Sign in
Sign in
Recover your password.
A password will be e-mailed to you.
ଭୋଜନ ପରେ ଏ ସବୁ କରନ୍ତୁ ଭଲ ହଜମ ହେବ, ଏସିଡିଟି ହେବ ନାହିଁ
ଆପଣଙ୍କର ହଜମ ଜନିତ ଅସୁବିଧା ଥିଲେ ଖାଇସାରିବା ପରେ ସାମାନ୍ୟ ଜୀରା ଚୋବାଇ ଗିଳି ଦେବା ପରେ ପାଣି ପିଇଦିଅନ୍ତୁ।
-ଖାଇ ସାରିବା ପରେ ଦହି ଖାଇବା ଦ୍ୱାରା ମଧ୍ୟ ଭଲ ହଜମ ହୋଇଥାଏ।
-ଦହି କିମ୍ବା ଜିରା ନ ଖାଇବାର ଥିଲେ ଆପଣ ତା’ର ବିକଳ୍ପରେ ଅଦା ଓ ଲେମ୍ବୁ ରସକୁ ମିଶ୍ରଣ କରି ଗୋଟାଏ…
ପାଞ୍ଜିରେ ଆଜି ମଙ୍ଗଳବାର ,କୁମ୍ଭ ୨୯ ଦିନ ଚୈତ୍ର ୧୨ ଦିନ
ଦିନ- ମଙ୍ଗଳବାର ,କୁମ୍ଭ ୨୯ ଦିନ ଚୈତ୍ର ୧୨ ଦିନ
ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୩,୨୦୧୮ ବିକ୍ରମ ସମ୍ବତ -୨୦୭୪ ଶକ ସମ୍ବତ-୧୯୩୯
ସୂର୍ଯ୍ୟୋଦୟ- ୦୬-୦୦-୩୪ ସୂର୍ଯ୍ୟାସ୍ତ-୫-୫୧-୪୮
ତିଥି- କୃଷ୍ଣ ଏକାଦଶୀ ନକ୍ଷତ୍ର- …
ଥଣ୍ଡାର ପାଣି ସ୍ୱାସ୍ଥ୍ୟ ଉପରେ ରହିଛି କୁ ପ୍ରଭାବ ଜାଣନ୍ତୁ
ଥଣ୍ଡାପାଣି ପିଇବା ପାଇଁ ଅନେକ ଲୋକ ଭଲ ପାଇଥାଆନ୍ତି। ହେଲେ ସବୁବେଳେ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖରାପ। କେବଳ ଥଣ୍ଡା ସର୍ଦ୍ଦି ନୁହେଁ ଏହା ଶରୀର ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ। ଖାଦ୍ୟ ଖାଇବା ପରେ ଥଣ୍ଡାପାଣି ପିଇବା ଅଧିକ ଖରାପ। ଏପରି କରିବା ଦ୍ୱାର ଖାଦ୍ୟରେ ଥିବା ତୈଳ…
ସୋମବାର ଶୁଭବାର, ମାର୍ଚ୍ଚ ୧୨ ଜାଣନ୍ତୁ ଶୁଭ ଓ ଅଶୁଭ ସମୟ
ଦିନ- ସୋମବାର ,କୁମ୍ଭ ୨୮ ଦିନ ଚୈତ୍ର ୧୧ ଦିନ
ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୨,୨୦୧୮ ବିକ୍ରମ ସମ୍ବତ -୨୦୭୪ ଶକ ସମ୍ବତ-୧୯୩୯
ସୂର୍ଯ୍ୟୋଦୟ- ୦୬-୦୧-୨୪ ସୂର୍ଯ୍ୟାସ୍ତ-୫-୫୧-୩୦
ତିଥି- କୃଷ୍ଣ ଦଶମୀ ନକ୍ଷତ୍ର- ଦିନ୧୦/୧୭…
ଜନ-ଔଷଧି ପରିଯୋଜନାରେ ୧୦୦ ପ୍ରତିଶତ ଅକ୍ସୋ-ବାୟୋଡିଗ୍ରେଡେବୁଲ ସାନିଟାରୀ ନାପକିନ ସୁବିଧାର ଶୁଭାରମ୍ଭ
ନୂଆଦିଲ୍ଲୀ:କେନ୍ଦ୍ରୀୟ ରସାୟନ ଓ ଉର୍ବରକ ଏବଂ ସଂସଦୀୟ ମନ୍ତ୍ରୀ ଶ୍ରୀ ଅନନ୍ତ କୁମାର ଆଜି ଏଠାରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ-ଔଷଧି ପରିଯୋଜନା (PMBJP) ଅନ୍ତର୍ଗତ ଶତକଡା ୧୦୦ ପ୍ରତିଶତ ଅକ୍ସୋ-ବାୟୋଡିଗ୍ରେଡେବୁଲ ସାନିଟାରୀ ନାପକିନ ସୁବିଧା ଶୁଭାରମ୍ଭର ଘୋଷଣା କରିଛନ୍ତି । ଏହି ସୁଲଭ…
