ଭୁନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ୍‍ କାଉନ୍‍ସିଲ୍‍ ବୈଠକ ଅନୁଷ୍ଠିତ ହେବ

ଭୁବନେଶ୍ୱର - ଆସନ୍ତା ୩୧ ତାରିଖ ଦିନ ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ୍‍ କାଉନ୍‍ସିଲ୍‍ ବୈଠକ ଅନୁଷ୍ଠିତ ହେବ । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ…

ରାଜ୍ୟରେ ଏନ୍‍ଡିଆର୍‍ଏଫ୍‍ ପଏଣ୍ଟ ପ୍ରତିଷ୍ଠା ହେବ

ଭୁବନେଶ୍ୱର - ରାଜ୍ୟରେ ଏନ୍‍ଡିଆର୍‍ଏଫ୍‍ ପଏଣ୍ଟ ପ୍ରତିଷ୍ଠା ହେବ ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଏନ୍‍ଡିଆର୍‍ଏଫ୍‍ ଡିଜି ଏସ୍‍.ଏନ୍‍. ପ୍ରଧାନ ଭେଟିବା ଅବସରରେ ଏହି ପ୍ରସ୍ତାବ ଦିଆଯାଇଛି । ଏନ୍‍ଡିଆର୍‍ଏଫ୍‍ର କାର୍ଯ୍ୟପନ୍ଥା ନେଇ ମୁଖ୍ୟମନ୍ତ୍ରୀ ଏବଂ…

ପରୀକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରାଯିବା ଉଚିତ ନୁହେଁ – ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ

ଭୁବନେଶ୍ୱର - ପରୀକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରାଯିବା ଉଚିତ ନୁହେଁ । ସୁବ୍ୟବସ୍ଥିତ ଭାବେ ପରୀକ୍ଷା କରିବାକୁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ।  ଯୁକ୍ତଦୁଇ  ପାଠ୍ୟକ୍ରମର ପ୍ରଥମବର୍ଷ ପରୀକ୍ଷାକୁ ନେଇ…

ଗରିବଙ୍କ ଗୁରୁତର ରୋଗ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଓ୍ୱାନ ଟାଇମ୍‌ ଦେବେ ୧୫ ଲକ୍ଷ ଟଙ୍କା ସହାୟତା

ନୂଆଦିଲ୍ଲୀ - ରେୟାର ଡିଜିଜ୍‌ ବା ଗୁରୁତର ରୋଗ ପାଇଁ କେନ୍ଦ୍ର ସରକାର ଗରିବ ଲୋକଙ୍କ ଚିକିତ୍ସା ପାଇଁ ୧୫ ଲକ୍ଷ ଟଙ୍କା ସାହାଯ୍ୟ ଦେବେ । ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଯୋଜନାରେ ଏକ କାଳୀନ ଏହି ସାହାଯ୍ୟ କରାଯିବ । ଏହି ବିଧେୟକ ର ନ୍ୟାସନାଲ ପଲିସି ବା ଜାତୀୟ ନୀତିକୁ ପ୍ରସ୍ତୁ କରାଯାଇଛି ।…

ସିଏଏରେ କେହି ନାଗରିକତା ହରାଇବେ ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ

କୋଲକତା -- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକତା ସଂଶୋଧନ ଆଇନ ଉପରେ କହିଛନ୍ତି ଏହି ଆଇନ ନାଗରିକତା ପ୍ରଦାନ ପାଇଁ ଉଦ୍ଦିଷ୍ଟ ଏବଂ ଏଥିରେ କେହି ନିଜର ନାଗରିକତା ହରାଇବେ ନାହିଁ। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଆଜି ସକାଳେ ରାମକୃଷ୍ଣ ମଠ ଏବଂ ମିଶନର ମୁଖ୍ୟ କାର୍ଯ୍ୟାଳୟ…

ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧି

କେନ୍ଦ୍ରାପଡା - କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତବର୍ଷ କୁମ୍ଭୀରମାନଙ୍କ ସଂଖ୍ୟା ୧ହଜାର ୭୪୨ଥିବାବେଳେ ଚଳିତବର୍ଷ କୁମ୍ଭୀରଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇ ୧ହଜାର୭୫୭ ହୋଇଛି ବୋଲି ଡି.ଏଫ.ଓ ବିକାଶ ରଞ୍ଜନ ଦାସ ଆଜି ଏହି…

ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ରବିବାରଠାରୁ ଖୋଲିବ

ଭୁବନେଶ୍ୱର ୦୪ ଜାନୁଆରୀ - ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ରବିବାରଠାରୁ ଖୋଲିବ । ଏହା ୨୦ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ସାଢ଼େ ୨ଟାରୁ ୫ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମତି ଦେଇଛନ୍ତି । ରାଜଭବନ ପକ୍ଷରୁ ଜାରି ଏକ ପ୍ରେସ୍‍…

ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ଅବସର ଗ୍ରହଣ

କଟକ ୦୪।୦୧ - ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଅବସର ଗ୍ରହଣ କରିଛନ୍ତି। ତେବେ ଜାନୁଆରୀ ୪ ତାରିଖ ଶନିବାର କୋର୍ଟ କାର୍ଯ୍ୟ ଦିବସ ନ ଥିବାରୁ ଗତକାଲି ବିଦାୟକାଳୀନ ସମ୍ବର୍ଦ୍ଧନା କରାଯାଇଥିଲା। ହାଇକୋର୍ଟ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଡିଶା…

ସୋମବାରଠାରୁ ପ୍ରବଳ ଶୀତ ଅନୁଭୂତ ହେବ

ଭୁବନେଶ୍ୱର ୦୪ ।୦୧ - ଗତ ଦୁଇଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାରୁ ପାଣିପାଗରେ ପରିବର୍ତ୍ତନ ଘଟି ପାଗ କୋହଲା ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଆସନ୍ତା ସୋମବାରଠାରୁ…

ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କଲେ ପାକିସ୍ତାନୀ ହିନ୍ଦୁ

ପୁରୀ - ଜୟ ଜଗନ୍ନାଥ , ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ପ୍ରାୟ ୧୧୩ ଜଣ ପାକିସ୍ତାନୀ ହିନ୍ଦୁ ପୁରୀରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଓଡିଶା ଇଣ୍ଟର ନ୍ୟାସନାଲ ସେଣ୍ଟର ଆୟୋଜନରେ ଏହିସବୁ ପାକିସ୍ତାନୀ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକମାନଙ୍କୁ ପୁରୀକୁ…