ମାତ୍ର ୫୧୮ ଟଙ୍କା ଖର୍ଚ୍ଚ କରି ଏଲ୍ଆଇସିର ଏହି ଖାସ୍ ପଲିସି ନିଅନ୍ତୁ ମିଳିବ ୪ ଲକ୍ଷରୁ ଅଧିକ ଟଙ୍କା
ମାତ୍ର ୫୧୮ ଟଙ୍କା ଖର୍ଚ୍ଚ କରି ଏଲ୍ଆଇସିର ଏହି ଖାସ୍ ପଲିସି ନିଅନ୍ତୁ ମିଳିବ ୪ ଲକ୍ଷରୁ ଅଧିକ ଟଙ୍କା
ନୂଆଦିଲ୍ଲୀ – ଭାରତର ସବୁଠାରୁ ବଡ ବୀମା କମ୍ପାନୀ ଏଲ୍ଆଇସି ଏକ ଖାସ୍ ପଲିସି ଆରମ୍ଭ କରିଛି । ଏଠାରେ ନିବେଶ କଲେ ବେଶ୍ ଫାଇଦା ମିଳିବ । ଏହାର ନାମ ଜୀବନ ଲାଭ । ଏଥିରେ ନିବେଶ କଲେ ଅନେକ ଫାଇଦା ମିଳିବ ।
ବାରତର ସବୁଠାରୁ ବଡ ବୀମା କମ୍ପୀନ ଏଲ୍ଆଇସି ଗ୍ରାହକମାନଙ୍କ ପାଇଁ କେତକ ଖାସ୍ ଅଫର୍ ଲଞ୍ଚ କରିଛି । ଏଥିରେ ଟଙ୍କା ଲଗାଇଲେ ଅନେକ ଫାଇଦା ମିଳିବ । ଏଲ୍ଆଇସିର ଜୀବନ ଲାଭ ଯୋଜନା ଏକ ଖାସ୍ ଯୋଗନା । ଏଥିରେ ସୀମିତ ସମୟ ପାଇଁ ପ୍ରିମିୟମ ଗେଲେ ନନ୍ ଲିଙ୍କଡ୍ (ସେୟାର ମାର୍କେଟ ଉପରେ ଆଧାରିତ ନୁହେଁ ) ଲାଭ ଯୋଜନା ମିଳିବ । ମୁତ୍ୟୁ ଅଥବା ମାଚ୍ୟୁରିଟିରେ ଆପଣଙ୍କ ପରିବାର କିମ୍ବା ନୋମିନିକୁ ବୀମା କରାଯାଇଥିବା ଟଙ୍କା ମିଳିବ ।
ଏଥିରେ ମାତ୍ର ୫୧୮ ଟଙ୍କା ଖର୍ଚ୍ଚ କଲେ ଆପଣ ୪.୦୪ ଲକ୍ଷ ଟଙ୍କ ପାଇ ପାରିବେ । ୮ ବର୍ଷରୁ ୫୯ ବର୍ଷ ପର୍ଯ୍ୟନ୍ତ ଲୋକ ଏଥିରେ ଟଙ୍କା ଲଗାଇ ପାରିବେ । ୭୫ ବର୍ଷରେ ମ୍ୟାଚୁରିଟି ଥିଲେ ବି ୧୬ରୁ ୨୫ ବର୍ଷ ପାଇଁ ପଲିସି ଟର୍ମ ନେଇ ପାରିବେ ।
ଏଥିରେ ଆପଣଙ୍କୁ ମୋଟ୍ ୨ ଲକ୍ଷ ଟଙ୍କା (ଏକା ଥରକେ ନୁହେଁ ) ଦେବାକୁ ପଡିବ । ଏଥିରେ ସର୍ବାଧିକ ଟଙ୍କ ପାଇଁ କୌଣସି ସୀମା ନାହିଁ । ଦୁର୍ଘଟଣା ଜନିତ ମୃତ୍ୟୁ ଓ ବିକଳାଙ୍ଗ ହେଲେ ବି ଆପଣଙ୍କୁ ଟଙ୍କା ମିଳିବ । ୨୫ ବର୍ଷ ମଧ୍ୟରେ ୧,୫୫,୩୨୮ ଟଙ୍କା ପ୍ରିମିୟମ ଦେବେ । ପ୍ରତି ମାସରେ ୫୧୮ ଟଙ୍କା ଦେବେ । ମାତ୍ର ଆପଣଙ୍କୁ ମ୍ୟାଚୁରିଟିରେ ୪.୦୪ ଲକ୍ଷ ଟଙ୍କା ମିଳିବ ।
୧୬ , ୨୧, ୨୫ ବର୍ଷ ଅବଧି ଥିବା ପଲିସି ଏଥିରେ ଉପଲବ୍ଧ
ଗୋଟିଏ ସମୟରେ ସୁରକ୍ଷା ସହ ନିଶ୍ଚିତ ରିର୍ଟନ ସୁବିଧା ଉପଲବ୍ଧ
୩ ବର୍ଷ ପର୍ଯ୍ୟନ୍ତ ଟଙ୍କା ଦେବା ପରେ ଋଣ ବି ପାଇ ପାରିବେ ।
ଦୁର୍ଘଟଣାରେ ମୃତ୍ୟୁ କିମ୍ବା ବିକଳାଙ୍କ ହେଲେ ରାଇଡର ରୂପରେ ଏଣ୍ଡ ଅନ୍ ରାଇଟସ୍ ଉପଲବ୍ଧ ।
ଧାରା ୮୦ ସି ଦ୍ୱାରା ଆପଣଙ୍କୁ ଆୟକରରେ ରିହାତି ମିଳିବ ।
ଆୟକର ଧାରା ୧୦ ଡିରି ମ୍ୟାଚୁରିଟିରେ ଲାଭ ।
ମୁତ୍ୟୁ ଅଥବା ମାଚ୍ୟୁରିଟିରେ ଆପଣଙ୍କ ପରିବାର କିମ୍ବା ନୋମିନିକୁ ବିମା କରାଯାଇଥିବା ଟଙ୍କା ମିଳିବ । ଆମଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ପ୍ରିମିୟମ ଦେଇଥିଲେ ଆପଣଙ୍କ ନୋମିନିକୁ ମୋଟ୍ ଟଙ୍କା ସହ ସିମ୍ପଲ ପିଭସନରୀ ବୋନସ ଓ ଫାଇନାଲ୍ ଏଡିସନ୍ ବୋନସ୍ ମିଳିବ । ଏହା ମୋଟ୍ ପ୍ରିମୟମ୍ର ୧୦୫ ପ୍ରତିଶତରୁ କମ୍ ହେବ ନାହିଁ ।
ମ୍ୟାଚୁରିଟି ପର୍ଯ୍ୟନ୍ତ ଜୀବିତ ରହିଲେ ମ୍ୟାଚୁରିଟି ସହିତ ରିବେର୍ସନାରୀ ବୋନସ୍ ମିଳବ ।
ଏଥିରେ ରାଇଡର୍ ଲାଭ
କୌଣସି କାରଣରୁ ବିକଳାଙ୍ଗ ହେଲେ ଅତିରିକ୍ତ ଟଙ୍କା ମିଳବ । ପଲିସି ଧାରକଙ୍କ ବୟସ ୧୮ବର୍ଷ ହେଲେ ରାଇଡର୍ ଲାଭ ଉଠାଇ ପାରିବେ ।