମ୍‍ ଭେଙ୍କିୟାନାଇଡୁ ଦେଶବାସୀଙ୍କୁ ଶୁଭେଚ୍ଛା