Sign in
Sign in
Recover your password.
A password will be e-mailed to you.
ନିର୍ବାଚନ ଆୟୋଗ ୧୫ଟି ରାଜ୍ୟରୁ ୫୭ଟି ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ସକାଶେ କାର୍ଯ୍ୟସୂଚୀ ଘୋଷଣା
ନିର୍ବାଚନ ଆୟୋଗ ୧୫ଟି ରାଜ୍ୟରୁ ୫୭ଟି ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ସକାଶେ ଆଜି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଏହିରାଜ୍ୟଗୁଡ଼ିକ ହେଲା - ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ତେଲଙ୍ଗାନା,!-->…
ଶ୍ରୀଲଙ୍କାରେ ଉତ୍ୟକ୍ତ ଲୋକମାନେ ଶାସକ ରାଜପକ୍ଷେ ଓ ବହୁ
ସାଂସଦଙ୍କ ବାସଗୃହରେ ନିଆଁ ଲଗାଇ ଦେଇଛନ୍ତି
ଶ୍ରୀଲଙ୍କାରେ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସ୍ଥିରତା ଏବଂ ଅର୍ଥନୈତିକ ପୁନରୁଦ୍ଧାର କ୍ଷେତ୍ରରେ ଭାରତ ସମ୍ପୂର୍ଣ୍ଣ ସହଯୋଗ କରିବ । ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦ ବାଗ୍ଚି କହିଛନ୍ତି, ପଡ଼ୋଶୀ ପ୍ରଥମେ ଏହି ନ୍ୟାୟରେ ଭାରତ ଶ୍ରୀଲଙ୍କାର ଲୋକମାନଙ୍କ ପାଇଁ ସାଢ଼େ ୩ ବିଲିୟନ୍ ଡଲାର୍!-->…
ପରବର୍ତ୍ତୀ ଜନଗଣନା ସଂପୂର୍ଣ୍ଣ ଡିଜିଟାଲ ଉପାୟରେ
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପରବର୍ତ୍ତୀ ଜନଗଣନା ସଂପୂର୍ଣ୍ଣ ଡିଜିଟାଲ ଉପାୟରେ ହେବ । ଏହାଦ୍ୱାରା ଶତକଡ଼ା ଶହେଭାଗ ସଠିକ ତଥ୍ୟ ମିଳିପାରିବ । ସେ କହିଛନ୍ତି ଜନ୍ମ ଓ ମୃତ୍ୟୁକୁ ଜନଗଣନାରେ ଅନ୍ତର୍ଭୁକ୍ତ କରାଯିବ । ମନ୍ତ୍ରୀ କହିଛନ୍ତି ଇଲେକ୍ଟ୍ରୋନିକ୍ ପ୍ରକ୍ରିୟାରେ ଜନଗଣନା!-->…
୨୦୨୨ ମସିହା ପାଇଁ ପ୍ରତିରକ୍ଷା ସାହସିକତା ପୁରସ୍କାର ପ୍ରଦାନ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ୨୦୨୨ ମସିହା ପାଇଁ ପ୍ରତିରକ୍ଷା ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସେନାଧ୍ୟକ୍ଷ ମନୋଜ ପାଣ୍ଡେ ରାଷ୍ଟ୍ରପତିଙ୍କ ଠାରୁ ପରମ ବିଶିଷ୍ଟ ସେବା ପଦକ ଗ୍ରହଣ କରିଛନ୍ତି । ସେହିପରି!-->…
ଦୁର୍ବଳ ହେବାରେ ଲାଗିଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅସାନି
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅସାନି ଦୁର୍ବଳ ହେବାରେ ଲାଗିଛି । ଏହା ଆନ୍ଧ୍ରପ୍ରଦେଶ ଉପକୂଳକୁ ଗତି କରିବ । ଏହା ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଘଣ୍ଟା ପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ବାତ୍ୟାର!-->…
