ରଥଯାତ୍ରାକୁ ଦୃଷ୍ଟିରେ ରଖି ଆସନ୍ତା ଜୁଲାଇ ପହିଲାରୁ ରାଜ୍ୟରେ ହେବାକୁ ଥିବା ବସ୍ ଧର୍ମଘଟକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ସଂଘ ପକ୍ଷରୁ କୁହାଯାଇଛି, ଜୁଲାଇ ୩୧ ପର୍ଯ୍ୟନ୍ତ ବସ୍ ଧର୍ମଘଟ କରାଯିବ ନାହିଁ । ତେବେ ଏହି ସମୟ ମଧ୍ୟରେ
ଦାବି ପୂରଣ ନ ହେଲେ ଅଗଷ୍ଟ ପହିଲାରୁ ଧର୍ମଘଟ କରାଯିବ ।
ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସହ ଦଶ ଦଫା ଦାବି ନେଇ ଆଲୋଚନା ସମୟରେ ଜୁଲାଇ ୧ରେ ରଥଯାତ୍ରା ପଡ଼ୁଥିବାରୁ ଧର୍ମଘଟ ନ କରିବାକୁ ମନ୍ତ୍ରୀ
ପରାମର୍ଶ ଦେଇଥିଲେ ,
Comments are closed, but trackbacks and pingbacks are open.