Sign in
Sign in
Recover your password.
A password will be e-mailed to you.
ମଜା କଥା-୧
ଶିକ୍ଷକ : ଇଚ୍ଛା ବଳ ଦୃଢ଼ ଥିଲେ ପଥରରୁ ମଧ୍ୟ ପାଣି ବାହାର କରିହେବ।
ଛାତ୍ର : ସାର୍..ଆମ ଘରେ ତ’ ଲୁହାରୁ ପାଣି ବାହାରୁଛି।
ଶିକ୍ଷକ : କେମିତି?
ଛାତ୍ର : ସାର୍..ସେଇଟା ପରା ଲୁହା ହ୍ୟାଣ୍ଡ ପମ୍ପ।
ସ୍ପଣ୍ଡିଲୋସିସ୍
ଏହି ରୋଗରେ ବେକ, କାନ୍ଧ, ଅଣ୍ଟାଦରଜ ହୁଏ।
ହାତ ଉପରକୁ ଉଠାଇବାକୁ କଷ୍ଟ ଲାଗେ।
ମୁଣ୍ଡ ତଳେ ତକିଆ ଦେଇ ଶୁଅନ୍ତୁ ନାହିଁ।
ମୁଣ୍ଡ ଧୋଇ ନିୟମିତ ସ୍ନାନ କରିବା ମଧ୍ୟ ଅନୁଚିତ।
ସିଝା ଖାଦ୍ୟ ଠିକ୍ ସମୟରେ ଖାଇବା ଆବଶ୍ୟକ।
ଔଷଧ ଖାଇବା ସହ ବିଶେଷଜ୍ଞଙ୍କ ପରାମର୍ଶରେ ପ୍ରସାରଣୀ…
ଭିଭୋ ପକ୍ଷରୁ ଭି-୯ ସ୍ମାର୍ଟଫୋନର ବଜାର ପ୍ରବେଶ
ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଆଜି ଏହାର ଫ୍ଲାଗସିପ୍ ଡୁଆଲ୍ କ୍ୟାମେରା ସ୍ମାର୍ଟଫୋନ୍ ଭି-୯ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ ୧୬ ଏମ୍ପି ଏବଂ ୫ ଏମ୍ପି ପଛ କ୍ୟାମେରା ସହିତ ୨୪ ଏମ୍ପି ସେଲଫି କ୍ୟାମେରା ରହିଛି। ଏହା ସହିତ ଏଥିରେ ଅତୁଳନୀୟ ୧୯:୯…
ଶ୍ରୀରାମ ନବମୀରେ ଭଗବାନଙ୍କ ଏହି ମନ୍ତ୍ର ଜପ କରନ୍ତୁ, ଶାନ୍ତି ମିଳିବ, ସଂକଟ ଦୂର ହେବ
ଆଜି ହେଉଛି ପବିତ୍ର ଶ୍ରୀରାମ ନବମୀ, ମର୍ଯ୍ଯାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଶୁଭ ଜନ୍ମ ଦିନ ତ୍ରେତୟା ଯୁଗରେ ତୈତ୍ର ଶୁକଳ ନବମୀରେ ସ୍ବୟଂ ନର୍ିଗୁଣ ବ୍ରହ୍ମ ଶ୍ରୀରାମ ରୂପରେ ପ୍ରକଟ ହୋଇଥିଲେ ସନାତନ ଧର୍ମରେ କେତୋଟି ଅତି ଗୁରୁତ୍ବପୂର୍ଣ୍ଣ ପର୍ବ ମଧ୍ୟରୁ ଗୋଟିଏ ବିଶ୍ବାସ ଅଛି ଆଜିର…
କିଡନୀ ଷ୍ଟୋନର ଘରୋଇ ଉପଚାର
କିଡନୀରେ କ୍ୟାଲସିୟମ୍ ଜମିବାରୁ ଷ୍ଟୋନ୍ ବା କିଡନୀ ଅକାମୀ ଅବସ୍ଥା ହୋଇଥାଏ।
ଏଭଳି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ହଳଦୀ ବଟା ୨ଚାମଚ ଲେଖାଏଁ ୨ଥର ଖାଲିପେଟରେ ପିଇବା ଆବଶ୍ୟକ।
ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶରେ ଏହା ସେବନ କରିବା ନିତାନ୍ତ ଜରୁରୀ।
ନିୟମିତ ପଇଡ଼ ପାଣି ଓ ଲେମ୍ବୁ…
