ODIA FOOD ଲାଇଫଷ୍ଟାଇଲସତ-ମିଛ ଭୋଜନ ପରେ ଏ ସବୁ କରନ୍ତୁ ଭଲ ହଜମ ହେବ, ଏସିଡିଟି ହେବ ନାହିଁ By odishanext Last updated Mar 13, 2018 0 538 Share ଆପଣଙ୍କର ହଜମ ଜନିତ ଅସୁବିଧା ଥିଲେ ଖାଇସାରିବା ପରେ ସାମାନ୍ୟ ଜୀରା ଚୋବାଇ ଗିଳି ଦେବା ପରେ ପାଣି ପିଇଦିଅନ୍ତୁ। –ଖାଇ ସାରିବା ପରେ ଦହି ଖାଇବା ଦ୍ୱାରା ମଧ୍ୟ ଭଲ ହଜମ ହୋଇଥାଏ। –ଦହି କିମ୍ବା ଜିରା ନ ଖାଇବାର ଥିଲେ ଆପଣ ତା’ର ବିକଳ୍ପରେ ଅଦା ଓ ଲେମ୍ବୁ ରସକୁ ମିଶ୍ରଣ କରି ଗୋଟାଏ ଚାମୁଚ ଖାଇଲେ ମଧ୍ୟ ସମାନ ଉପକାର ମିଳିଥାଏ। –ଜଲଜୀରା, ହାଜ୍ମୋଲା ଏବଂ ଜୁଆଣି ମଧ୍ୟ ହଜମ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। –ଖାଇବା ପରେ ତ୍ରିଫଳା(ହରିଡ଼ା, ବାହାଡା, ଅଁଳା) ଖାଇବା ଅତ୍ୟନ୍ତ ଲାଭପ୍ରଦ। DO AFTER EATINGODIA FOOD 0 538 Share