ମଜା କଥା-୧

0 483

ଶିକ୍ଷକ : ଇଚ୍ଛା ବଳ ଦୃଢ଼ ଥିଲେ ପଥରରୁ ମଧ୍ୟ ପାଣି ବାହାର କରିହେବ।

ଛାତ୍ର : ସାର୍..ଆମ ଘରେ ତ’ ଲୁହାରୁ ପାଣି ବାହାରୁଛି।

ଶିକ୍ଷକ : କେମିତି?

ଛାତ୍ର : ସାର୍..ସେଇଟା ପରା ଲୁହା ହ୍ୟାଣ୍ଡ ପମ୍ପ।

Leave A Reply