ରୁଗ୍ଣ କିଡନୀ
କିଡନୀରେ କ୍ୟାଲସିୟମ୍ ଜମିବାରୁ ଷ୍ଟୋନ୍ ବା କିଡନୀ ଅକାମୀ ଅବସ୍ଥା ହୋଇଥାଏ।
ଏଭଳି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ହଳଦୀ ବଟା ୨ଚାମଚ ଲେଖାଏଁ ୨ଥର ଖାଲିପେଟରେ ପିଇବା ଆବଶ୍ୟକ।
ବିଶେଷଜ୍ଞଙ୍କ ପରାମର୍ଶରେ ଏହା ସେବନ କରିବା ନିତାନ୍ତ ଜରୁରୀ।
ନିୟମିତ ପଇଡ଼ ପାଣି ଓ ଲେମ୍ବୁ ପାଣି ପିଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଉପକାରୀ। ଏଥିରେ ଥିବା ଇଲେକ୍ଟୋଲାଇଟସ୍ ଗୁଣର ଉତ୍ତମ ପ୍ରଭାବ ବୃକକ୍ ଉପରେ ପଡ଼େ।
ସବୁଜ ପନିପରିବା ପ୍ରତ୍ୟହ ଭୋଜନରେ ଖାଇବା ଉଚିତ