ବସ୍‍ ଧର୍ମଘଟକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ

ରଥଯାତ୍ରାକୁ ଦୃଷ୍ଟିରେ ରଖି ଆସନ୍ତା ଜୁଲାଇ ପହିଲାରୁ ରାଜ୍ୟରେ ହେବାକୁ ଥିବା ବସ୍‍ ଧର୍ମଘଟକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି ରାଜ୍ୟ ଘରୋଇ ବସ୍‍ ମାଲିକ ସଂଘ । ସଂଘ ପକ୍ଷରୁ କୁହାଯାଇଛି, ଜୁଲାଇ ୩୧ ପର୍ଯ୍ୟନ୍ତ ବସ୍‍ ଧର୍ମଘଟ କରାଯିବ ନାହିଁ । ତେବେ ଏହି ସମୟ ମଧ୍ୟରେ ଦାବି

ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀକ୍ଷେତ୍ରରେ କଟକଣା ମୁକ୍ତ ରଥଯାତ୍ରା – ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ୨୦୫ଟି…

ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀକ୍ଷେତ୍ରରେ କଟକଣା ମୁକ୍ତ ରଥଯାତ୍ରା ଆୟୋଜନ କରାଯାଉଥିବାରୁ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍‍ ପୁରୀକୁ ଚଳାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି । ଶ୍ରୀଗୁଣ୍ଡିଚା, ସାନ୍ଧ୍ୟ ଦର୍ଶନ, ବାହୁଡ଼ା ଓ ସୁନାବେଶକୁ ଦୃଷ୍ଟିରେ ରଖି

ଶେଷକରି ଦୁଇପକ୍ଷୀୟ, ଆଞ୍ଚଳିକ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗ କ୍ଷେତ୍ର ଏହି ଆଲୋଚନା ମଧ୍ୟରେ ସ୍ଥାନ ପାଇଛି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମାଲେସିଆର ବରିଷ୍ଠ ପ୍ରତିରକ୍ଷା ମନ୍ତ୍ରୀ ୱାଇ.ବି. ଡାଟୋ-ସେରି ହିସାମୁଦ୍ଦିନ ତୁନ୍‍ ହୁସେନଙ୍କ ସହିତ ଗତକାଲି ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିଶେଷକରି ଦୁଇପକ୍ଷୀୟ, ଆଞ୍ଚଳିକ ଏବଂ ପ୍ରତିରକ୍ଷା ଶିଳ୍ପ

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍‍ ମ୍ୟାଚ୍‍ ପାଇଁ ଆସନ୍ତାକାଲି
ଏବଂ ଶୁକ୍ରବାର ଦିନ କାଉଣ୍ଟରରେ ଟିକଟ ବିକ୍ରି

କଟକ ବାରବାଟୀ ଷ୍ଟାଡିୟମରେ ୧୨ ତାରିଖ ରବିବାର ଅନୁଷ୍ଠିତ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍‍ ମ୍ୟାଚ୍‍ ପାଇଁ ଆସନ୍ତାକାଲି ଏବଂ ଶୁକ୍ରବାର ଦିନ କାଉଣ୍ଟରରେ ଟିକଟ ବିକ୍ରି କରାଯିବ । ଓସିଏ ସମ୍ପାଦକ ସଂଜୟ ବେହେରା ଏ ସଂପର୍କରେ ସୂଚନା ଦେଇ କହିଛନ୍ତି କାଉଣ୍ଟରରେ ୧୨

ପ୍ରାଣୀସେବା ଅନ୍‍ଲାଇନ୍‍ – ସହାୟତା ଦେବା ଲାଗି ଟୋଲ୍‍ ଫ୍ରି ନମ୍ବର-୧୯୬୨ର ପ୍ରଚଳନ

ଅନ୍‍ଲାଇନ ମାଧ୍ୟମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ରାଜ୍ୟସ୍ତରୀୟ ପ୍ରାଣୀସେବା ଅନ୍‍ଲାଇନ୍‍ ଏବଂ ଅନ୍ୟ ଦୁଇ ବ୍ୟବସ୍ଥାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ସର୍ବଦା ପ୍ରାଣୀଙ୍କ ପ୍ରତି ସମ୍ବେଦନଶୀଳ ରହିବା ଆବଶ୍ୟକ । ସେମାନଙ୍କୁ ସହାୟତା ଦେବା ଲାଗି

