Sign in
Sign in
Recover your password.
A password will be e-mailed to you.
ମୃଦୁପାନୀୟ ଆମ ଶରୀର ପାଇଁ କେତେ କ୍ଷତିକାରକ, ଜାଣନ୍ତୁ
ଆଜିକାଲି ଆମେ ସୋଡା ପାନୀୟ ପିଇବାକୁ ପସନ୍ଦ କରୁଛୁ । ବଜାରରେ ବିଭିନ୍ନ ବହୁରାଷ୍ଟ୍ରୀୟ ବ୍ରାଣ୍ଡର ମୃଦୁ ସୋଡା ପାନୀୟ ମିଳୁଛି । ପିଲାଙ୍କଠାରୁ ଆରମ୍ଭ କରି ବୁଢା ସମସ୍ତେ ଏହାକୁ ପିଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ କେବେ ଭାବିଛନ୍ତି ଏଗୁଡ଼ିକଆମ ଶରୀର ପାଇଁ କେତେ କ୍ଷତିକାରକ ? ଆସନ୍ତୁ …
କଣ ସତରେ ନକଲି ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଛି ? କେତେ ସତ କେତେ ମିଛ ?
ଆଜିକାଲି ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା ନେଇ ଅନେକ ଚର୍ଚ୍ଚା ହେଉଛି । ଏ ସଂପର୍କରେ ଏକ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ଯଥା ୟୁଟ୍ୟୁବ, ଫେସବୁକ,ହ୍ୱାଟ୍ସଆପ ଆଦିରେ ବୁଲୁଛି । ତେବେ ଏହା କଣ ସତ ?
ଭିଭୋର ନୂଆ ଏକ୍ସ-୨୧ ସ୍ମାର୍ଟଫୋନ୍, ଡିସପ୍ଲେ ମଧ୍ୟରେ ଫିଙ୍ଗରପ୍ରିଣ୍ଟ ସେନସର
ଚାଇନିଜ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ଇନ୍-ଡିସ୍ପ୍ଲେ ଫିଙ୍ଗରପ୍ରିଣ୍ଟ ଯୁକ୍ତ ସ୍ମାର୍ଟଫୋନ୍ ଏକ୍ସ-୨୧ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ସ୍ୱତନ୍ତ୍ର ସୁରକ୍ଷିତ ଅନ୍ ଲକିଂ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇଛି ।
ଏହି ଫୋନ୍…
କଦଳୀରେ ଏପରି ନାଲି , କଳା ଅଂଶ କି ଗାର ଥିଲେ ତାହା ବିଷାକ୍ତ, ଜାଣନ୍ତୁ
ଅନେକ ଲୋକ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଫଳ ମୂଳ ଖାଇ ଥଆନ୍ତି . ମାତ୍ର କେତକ ଫଳ ମୂଳରେ ଫଙ୍ଗସ୍ ଥାଇ ତାହା ମଣିଷ ଓ ଜୀବ ଜନ୍ତୁଙ୍କ ପାଇଁ ବିଷାକ୍ତ କରି ଦେଇ ଥାଆନ୍ତି । ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ଅଧିକ ବିଷାକ୍ତ । ପେଟ ଫମ୍ପା,ମୋଡି ହେବା , ଝାଡା କି ବାନ୍ତି ହେବା ଦେଖାଯାଇଥାଏ ।…
ନିଜ ପ୍ରିୟତମ/ତମାଙ୍କ ସନ୍ଦେହ କମ୍ କରିବେ କିପରି !
