Sign in
Sign in
Recover your password.
A password will be e-mailed to you.
ମଣିଷ ବିହୀନ ହେଲେ ପୃଥିବୀରେ ହେବ ଏମିତି ଅବସ୍ଥା ଦେଖନ୍ତୁ ଭିଡିଓ
ମଣିଷ ବିହୀନ ହେଲେ ପୃଥିବୀରେ ହେବ ଏମିତି ଅବସ୍ଥା ଦେଖନ୍ତୁ ଭିଡିଓ
ସମୁଦ୍ର ଭିତରେ ଲାଭା ଉଦ୍ଗୀରଣର ବିରଳ ଦୃଶ୍ୟ
ସମୁଦ୍ର ଭିତରେ ଲାଭା ଉଦ୍ଗୀରଣର ବିରଳ ଦୃଶ୍ୟ
image courtesy -www.sciencealert.com/
courtesy science alert
ଲଙ୍କା ଓ ଲେମ୍ବୁ ଓହଳାଇବା ଲକ୍ଷ୍ମୀଙ୍କ ପ୍ରତୀକ: ଏହାର ବିଶ୍ୱାସ ଓ ବିଜ୍ଞାନ
ଲଙ୍କା ଓ ଲେମ୍ବୁ ଓହଳାଇବା ଲକ୍ଷ୍ମୀଙ୍କ ପ୍ରତୀକ: ଏହାର ବିଶ୍ୱାସ ଓ ବିଜ୍ଞାନ
ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଚମକିଲେ ଝିଅ, ଭାରତର ସଞ୍ଜିତା ଛାନୁ ଜିତିଲେ ସ୍ୱର୍ଣ୍ଣ
ଗୋଲ୍ଡକୋଷ୍ଟ । ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଝିଅମାନେ ପୁଣି ଦେଶ ପାଇଁ ସଫଳତା ଆଣିଛନ୍ତି । ମୀରାବାଇ ଛାନୁ ପ୍ରଥମ ସ୍ୱର୍ଣ୍ଣ ଜିତିଥିବା ବେଳେ ସଞ୍ଜିତା ଛାନୁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି । ମୀରା ବାଇ ୮୪ କିଲୋଗ୍ରାମ ସ୍ନାଚରେ ସ୍ୱର୍ଣ୍ଣ ପଦକ…
କୁକୁର କାମୁଡିଲେ ଏବେ ମିଳିବ ଏକ ଲକ୍ଷ ଟଙ୍କା !
ନୂଆଦିଲ୍ଲୀ: କୁକୁର କାମୁଡିଲେ ଏକ ଲକ୍ଷ ଟଙ୍କା ମିଳିବ । ଏ କଥା ପଢିଲା ବେଳକୁ ଟିକିଏ ଅଡୁଆ ଲାଗୁଥିବ । ହେଲେ ଘଟଣାଟା ସତ । ଏହା ଦେଶର ରାଜଧାନୀ ଦିଲ୍ଲୀରେ । ଦିନକୁ ଦିନ ବୁଲା କୁକୁର କାମୁଡା ଘଟଣା ବଢିବାରେ ଲାଗିଛି । ଏହାକୁ ନେଇ ଦିଲ୍ଲୀର ବିଧାନ ସଭାରେ ତୁମ୍ଭୀ ତୋଫାନ ହୋଇଗଲା ।
କୁକୁର…
କେଶ ଝଡ଼ିବା
ସହରମାନଙ୍କରେ ଅଧିକ ପରିମାଣର ବ୍ଲିଚିଂ ମିଶା ପାଣିରେ କେଶ ଧୋଇବା,
ଅଧିକ ଟେନସନ୍, ରାତି ଅନିଦ୍ରା, କେଶ ମୂଳରେ ରୂପି, ବିଭିନ୍ନ ପ୍ରକାର ଶାମ୍ପୋ ଓ ବାସନା ତେଲ ବ୍ୟବହାର କଲେ କେଶ ମାତ୍ରାଧିକ ଝଡ଼ିଥାଏ।
ଗାଁ ଗହଳିଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ଏବେ ଲୋକେ କେଶ ଝଡ଼ିବା ରୋଗରେ…
ରୁଗ୍ଣ କିଡନୀ
କିଡନୀରେ କ୍ୟାଲସିୟମ୍ ଜମିବାରୁ ଷ୍ଟୋନ୍ ବା କିଡନୀ ଅକାମୀ ଅବସ୍ଥା ହୋଇଥାଏ।
ଏଭଳି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ହଳଦୀ ବଟା ୨ଚାମଚ ଲେଖାଏଁ ୨ଥର ଖାଲିପେଟରେ ପିଇବା ଆବଶ୍ୟକ।
ବିଶେଷଜ୍ଞଙ୍କ ପରାମର୍ଶରେ ଏହା ସେବନ କରିବା ନିତାନ୍ତ ଜରୁରୀ।
ନିୟମିତ ପଇଡ଼ ପାଣି ଓ ଲେମ୍ବୁ ପାଣି…
ପେଟ ଫୁଲିବା ଓ ଜଳଉଦରୀ ବା ‘ସିକ୍ସ ଏଫ୍
ଭିନ୍ନ ପ୍ରକାର ରୋଗରୁ ପେଟ ଫୁଲିଥାଏ। ତେବେ ଏହାର ମୁଖ୍ୟତଃ ୬ଟି କାରଣ ରହିଛି। ଏହାକୁ ଡ଼ାକ୍ତରୀ ଭାଷାରେ ‘ସିକ୍ସ ଏଫ୍’ ବୋଲି କୁହାଯାଏ। ଏଗୁଡ଼ିକ ହେଲା, ୧. ଫ୍ଲାଟସ ଗ୍ୟାସ୍ ବା ବାୟୁ ୨. ଫ୍ୟାଟ-ଚର୍ବି-ମୋଟା ହେବା ୩. ଫ୍ଲୁଇଡ଼ -ଜଳୀୟ ପଦାର୍ଥ ଜମିବା-ଜଳଉଦରୀ ୪. ଫିଟ୍ସ-ଗର୍ଭସ୍ଥ ସନ୍ତାନ…
କେଦାର ନାଥରେ ବାୟୁସେନାର ହେଲିକାପ୍ଟର ଦୁର୍ଘଟଣା ହେଲେ ବଞ୍ଚିଗଲେ ସମସ୍ତେ
ନୂଆଦିଲ୍ଲୀ: କେଦାରନାଥ ମନ୍ଦିର ନିକଟରେ ସେନାର ଏକ ଏମ୍ଆଇ-୧୭ ହେଲିକାପ୍ଟରଟି ଖସି ପଡିଛି । ମାତ୍ର ଏଥିରେ ଥିବା ପାଇଲଟଙ୍କ ସହ ସମସ୍ତ ସେନା କର୍ମଚାରୀ ବଞ୍ଚିଯାଇଛନ୍ତି ଷ
କେଦାରନାଥ ମନ୍ଦିର ନିକଟରେ ହେଲିକାପ୍ଟରଟି ଅବତରଣ କରୁଥିଲା । ଏତିକି ବେଳେ ସୁରକ୍ଷ ପାଇଁ ଦିଆଯାଇଥିବା ଲୁହା…