ଦିନ- ବୁଧବାର  , ମୀନ୭ ଦିନ ଚୈତ୍ର ୨୦ ଦିନ,ଘାତବାର-  କର୍କଟ ରାଶି      ଘାତଚନ୍ଦ୍ର    –  ମେଷ ରାଶି ,

0 511

ଦିନ- ବୁଧବାର  , ମୀନ୭ ଦିନ ଚୈତ୍ର ୨୦ ଦିନ

ତାରିଖ- (ଦିନାଙ୍କ)- ମାର୍ଚ୍ଚ ୨୧,୨୦୧୮     ବିକ୍ରମ ସମ୍ବତ         ୨୦୭୫ ଶକ ସମ୍ବତ-୧୯୩୯

ସୂର୍ଯ୍ୟୋଦୟ- ୦୫-୫୩-୪୫    ସୂର୍ଯ୍ୟାସ୍ତ-୫-୫୪-୦୮                              

ତିଥି-  ଶୁକ୍ଳ ଚତୁର୍ଥୀ ଦିନ ୩-୩୦   ନକ୍ଷତ୍ର- ରାତି ୭/୩୯ ଦ୍ୱିଜା ନକ୍ଷତ୍ର, ମେଷ ଚନ୍ଦ୍ର  ରାତ୍ର ୧/୨୯

ଘାତବାର-  କର୍କଟ ରାଶି      ଘାତଚନ୍ଦ୍ର     ମେଷ ରାଶି ,

ଚନ୍ଦ୍ରଶୁଦ୍ଧି-ବୃଷ,ମିଥୁନ, କର୍କଟ,ସିଂହ, କନ୍ୟା, ତୁଳା, ବିଛା,ମକର, ,ମୀନ ରାଶିର ଚନ୍ଦ୍ରଶୁଦ୍ଧି      

                                                         

ସାମ୍ବତ୍ସରିକ ଶ୍ରାଦ୍ଧ-ଚତୁର୍ଥୀ  ତିଥିର ଏକୋଦିଷ୍ଟ ଓ ପଞ୍ଚମୀ ତିଥିର ପାର୍ବଣ

ଯୋଗୀନି ସ୍ଥିତି-  ନୈଋତ   ଦିନ ୩-୩୦ ପରେ ଦକ୍ଷିଣରେ, ଯାତ୍ରା ନିଷେଧ

ଶୁଭ କର୍ମ-  ନୌକା ଗଠନ, ଧାନ୍ୟ ଛେଦନ, ବାଣିଜ୍ୟ କରଣ

 

ଶୁଭ ବେଳା-    ଅମୃତ ବେଳା-ଦିନ ୯-୧୫ରୁ ଦିନ ୧୧-୨୮ ,ଦିନ ୩-୩୦ରୁ ୫-୦୬

ମାହେନ୍ଦ୍ର ବେଳା-ଶୁଭ- ଦିନ  ୧-୫୩ରୁ ୩-୩୦ ରାତି ୯-୦୫ରୁ ୧୦-୪୦

ଅଶୁଭ ବେଳା-  ଦିନ ୮-୫୦ରୁ ଦିନ ୯-୫୦, ଦିନ ୧୧-୫୨ରୁ ୧-୨୩

 ପୁଷ୍କରଦୋଷ-  ରାତି ୭-୩୯ ପରେ ଏକ ପାଦ

Leave A Reply