ଜାମ୍ମୁ କାଶ୍ମୀର ମିଳିତ ପରୀକ୍ଷା ପାଇଁ ବୟସ ସୀମାରେ କୋହଳ
ଜାମ୍ମୁ କାଶ୍ମୀର ମିଳିତ ପରୀକ୍ଷା ପାଇଁ ବୟସ ସୀମାରେ କୋହଳ କରାଯାଇଛି । ଗତକାଲି ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ବିଭିନ୍ନପ୍ରତିନିଧିମାନଙ୍କ ମଧ୍ୟରେ ବୈଠକ ଓ ଆଶାୟୀ ପ୍ରାର୍ଥୀମାନଙ୍କ ପକ୍ଷରୁ ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଓପନ ମେରିଟ୍!-->!-->!-->…
ସରକାର ଦେଶ ଭିତରେ ୩୩ଟି ନୂଆ ମାଲ ପରିବହନ ଟର୍ମିନାଲ ସ୍ଥାପନ କରିବେ
୨୦୨୪-୨୫ମସିହା ସୁଦ୍ଧା ସରକାର ଦେଶ ଭିତରେ ୩୩ଟି ନୂଆ ମାଲ ପରିବହନ ଟର୍ମିନାଲ ସ୍ଥାପନ କରିବେ । ଯାହା ଦ୍ୱାରା ଦେଶର ମାଲପରିବହନ କ୍ଷେତ୍ରରେ ଅଭିବୃଦ୍ଧି ସାଧିତ ହେବ । ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏୟାର କାର୍ଗୋ ଫୋରମ ବାର୍ଷିକ ଉତ୍ସବରେ ଉଦ୍ବୋଧନ!-->…
ଆଇ.ପି.ଏସ୍. ଅଧକାରୀ ଅରୁଣ ବୋଥ୍ରା କ୍ରାଇମବ୍ରାଞ୍ଚ୍ ଏ.ଡି.ଜି. ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି
୧୯୯୬ ବ୍ୟାଚର ଆଇ.ପି.ଏସ୍. ଅଧକାରୀ ଅରୁଣ ବୋଥ୍ରା କ୍ରାଇମବ୍ରାଞ୍ଚ୍ ଏ.ଡି.ଜି. ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ କରିଛନ୍ତି । ପୂର୍ବତନ କ୍ରାଇମବ୍ରାଞ୍ଚ ଏ.ଡି.ଜି. ସଞ୍ଜୀବ ପଣ୍ଡା ଶ୍ରୀ ବୋଥ୍ରାଙ୍କୁ!-->…
ବାଂଲାଦେଶ ସରକାର ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ୧୬୧ତମ
ଜୟନ୍ତୀ ପାଳନ ଉପଲକ୍ଷେ ଦେଶର ବିଭିନ୍ନ ଭାଗରେ ଅନେକ…
ବାଂଲାଦେଶ ସରକାର ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ୧୬୧ତମ ଜୟନ୍ତୀ ପାଳନ ଉପଲକ୍ଷେ ଦେଶର ବିଭିନ୍ନ ଭାଗରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରିବେ । ଆସନ୍ତା ୮ ତାରିଖରେ ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ପାଳିତ ହେବ । ମୁଖ୍ୟ କାର୍ଯ୍ୟକ୍ରମ କୁଷ୍ଟିଆ ଜିଲ୍ଲାର ରବୀନ୍ଦ୍ରକୁଠିବାଡ଼ିଠାରେ!-->…
ଭାରତକୁ ନେଇ ଡବ୍ଲ୍ୟୁ.ଏଚ୍.ଓ.ର କେଁ – କହିଲା ଏମିତି ଖଣ୍ଡନ କଲା ଆଇସିଏମ୍ଆର୍
ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ଦେଶରେ କୋବିଡ୍ରେ ଅଧିକ ସଂଖ୍ୟାରେ ଲୋକମାନେ ମୃତ୍ୟୁ ବରଣ କରିଥିବା ସଂକ୍ରାନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଯେତେବେଳେ!-->…