Sign in
Sign in
Recover your password.
A password will be e-mailed to you.
Browsing Category
ବଜାର
ମାତ୍ର ୫୧୮ ଟଙ୍କା ଖର୍ଚ୍ଚ କରି ଏଲ୍ଆଇସିର ଏହି ଖାସ୍ ପଲିସି ନିଅନ୍ତୁ ମିଳିବ ୪ ଲକ୍ଷରୁ ଅଧିକ ଟଙ୍କା
ମାତ୍ର ୫୧୮ ଟଙ୍କା ଖର୍ଚ୍ଚ କରି ଏଲ୍ଆଇସିର ଏହି ଖାସ୍ ପଲିସି ନିଅନ୍ତୁ ମିଳିବ ୪ ଲକ୍ଷରୁ ଅଧିକ ଟଙ୍କା
ନୂଆଦିଲ୍ଲୀ - ଭାରତର ସବୁଠାରୁ ବଡ ବୀମା କମ୍ପାନୀ ଏଲ୍ଆଇସି ଏକ ଖାସ୍ ପଲିସି ଆରମ୍ଭ କରିଛି । ଏଠାରେ ନିବେଶ କଲେ ବେଶ୍ ଫାଇଦା ମିଳିବ । ଏହାର ନାମ ଜୀବନ ଲାଭ । ଏଥିରେ ନିବେଶ କଲେ…
ହୋମ୍ଟାଉନ ପକ୍ଷରୁ ଆକର୍ଷଣୀୟ ଇୟର ଏଣ୍ଡ୍ ସେଲ୍
ଭୁବନେଶ୍ୱର: ଭାରତର ଲୋକପ୍ରିୟ ହୋମଷ୍ଟାର, ହୋମ୍ଟାଉନ ଲୋକପ୍ରିୟ “ଇୟର ଏଣ୍ଡ୍ ସେଲ୍” ପୁଣିଥରେ ଭୁବନେଶ୍ୱର, ସତ୍ୟନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ସାମ୍ନାରେ ଥିବା ଏହାର ଷ୍ଟୋର୍କୁ ବଡ ଧମାକା ସହ ଫେରିଆସିଛି। ଏହି ହୋମ୍ ଟାଉନ୍ ଷ୍ଟୋର୍ ଭାରତରେ କମ୍ପାନୀର ସର୍ବବୃହତ୍ ଷ୍ଟୋର୍ ମଧ୍ୟରୁ…
ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ରହିଛି ପର୍ଯ୍ୟାପ୍ତ ସୁଯୋଗ
ଭୁବନେଶ୍ଵର: ଆସନ୍ତା ବର୍ଷ ବେଳକୁ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯୁକ୍ତରାଷ୍ଟ୍ର ଆମେରିକା ସହ ସମକକ୍ଷ ହେବାକୁ ଯାଉଛି। ଯାହାର ବ୍ୟବସାୟିକ ଆକାର ପାଖାପାଖି ୫୩୦ ବିଲିୟନ୍ ଡଲାର ଅଥବା ପ୍ରାୟ ୩୭୫୮ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଶା ଟ୍ରାଭେଲ୍ ବଜାର ୨୦୧୯ ଉଦଘାଟିତ
ଭୁବନେଶ୍ୱର ଗତ ୧୫ ବର୍ଷଧରି ଓଡ଼ିଶା ବିଶ୍ୱର ପ୍ରମୁଖ ୩ଟି ନିବେଶ ଗନ୍ତବ୍ୟସ୍ଥଳ ମଧ୍ୟରୁ ଗୋଟିଏ ରହିଆସିଛି - ନବୀନ ପଟ୍ଟନାୟକ
ଭୁବନେଶ୍ୱର: ହୋଟେଲ୍ ମେଫେୟାର କନ୍ଭେନ୍ସନ୍ଠାରେ ଆଜି ଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ଟ୍ରାଭେଲ୍ ବଜାରର ତୃତୀୟ ସଂସ୍କରଣକୁ ମାନବ୍ୟର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ…
ଭଏସ କଲ୍ ଉପରେ ଚାର୍ଜ ଖବରକୁ ଏୟାରଟେଲ୍ର ଖାରଜ
ଭୁବନେଶ୍ୱର: ନିକଟରେ ଜିଓ ପକ୍ଷରୁ ଆଇୟୁସି ଆଉଟଗୋଇଁ କଲ୍ ଉପରେ ଚାର୍ଜ ଲାଗୁ ହେବା ପରେ, ବିଭିନ୍ନ ଗଣମାଧ୍ୟମରେ ଏୟାରଟେଲ ପକ୍ଷରୁ ମଧ୍ୟ ସମାନଭାବେ ଭଏସକଲ ଗୁଡ଼ିକ ଉପରେ ଚାର୍ଜ ଲଗାଯିବାର ଯୋଜନା ଥିବା ଖବର ପ୍ରକାଶ ପାଇଥିଲା। ତେବେ ଏହି ରିପୋର୍ଟକୁ ଏୟାରଟେଲ୍ ପକ୍ଷରୁ ଆଜି ଖାରଜ କରାଯିବା ସହ…
