ବୁଧବାର ଜୟା ଦ୍ୱାଦଶୀ, କୁମ୍ଭ ୩୦ ଦିନ ଚୈତ୍ର ୧୩ ଦିନ
ବୁଧବାର ଜୟା ଦ୍ୱାଦଶୀ, କୁମ୍ଭ ୩୦ ଦିନ ଚୈତ୍ର ୧୩ ଦିନ
ଦିନ- ବୁଧବାର ,କୁମ୍ଭ ୩୦ ଦିନ ଚୈତ୍ର ୧୩ ଦିନ
ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୪,୨୦୧୮ ବିକ୍ରମ ସମ୍ବତ –୨୦୭୪ ଶକ ସମ୍ବତ-୧୯୩୯
ସୂର୍ଯ୍ୟୋଦୟ- ୦୫-୫୯-୪୪ ସୂର୍ଯ୍ୟାସ୍ତ-୫-୫୨-୦୬
ତିଥି- କୃଷ୍ଣ ଦ୍ୱାଦଶୀ ନକ୍ଷତ୍ର- ଦିନ ୩/୪ ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ରାତ୍ରୀ ୪/୪୮
ଘାତବାର- କର୍କଟ ରାଶି ଘାତଚନ୍ଦ୍ର -ସିଂହ ରାଶି ଗତ ଦିବସ ରାତ୍ର ୪/୪୮, ଚନ୍ଦ୍ରଶୁଦ୍ଧି-ମେଷ,ବୃଷ, ସିଂହ,କନ୍ୟା, ତୁଳା, ବିଛାଧନୁ,,କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି
ସାମ୍ବତ୍ସରିକ ଶ୍ରାଦ୍ଧ-ଦ୍ୱାଦଶୀ ତିଥିର ପାର୍ବଣ
ଯୋଗୀନି ସ୍ଥିତି- ନୈଋତରେରେ ଦିନ ୩/୪୧ ପରେ ଦକ୍ଷିଣ ଯାତ୍ରା ନିଷେଧ
ଶୁଭ କର୍ମ- ନାହିଁ
ଶୁଭ ବେଳା- ଅମୃତ ବେଳା- ପ୍ରାତଃରୁ ଦିନ ୭ଟା ୩୧ ମଧ୍ୟେ,ଦିନ ୯-୫୪ରୁ ୧୧-୩୦,୩-୩୦ରୁ୫-୦୫, ଅସ୍ତରୁରାତି ୬ଟା ୪୧ରୁ ୯ଟା ୦୫ ରାତି ୧୧-୩୦, ୧-୫୪ରୁ ୫-୫୪
ମାହେନ୍ଦ୍ର ବେଳା-ଶୁଭ- ଦିନ ୧ୟ୫୪ରୁ ୩-୨୯ ରାତି ୯-୦୫ରୁ୧୦-୪୧
ଅଶୁଭ ବେଳା-ଦିନ ୮ଟା ୫୪ରୁ ୯ଟା ୫୩
ପୁଷ୍କରଦୋଷ- ଦିନ ୩-୪୧ ମଧ୍ୟରେ ଏକପାଦ
ଶୁଭ କର୍ମ- ବିବାହ ପାଣିଗ୍ରହଣ, ନାମ କରଣ, ନିଷ୍କ୍ରମଣ, ଅନ୍ନ ପ୍ରାଶନ, ଚୂଡା କରଣ, ବାଣିଜ୍ୟ ଆରମ୍ଭ, ଗୃହାରମ୍ଭ, ନବାନ୍ନ ଭକ୍ଷଣ