Sign in
Sign in
Recover your password.
A password will be e-mailed to you.
ବିଜେପିରେ ଯୋଗଦେବେ ସିନେ ତାରକା ମହେଶ୍ୱତା
ଭୁବନେଶ୍ଵର: ବିଜେପିରେ ମିଶିବେ ଓଲିଉଡ୍ ଅଭିନେତ୍ରୀ ମହାଶ୍ୱେତା ରାୟ। ଶନିବାର ଭୁବନେଶ୍ୱରରେ ସେ ବିଜେପିରେ ଯୋଗ ଦେବେ। ଆଜି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ମିହିର ଦାସ ଓ ଅନୁ ଚୌଧୁରୀ ବିଜେପିରେ ମିଶିଥିଲେ। ପିଙ୍କି ପ୍ରଧାନ ଓ ଶ୍ରୀତମ ଦାସ ମଧ୍ୟ…
ସାଂସଦ ଏ.ଭି. ସ୍ୱାମୀ ଆହତ
ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ଏ ଭି ସ୍ୱାମୀ ଭାରସାମ୍ୟ ହରାଇ ଗୃହ ମଧ୍ୟରେ ପଡ଼ିଯିବାରୁ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟି ରକ୍ତ ବୋହିବା ସହ ଡାହାଣ ହାତରେ ଆଘାତ ଲାଗିଛି। ସ୍ଥାନୀୟ ରାମ ମନୋହର ଲୋହିଆ ହସପିଟାଲ ମେଡିସିନ ବିଭାଗର ଆଇସିୟୁରେ ଏବେ ଚିକିତ୍ସାଧିନ ଅଛନ୍ତି। ତାଙ୍କ…
ସ୍ମାଟର୍ଫୋନ୍ ବ୍ୟବହାର କରୁଥିଲେ !
ସ୍ମାଟର୍ଫୋନ୍ ବ୍ୟବହାର କରୁଥିଲେ !
ଯୁଗ ଅନୁସାରେ ତାଳ ଦେଇ ଆଗକୁ ବଢ଼ୁଥିବା ଲୋକେ ସ୍ମାର୍ଟଫୋନକୁ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ମନେକରୁଛନ୍ତି। ଯଦିଓ ଆଜିର ସମୟରେ ଏହାର ଉପଯୋଗରେ ବିଭିନ୍ନ ସୁବିଧା ଉପଲବ୍ଧ ହେଉଛି, ତେବେ କେତୋଟି ଦିଗ ପ୍ରତି ବେଶ୍ ଧ୍ୟାନ ଦେବା ଜରୁରୀ। ଫୋନକୁ…
ହିରୋର ନୂଆ ୨୦୦ ସିସି ବାଇକ୍, ପଲ୍ସର ଓ ଆପାଚିକୁ ଦେବ ଟକ୍କର !
ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ହିରୋ ମୋଟକର୍ପ ଅଟୋ ଏକ୍ସପୋ ପୂର୍ବରୁ ନୂଆ ବାଇକ୍ର ବଜାର ପ୍ରବେଶ କରିଛି । ଏହି ନୂଆ ବାଇକ୍ ଏକ୍ସଟ୍ରିମ୍ ୨୦୦ଆର୍ର ଷ୍ଟାଇଲିସ୍ ଲୁକ୍ ରହିଛି । ପୂର୍ବରୁ କମ୍ପାନୀ ୨୦୧୬ରେ ଏକ୍ସଟ୍ରିମ୍ ୨୦୦ ଏସ୍ ମଡେଲ ବଜାରକୁ…
ନବ ନିଯୁକ୍ତ ରାଜ୍ୟ ନିର୍ବାଚନ କମିସନର ନବ କୁମାର ନାୟକଙ୍କ ନିଯୁକ୍ତି ମାମଲା, ହାଇକୋର୍ଟରେ ଶୁଣାଣି ୧୫ରେ