ପୁରୁଷ ହୁଅନ୍ତୁ କି ନାରୀ ସମସ୍ତେ ସନ୍ଦେହ କରିଥାଆନ୍ତି । ପ୍ରେମ ସମୟରେ ସନ୍ଦେହ ହୋଇଥାଏ । ଦ୍ୱାପର ଯୁଗରେ ବି ରାଧା କୃଷ୍ଣଙ୍କ ମଧ୍ୟରେ ସନ୍ଦେହକୁ ନେଇ ଅନେକ କାହାଣୀ ରହିଛି । ରାଧାକୃଷ୍ଣଙ୍କ ମଧ୍ୟରେ ଲଳିତାକୁ ନେଇ କାହାଣୀ ବର୍ଣ୍ଣିତ । ସନ୍ଦେହ ପ୍ରେମର ଏକ ଅବିଛେଦ୍ୟ ଅଙ୍ଗ । ତେବେ ବେଳେ…
ଆଖି ଡେଇଁଲେ ଭଲ ,ଖରାପ , ସତ୍ୟତା ଓ ଅନ୍ଧ ବିଶ୍ୱାସ
ବାମ ଆଖି ଡେଇଁବା ବାମ ଆଖି ଡେଇଁବାକୁ ଆମେ ଅଶୁଭ ମାନି ଥାଉ। ଏହି ପ୍ରଥାକୁ ନେଇ ଦେଶର ବିଭିନ୍ନ ସଂସ୍କୃତିର ଭିନ୍ନଭିନ୍ନ କଥା ଦେଖିବାକୁ ମିଳିଥାଏ। କେଉଁମାନେ ଭାବନ୍ତି ମହିଳାଙ୍କ ବାମ ଆଖି ଓ ପୁରୁଷର ଡାହାଣ ଆଖି ଡେଇଁଲେ ଶୁଭ। ବିଭିନ୍ନ ସ୍ଥାନକୁ ନେଇ ଏ ସମ୍ପର୍କରେ ଭିନ୍ନ ଭିନ୍ନ ପ୍ରଥା…
ଘରେ ଚୁଟି ପଡିବା , ଶରୀରରେ ଝିଟିପିଟି ପଡିବା ସତ୍ୟତା ଓ ଅନ୍ଧ ବିଶ୍ୱାସ
ବାସ୍ତବରେ ଝିଟିପିଟି ହେଉଛି ଏକ ବିଷାକ୍ତ ଜୀବ। ଶରୀରରେ ଝିଟିପିଟି ପଡ଼ିବା ଝିଟିପିଟି ନା ଶୁଣିଲେ ଅନେକଙ୍କ ମଧ୍ୟରେ ଘୃଣା, ରାଗ ଓ ଭୟ ଭାବ ଜାତ ହୋଇଥାଏ। ଏମିତି କାହାର ଘର ନାହିଁ ଯାହା ଘରେ ଝିଟିପିଟି ନଥିବ। ଶରୀରରେ ଝିଟିପିଟି ପଡ଼ିଲେ ଭବିଷ୍ୟତରେ କିଛି ଅଘଟଣ ଘଟିପାରେ ବୋଲି ଲୋକଙ୍କ…
ଶଙ୍ଖର ବଜାଇବାର ଉପକରିତା ଓ ହୃଦଘାତ ଆଶଙ୍କା କମିବ ପାଟି ଲାଗୁଥିବା ଲୋକ କଥା କହିବ
ଶଙ୍ଖର ବଜାଇବାର ଉପକରିତା ଓ ହୃଦଘାତ ଆଶଙ୍କା କମିବ ପାଟି ଲାଗୁଥିବା ଲୋକ କଥା କହିବ
ପେଟ ତଳ ଅଂଶର ମାଂସପେଶୀ ହେବ ସୁଦୃଢ , ମୁହଁରେ ପଡିବନି ଛାପ
ହିନ୍ଦୁ ରିତୀ ନୀତିରେ ଶଙ୍ଖର ଏକ ବିଶେଷ ମାନ୍ୟତା ରହିଛି । ଅଧିକାଂଶ ଶୁଭ କାର୍ଯ୍ୟରେ ଏହାକୁ ବ୍ୟବହାରକରାଯାଏ ଏହାର ଏହି ସବୁ ଉପକାରିତା…
ରାତିରେ ଘର ନ ଓଳାଇବା ଓ କାଉକୁ ଖାଇବାକୁ ଦେବା ପଛର ସତ୍ୟତା
ଧନର ଦେବୀ ଲକ୍ଷ୍ମୀ ଏହା ଦ୍ୱାରା ଅସୁନ୍ତୁଷ୍ଟ ହୁଅନ୍ତି ବୋଲି ଲୋକଙ୍କ ଧାରଣା। ପୂର୍ବକାଳେ ବିଜୁଳି ନଥିବାରୁ ଘର ଭିତର ଦିନ-ରାତି ସର୍ବଦା ଅନ୍ଧାର ରହୁଥିଲା। ଅନ୍ଧାର ଘରେ ଝାଡ଼ୁ ମାରିବା ଫଳରେ ଅନ୍ୟମନସ୍କରେ ତଳେ ପଡ଼ିଯାଇଥିବା ସୁନା, ରୁପା ଗହଣାକୁ ଲୋକମାନେ ଦେଖି ପାରୁ ନଥିଲେ ଓ ଅଳିଆ ଭାବି…