ମହିଳାଙ୍କ ପାଇଁ ସାନିଟାରୀ ନାପକିନ ଯୋଜନା ଆରମ୍ଭ କଲେ କେନ୍ଦ୍ର ସରକାର
ସରକାର ପ୍ରଧାନମନ୍ତ୍ରୀ ଭାରତୀୟ ଜନ-ଔଷଧି ପରିଯୋଜନା ଅଧୀନରେ 2.50 କୋଟିର ଶତକଡା 100 ପ୍ରତିଶତ ଅକ୍ସୋ-ବାୟୋଡିଗ୍ରେଡେବୁଲ ସାନିଟାରୀ ନାପକିନ ସୁବିଧାର ଶୁଭାରମ୍ଭ କଲେ
• ଭାରତର ବଞ୍ଚିତ ମହିଳାମାନଙ୍କ ପାଇଁ ଏହି ଉତ୍ପାଦ ‘ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଏବଂ ସୁବିଧା’ ଆଦି ସୁନିଶ୍ଚିତ କରିବ: ଶ୍ରୀ…
ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ଶରୀରକୁ କରାଯାଇ ପାରିବ ସୁନ୍ଦର, ଭାଗ-୧
ଓଜନ କମ୍ କରିବା: ଏହି ପଦ୍ଧତି ସାହାଯ୍ୟରେ ଅତ୍ୟଧିକ ମୋଟା ହୋଇଥିବା ଲୋକଙ୍କୁ ପତଳା କରିବା ପାଇଁ ସେମାନଙ୍କ ଶରୀରରୁ ଅନାବଶ୍ୟକ ଚର୍ବିକୁ ମେସିନ୍ ସାହାଯ୍ୟରେ ମଧ୍ୟ କଢ଼ାଯାଏ।
ଅନାବଶ୍ୟକ କେଶ ସମସ୍ୟା: ଶରୀରରେ ହରମୋନ୍ର ପରିମାଣ ଅନୁସାରେ କେତେକ ମହିଳା ଏବଂ ପୁରୁଷଙ୍କ ଶରୀରରେ…
ଚକଲେଟ ଖାଇବାର ଭଲ ଓ ଖରାପ ପ୍ରଭାବ
ଅଧିକାଂଶ ଲୋକ ଚକଲେଟ ଖାଇବା ପାଇଁ ପସନ୍ଦ କରନ୍ତି । ୧୦୦ ଜଣରେ ୬୬ ଜଣ ଚକଲେଟ ଖାଇବା ପାଇଁ ପସନ୍ଦ କରିଥାଆନ୍ତି । ମାତ୍ର ପ୍ରତିଦିନ ଚକଲେଟ ଖାଇବା ଶରୀର ପ୍ରତି କ୍ଷତି କାରକ । ଅଧିକ ପରିମାଣର ଚକଲେଟ ଖାଇଲେ ଏସିଡିଟି ବା ଅମ୍ଳ ଦୋଷ ହୋଇଥାଏ । ମାତ୍ର ଅଳ୍ପ ପରିମାଣ ଚକଲେଟ ଖାଇବା ଦ୍ୱାରା…
ଦିନ- ବୁଧବାର , ମୀନ୭ ଦିନ ଚୈତ୍ର ୨୦ ଦିନ,ଘାତବାର- କର୍କଟ ରାଶି ଘାତଚନ୍ଦ୍ର – ମେଷ ରାଶି ,
ଦିନ- ବୁଧବାର , ମୀନ୭ ଦିନ ଚୈତ୍ର ୨୦ ଦିନ
ତାରିଖ- (ଦିନାଙ୍କ)- ମାର୍ଚ୍ଚ ୨୧,୨୦୧୮ ବିକ୍ରମ ସମ୍ବତ -୨୦୭୫ ଶକ ସମ୍ବତ-୧୯୩୯
ସୂର୍ଯ୍ୟୋଦୟ- ୦୫-୫୩-୪୫ ସୂର୍ଯ୍ୟାସ୍ତ-୫-୫୪-୦୮
ତିଥି- ଶୁକ୍ଳ ଚତୁର୍ଥୀ ଦିନ ୩-୩୦ ନକ୍ଷତ୍ର- ରାତି…
ରବିବାର ହିନ୍ଦୁ ନବ ବର୍ଷ, ବାସନ୍ତୀକ ନବରାତ୍ର ଆରମ୍ଭ
ରବିବାର ହିନ୍ଦୁ ନବ ବର୍ଷ, ବାସନ୍ତୀକ ନବରାତ୍ର ଆରମ୍ଭ
ଦିନ- ରବିବାର , ମୀନ୪ ଦିନ ଚୈତ୍ର ୧୭୬ ଦିନ
ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୮,୨୦୧୮ ବିକ୍ରମ ସମ୍ବତ -୨୦୭୫ ଶକ ସମ୍ବତ-୧୯୩୯
ସୂର୍ଯ୍ୟୋଦୟ- ୦୫-୫୬-୧୧ ସୂର୍ଯ୍ୟାସ୍ତ-୫-୫୨-୧୯…