କଟକ : ନବ ନିଯୁକ୍ତ ରାଜ୍ୟ ନିର୍ବାଚନ କମିସନର ନବ କୁମାର ନାୟକଙ୍କ ନିଯୁକ୍ତି ରଦ୍ଦ ପାଇଁ ଦାୟର ମାମଲାର ଶୁଣାଣି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଫେବ୍ରୁଆରି ୧୫ରେ ହେବ। ଆଜି ଜଷ୍ଟିସ ଏସ୍.ସି.ପରିଜା ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା।…
ଅଦାର ଉପକାରିତା
ଭାରତୀୟଙ୍କ ରୋଷେଇ ଘରେ ଅଦା ଏକ ପ୍ରମୁଖ ଦ୍ରବ୍ୟ। ବିନା ଅଦାରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବା ଚିନ୍ତା କରାଯାଇ ନ ପାରେ। କେବଳ ରୋଷେଇ ଲାଗି ଅଦା ବ୍ୟବହାର ହୋଇ ନ ଥାଏ। ଔଷଧୀୟ ଗୁଣ ଲାଗି ବହୁଳ ଭାବେ ବ୍ୟବହାର କରାଯାଇଥାଏ। ଏଥିରେ ଥିବା ମିଟାମିନ୍ ‘ସି’ ଓ ‘ବି-୬’ ପୁରୁଣା ଘା’, ପୋଡା…
ଭଲ ନିଦ ପାଇଁ ଆପଣାନ୍ତୁ ଏହି ଉପାୟ
ଭୁବନେଶ୍ୱର: ଆଡମ୍ୱରପୂର୍ଣ୍ଣ ଜୀବନଶୈଳୀ ମଣିଷ ଶରୀରକୁ ଦିନକୁ ଦିନ ରୋଗାକ୍ରାନ୍ତ କରି ପକାଉଛି। ଦୈନନ୍ଦିନ ଜୀବନରେ ଆମେ ଗ୍ରହଣ କରୁଥିବା ଖାଦ୍ୟପ୍ରେୟ ହେଉ କି ଚାପଗ୍ରସ୍ତ ହୋଇ କାର୍ଯ୍ୟ କରିବା ଯୋଗୁଁ ମାନସିକ ଭାବେ ଆମେ ଦୁର୍ବଳ ହେବାରେ ଲାଗୁଛି। ଫଳରେ ଆମେ ଅନିଦ୍ରା ସମସ୍ୟାର ଶିକାର…
ରିଭର୍ସ ଗିୟରରେ ଚାଲିବ ସ୍କୁଟର, ମୋବାଇଲ୍ ଆପ୍ ବିନା ପେଟ୍ରୋଲରେ ବ୍ୟାଟେରିରେ ଚାଲିବ ୮୦ କିମି
ରିଭର୍ସ ଗିୟରରେ ଚାଲିବ ସ୍କୁଟର। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। କାରଣ ଏବେ ପର୍ଯ୍ୟନ୍ତ କୌଣସି ଦୁଇ ଚକିଆ ଯାନରେ ଏପରି ସୁବିଧା ଉପଲବ୍ଧ ନାହିଁ। କେବଳ ଚାରି ଚକିଆ କିମ୍ବା ତା’ଠାରୁ ବଡ଼ ଗାଡ଼ିରେ ଏପରି ସୁବିଧା ଥାଏ। ତେବେ ରିଭର୍ସ ଗିୟର ସୁବିଧା ଥିବା ଏକ ଦୁଇଚକିଆ ଯାନ ଖୁବ…
ଭାରତର ପ୍ରତିରକ୍ଷାରେ ଆଧୁନିକୀକରଣର ଆବଶ୍ୟକତା ଅଛି!
ଭାରତୀୟ ପ୍ରତିରକ୍ଷା ବିଭାଗର ସ୍ଥଳସେନା, ବାୟୁସେନା ଓ ନୌସେନାର ଆଧୁନିକତାର ଆବଶ୍ୟକତା ରହିଛି। ସ୍ଥଳସେନାରେ ୧୨ ଶହ ଚପର ବିମାନର ଆବଶ୍ୟକତା ରହିଛି। ଏହା ସହିତ ୪୮୪ ହାଲକା ହେଲିକପ୍ଟର ଓ ୧୪୭ ଆଣ୍ଟି-ସବମେରାଇନ୍ ଓ୍ବାରପ୍ରୁଫ ଚପର ସ୍ଥଳସେନାରେ ସାମିଲ ହେବାର ସମ୍ଭାବନା ରହିଛି। ସେହିପରି…