ପାଞ୍ଜିରେ ଆଜି ମଙ୍ଗଳବାର ,କୁମ୍ଭ ୨୯ ଦିନ ଚୈତ୍ର ୧୨ ଦିନ
ଦିନ- ମଙ୍ଗଳବାର ,କୁମ୍ଭ ୨୯ ଦିନ ଚୈତ୍ର ୧୨ ଦିନ
ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୩,୨୦୧୮ ବିକ୍ରମ ସମ୍ବତ –୨୦୭୪ ଶକ ସମ୍ବତ-୧୯୩୯
ସୂର୍ଯ୍ୟୋଦୟ- ୦୬-୦୦-୩୪ ସୂର୍ଯ୍ୟାସ୍ତ-୫-୫୧-୪୮
ତିଥି- କୃଷ୍ଣ ଏକାଦଶୀ ନକ୍ଷତ୍ର- ଦିନ୧୦/୪୦ଉତ୍ତରଷାଢ଼ା ମକର ଚନ୍ଦ୍ର ଅହୋରାତ୍ର
ଘାତବାର- ମକର ରାଶି ଘାତଚନ୍ଦ୍ର -ସିଂହ ରାଶି, ଚନ୍ଦ୍ରଶୁଦ୍ଧି-ମେଷ, କର୍କଟ, ସିଂହ, ତୁଳା, ବିଛା,ମକର,କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି
ସାମ୍ବତ୍ସରିକ ଶ୍ରାଦ୍ଧ-ଏକାଦଶୀ ତିଥିର ଏକୋଦ୍ଦିଷ୍ଟ
ଯୋଗୀନି ସ୍ଥିତି- ଆଗ୍ନେୟରେ ଦିନ ୧/୪୦ ପରେ ନୈଋତ
ଶୁଭ କର୍ମ- ନାହିଁ
ଶୁଭ ବେଳା- ଅମୃତ ବେଳା- ଦିନ ୮ଟା ୧୯ରୁ,ଦିନ ୧୦-୪୨ ୧-୦୬ରୁ ୨/୪୨,୩-୩୦ରୁ୫-୦୫, ଅସ୍ତରୁରାତି ୬ଟା ୪୧ରୁ ୯ଟା ୦୫ ରାତି ୧୧-୩୦, ୧-୫୪ରୁ ୩-୩୦
ମାହେନ୍ଦ୍ର ବେଳା-ଶୁଭ-
ଅଶୁଭ ବେଳା-ଦିନ ୭ଟା ୩୩ରୁ ୮ଟା ୧୮
ପୁଷ୍କରଦୋଷ- ଦିନ ୧-୪୦ ପରେ ଏକପାଦ