ଜୁଏଲାରୀ କିଣୁଥିବା ବେଳେ ହୁଅନ୍ତୁ ସାବଧାନ, ପାଉଡର୍ ମିଶାଇ ବିକ୍ରି ହେଉଛି ସୁନା ଜାଣନ୍ତୁ କେମିତି ଠକାମୀରୁ ବଞ୍ଚିବେ
ଜୁଏଲାରୀ କିଣୁଥିବା ବେଳେ ହୁଅନ୍ତୁ ସାବଧାନ, ପାଉଡର୍ ମିଶାଇ ବିକ୍ରି ହେଉଛି ସୁନା ଜାଣନ୍ତୁ କେମିତି ଠକାମୀରୁ ବଞ୍ଚିବ
ନୂଆଦିଲ୍ଲୀ - ଏବେ ପୂଜା ସିଜିନ୍ ଚାଲିଛି । ଅନେକ ଲୋକ ସୁନା ଗହଣା କିଣିବାରେ ବ୍ୟସ୍ତ । ଏହି ସମୟରେ ସୁନାର ଚାହିଦା ବୃଦ୍ଧି ପାଇଥାଏ । ମାତ୍ର ଏହି ସମୟରେ ଠକମାନେ…
ବଢିଲା ଓମ୍ଫେଡ୍ କ୍ଷୀର ଦର
ଭୁବନେଶ୍ୱର - ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏବଂ ମାନରେ ପରିବର୍ତ୍ତନ ପାଇଁ ସରକାର ଓମ୍ଫେଡ୍ କ୍ଷୀର ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଛି । ଏହି ନୂଆ ଦର ଶୁକ୍ରବାରଠାରୁ ଲାଗୁ ହୋଇଛି ।
ସରକାରଙ୍କଠାରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଥିଲା । ।…
ଆରବିଆଇ, ପିଏମ୍ସି ବ୍ୟାଙ୍କ ପରି କଟକଣା ଜାରି କଲେ ଆପଣଙ୍କ ଜମା ଟଙ୍କାର କଅଣ ହେବ ଜାଣନ୍ତୁ
ମୁମ୍ବଇ - କେତକ ଅନିୟମିତତା ଯୋଗୁଁ ପଞ୍ଜାବ ଓ ମହାରାଷ୍ଟ୍ର କୋ-ଅପରେଟିଭ୍ ବ୍ୟାଙ୍କ (ପିଏମ୍ସି) ଉପରେ କଟକଣା ଜାରି କରିଥିଲେ । ପୂର୍ବରୁ ଜଣେ ଉପଭୋକ୍ତା ଏକ ହଜାର ଟଙ୍କା ଉଠାଣ କରିବା ପାଇଁ ନିର୍ଦେଶ ଦେଇଥିବା ବେଳେ ଏବେ ଏଥିରେ କୋହଳ କରି ଜଣେ ଉପଭୋକ୍ତା ଦୈନିକ ୧୦ ହଜାର ଟଙ୍କା ଉଠାଣ କରି…
ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହୃତ
ନୂଆଦିଲ୍ଲୀ - ବ୍ୟାଙ୍କ ସଂଘଗୁଡିକ ଚଳିତମାସ ୨୬ ଏବଂ ୨୭ ତାରିଖ ଦୁଇଦିନ ଧରି ହେବାକୁଥିବା ସେମାନଙ୍କ ଧର୍ମଘଟ ଡାକରାରୁ ଓହରି ଯାଇଛନ୍ତି ।
କେନ୍ଦ୍ର ଅର୍ଥସଚିବଙ୍କ ସହ ଆଲୋଚନାପରେ ସଂଘ ଧର୍ମଘଟରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ, ବେତନ ସଂଶୋଧନ,…
କ୍ଷୀରଦର ବୃଦ୍ଧି
ଭୁବନେଶ୍ୱର -ଓଡିଶା ସରକାର ଖୁବ୍ ଶୀଘ୍ର ଓମ୍ଫେଡ କ୍ଷୀର ଦର ବୃଦ୍ଧି କରାପାରନ୍ତି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଥିବା ଘରୋଇ ଦୁଗ୍ଧ କମ୍ପାନୀମାନେ ଦର ବୃଦ୍ଧି କରିସାରିଥିବାରୁ ଓମ୍ଫେଡ କ୍ଷୀର ଦର ମଧ୍ୟ ବୃଦ୍ଧି କରିବାକୁ ସରକାର ବିଚାର…