ଭୋଜନ ପରେ ଏ ସବୁ କରନ୍ତୁ ଭଲ ହଜମ ହେବ, ଏସିଡିଟି ହେବ ନାହିଁ
ଆପଣଙ୍କର ହଜମ ଜନିତ ଅସୁବିଧା ଥିଲେ ଖାଇସାରିବା ପରେ ସାମାନ୍ୟ ଜୀରା ଚୋବାଇ ଗିଳି ଦେବା ପରେ ପାଣି ପିଇଦିଅନ୍ତୁ।
-ଖାଇ ସାରିବା ପରେ ଦହି ଖାଇବା ଦ୍ୱାରା ମଧ୍ୟ ଭଲ ହଜମ ହୋଇଥାଏ।
-ଦହି କିମ୍ବା ଜିରା ନ ଖାଇବାର ଥିଲେ ଆପଣ ତା’ର ବିକଳ୍ପରେ ଅଦା ଓ ଲେମ୍ବୁ ରସକୁ ମିଶ୍ରଣ କରି ଗୋଟାଏ…