ମହିଳାମାନଙ୍କ ପାଇଁ ଶୁଭାରମ୍ଭ ହେଲା ଉଦ୍ୟମ ଶକ୍ତି ପୋର୍ଟାଲ
ନୂଆଦିଲ୍ଲୀ:ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ମହିଳା ଉଦ୍ୟୋଗୀମାନଙ୍କ ସକାଶେ ଏକ ପୋର୍ଟାଲ୍ (www.udyamsakhi.org)ର ଶୁଭାରମ୍ଭ କରାଯାଇଛି । ଏମଏସଏମଇ (ସ୍ୱାଧୀନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ ଗିରିରାଜ…
10,000 ବୈଦ୍ୟୁତିକ କାର କ୍ରୟ କରିବା ପାଇଁ ଟେଣ୍ଡର ଆହ୍ୱାନ କରିବ ଇଇଏସଏଲ
ନୂଆଦିଲ୍ଲୀ: କେନ୍ଦ୍ର ଶକ୍ତି ଓ ନୂତନ ଏବଂ ଅକ୍ଷୟ ଉର୍ଜା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଆର କେ ସିଂ ଆଜି ଜାତୀୟ ଇ-ମୋବିଲିଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସମଗ୍ର ଇ-ମୋବିଲିଟି ପରିସ୍ଥାନକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏଥିରେ ସାମିଲ…
ରାଷ୍ଟ୍ରପତିଙ୍କୁ ଭେଟିଲେ କୋରିଆ ସଂସଦୀୟ ପ୍ରତିନିଧିମଣ୍ଡଳ
ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା କୋରିଆ ସାଧାରଣତନ୍ତ୍ରର ଏକ ପ୍ରତିନିଧିମଣ୍ଡଳ ଆଜି (ମାର୍ଚ୍ଚ 08, 2018) ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିଲେ କୋରିଆ ଜାତୀୟ ସଂସଦର ବାଚସ୍ପତି ଶ୍ରୀ…
ସୋମବାରରେ ବାରଣାସୀଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କୁ ସ୍ଵାଗତ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସକାଳେ ବାରଣାସୀଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କୁ ସ୍ଵାଗତ କରିବେ ।
ଉଭୟ ନେତା ଏହାପରେ ମିର୍ଜାପୁର ଅଭିମୁଖେ ଯାତ୍ରା କରିବେ । ବାରଣାସୀ ଫେରିବା ପୂର୍ବରୁ ସେଠାରେ ସେମାନେ ଏକ ସୌରଶକ୍ତି କେନ୍ଦ୍ର ଉଦ୍ଘାଟନ କରିବେ ।…
ଦିଲ୍ଲୀରେ ସୌର ମେଣ୍ଟର ପ୍ରତିଷ୍ଠା ସମ୍ମିଳନୀ , ୬୧ଟି ଦେଶଙ୍କର ଅଂଶ ଗ୍ରହଣ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଭିଭାଷଣ
ମୁଁ ଦିଲ୍ଲୀରେ ଅନ୍ତର୍ଜାତୀୟ ସୌର ମେଣ୍ଟର ପ୍ରତିଷ୍ଠା ସମ୍ମିଳନୀରେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି ।
ଆଜି ଏହି ଐତିହାସିକ ଦିବସର ମଞ୍ଜି ନଭେମ୍ବର 2015ରେ ପ୍ୟାରିସରେ 21ତମ କନଫରେନ୍ସ ଅଫ ପାର୍ଟିଜ ସମୟରେ…