ଯୁବପିଢ଼ିଙ୍କର ଆକାଂକ୍ଷାକୁ ପୂରଣ କରିବାରେ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକର ଗୁରୁଦାୟିତ୍ୱ ରହିଛି

ଯୁବପିଢ଼ିଙ୍କର ଆକାଂକ୍ଷାକୁ ପୂରଣ କରିବାରେ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକର ଗୁରୁଦାୟିତ୍ୱ ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ଗତକାଲି ରାଷ୍ଟ୍ରପତି ଭବନରେ ଭିଜିଟର୍ସ ସମ୍ମିଳନୀ ୨୦୨୨କୁ ଉଦ୍‍ଘାଟନ କରିବା ଅବସରରେ ରାଷ୍ଟ୍ରପତି କହିଛନ୍ତି ଉଚ୍ଚଶିକ୍ଷା ପାଇଁ ଦେଶରେ

ବୀରଗୋବିନ୍ଦପୁର ଓଡ଼ିଶା ଗ୍ରାମ୍ୟ ପର୍ଯ୍ୟଟନର ନୂଆ କେନ୍ଦ୍ର ହେବ – ଶ୍ରୀ ପ୍ରଧାନ

ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ଗ୍ରାମ ପରିସରରେ ଇଣ୍ଡିଆନ୍‍ ଅଏଲର ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୀରଗୋବିନ୍ଦପୁର ଓଡ଼ିଶା ଗ୍ରାମ୍ୟ ପର୍ଯ୍ୟଟନର ନୂଆ କେନ୍ଦ୍ର ହେବ ବୋଲି

୧୯୬୪ ମସିହାରେ ଏକ ଭୟଙ୍କର ବାତ୍ୟାରେ ଧନୁଷ୍କୋଡି ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯିବା ପରେ ରେଳବାଇ …

ଭାରତୀୟ ରେଳବାଇ ରାମେଶ୍ୱରମ୍‍-ଧନୁଷ୍କୋଡି ରେଳ ଲାଇନ୍‍କୁ ପୁନରକ୍ଷମ କରିବାକୁ କାର୍ଯ୍ୟ କରୁଛି । ୧୯୬୪ ମସିହାରେ ଏକ ଭୟଙ୍କର ବାତ୍ୟାରେ ଧନୁଷ୍କୋଡି ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯିବା ପରେ ରେଳବାଇ ୧୮ କିଲୋମିଟର ଦୀର୍ଘ ରେଳ ଲାଇନ୍‍ର ପୁନର୍‍ନିର୍ମାଣ କରୁଛି । ରେଳବାଇ ୭୩୩ କୋଟି

ପାକିସ୍ତାନରେ ୨୦୦ ଟଙ୍କା ପାର୍‌ କଲା ପେଟ୍ରୋଲ ଏବଂ ଡିଜେଲ୍‌

ପାକିସ୍ତାନ ସରକାର ପେଟ୍ରୋଲ୍‍ ଓ ଡିଜେଲ୍‍ର ମୂଲ୍ୟ ଲିଟର ପ୍ରତି ୩୦ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି । ସପ୍ତାହେ ପୂର୍ବେ ସେଠାରେ ପେଟ୍ରୋଲ୍‍ ଓ ଡିଜେଲ୍‍ର ମୂଲ୍ୟ ବୃଦ୍ଧି କରାଯାଇଥିଲା । ଏହି ବୃଦ୍ଧି ପରେ ପାକିସ୍ତାନରେ ପେଟ୍ରୋଲ୍‍ର ଲିଟର ପ୍ରତି ମୂଲ ୨୦୯ ଟଙ୍କା ୮୬ ପଇସା ହୋଇଥିବା

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ପୂର୍ବାହ୍ନରେ ଟାଉନହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଆଇନମନ୍ତ୍ରୀ ପ୍ରତାପ ଜେନା ଏଥିରେ ଅଧ୍ୟକ୍ଷତା କରିବା ସହ ରଥଯାତ୍ରାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ବିଶେଷକରି ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତ, ସ୍ୱାସ୍ଥ୍ୟ ଓ