କାରଖାନା ଶ୍ରମିକମାନଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର - କେତେକ ଶିଳ୍ପ ସଂସ୍ଥା ଓ ଶିଳ୍ପ ସଂଘର ଆବେଦନକୁ ବିଚାର କରି ଓଡ଼ିଶା ସରକାର ୨୦ ଅପ୍ରେଲ୍‌ ୨୦୨୦ରୁ ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପ ନିମନ୍ତେ ରହିଥିବା କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତି । - କୌଣସି ସାବାଳକ ଶ୍ରମିକଙ୍କୁ କାରଖାନାରେ ଦୈନିକ ୧୨ ଘଣ୍ଟାରୁ ଅଧିକ କି…

ପୁରୀରେ ଅଟକି ଥିବା ୩୮ ପର୍ଯ୍ୟଟକ ଘରକୁ ଫେରିଲେ

ପୁରୀ - ଲକ୍‍ ଡାଉନ ଯୋଗୁ ପୁରୀରେ ଅଟକି ଥିବା ଝାଡଖଣ୍ଡ, ବିହାର ଓ ଉତ୍ତର ପ୍ରଦେଶର ୩୮ ଜଣ ପର୍ଯ୍ୟଟକ ସ୍ୱତନ୍ତ୍ର ବସ୍‍ ଯୋଗେ ନିଜ ନିଜର ଘରକୁ ଫେରିଛନ୍ତି । ତେବେ ଯିବା ପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରାଞ୍ଜିଟ୍‍ ପାସ୍‍ ଓ ୨ଦିନ…

ରାଜ୍ୟରେ ପରୀକ୍ଷା ଖାତାର ମୂଲ୍ୟାଙ୍କନ ପାଇଁ କେନ୍ଦ୍ରୀୟ ଗାଇଡଲାଇନକୁ ଅପେକ୍ଷା

ରାଜ୍ୟରେ ପରୀକ୍ଷା ଖାତାର ମୂଲ୍ୟାଙ୍କନ ପାଇଁ କେନ୍ଦ୍ରୀୟ ଗାଇଡଲାଇନକୁ ଅପେକ୍ଷା କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି। ପରୀକ୍ଷା ଖାତା ଦେଖା ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ସେ ଏହା କହିଛନ୍ତି। କେନ୍ଦ୍ର ସରକାର ସିବିଏସଇ ଖାତା…

ଜୁଲାଇ ୧୮ରୁ ୨୩ତାରିଖ ପର୍ଯ୍ୟନ୍ତ ଜେଇଇଇ ମେନ୍‍ ପରୀକ୍ଷା ଅନୁଷ୍ଠିତ ହେବ

ନୂଆଦିଲ୍ଲୀ - ଜୁଲାଇ ୧୮ରୁ ୨୩ତାରିଖ ପର୍ଯ୍ୟନ୍ତ ଜେଇଇଇ ମେନ୍‍ ପରୀକ୍ଷା ଅନୁଷ୍ଠିତ ହେବ । କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ଏହା ଘୋଷଣା କରିଛନ୍ତି । ତେବେ ଜୁଲାଇ ୨୬ତାରିଖ ଏନ.ଇ.ଇ.ଟି (ନିଟ୍‍) ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ଜେଇଇ-…

ଭାରତର ବଜାର ପାଖରେ ବଡ ଶକ୍ତି ରହିଥିବାରୁ ଆଗାମୀ ଦିନରେ ଏହା ବିଶ୍ୱର ବଡ ବ୍ରାଣ୍ଡ ହେବାର ସମ୍ଭାବନା

ନୂଆଦିଲ୍ଲୀ - କରୋନା ପରବର୍ତ୍ତୀ ସ୍ଥିତିରେ ଭାରତ ବିଶ୍ୱ ଅର୍ଥନୀତିର ସମ୍ଭାବନାର କେନ୍ଦ୍ର ହେବା ନେଇ ସୁଯୋଗରୁ ଓଡ଼ିଶା କିପରି ଲାଭ ପାଇପାରିବ ସେ ଦିଗରେ କାର୍ଯ୍ୟ କରିବା ଲାଗି ଉପସାଗରୀୟ ୬ଟି ପ୍ରମୁଖ ଦେଶରେ ରହୁଥିବା ଓଡ଼ିଆ ସମାଜର ବ୍ୟକ୍ତିମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ସମସ୍ତ ଜୋନ୍‌ରେ ବନ୍ଦ ରହିବ ଏହି ଅନୁଷ୍ଠାନ, ଖୋଲା ରହିବ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ସହ..

ନୂଆଦିଲ୍ଲୀ - କରୋନା ମୁକାବିଲା ପାଇଁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଦେଶର ବିଭିନ୍ନ ଅଞ୍ଚଳକୁ ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି । ଏହି ୩ଟି ଜୋନ୍‍ରେ ସମସ୍ତ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସିନେମାହଲ୍‍, ସପିଂମଲ୍‍, ଅଡିଟୋରିୟମ, ଜିମ୍ନାସିୟମପାର୍କ, ସୁଇମିଂପୁଲ୍‍ ଆଦି ବନ୍ଦ…

ଗୀତଞ୍ଜଳୀ ପାଇଁ ନୋବେଲ୍‌ ପୁରସ୍କାର ପାଇଥିଲେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର

ଗୀତଞ୍ଜଳୀ ପାଇଁ ନୋବେଲ୍‌ ପୁରସ୍କାର ପାଇଥିଲେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର । ଏହି ରଚନା ପାଇଁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କୁ ୧୯୧୩ ମସିହାରେ ନୋବେଲ୍‌ ପୁରସ୍କାର ମିଳିଥିଲା । ଏଥିପିଁ ୧୯୧୫ ମସିହାରେ ତାଙ୍କୁ ସାର୍‌ ଉପାଧୀ ପ୍ରଦାନ କରାଯାଇଥିଲା । ସେହି ସମୟରେ…

ଗାନ୍ଧିଜୀଙ୍କୁ ପ୍ରଥମେ ମହାତ୍ମା ବୋଲି ସମ୍ବୋଧନ କରିଥିଲେ ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର

ଜାତିର ପିତା ମହାତ୍ମା ଗାନ୍ଧୀ । ସାରା ବିଶ୍ୱରେ ଶାନ୍ତିର ପ୍ରତୀକ । ତେବେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କୁ ପ୍ରଥମେ ମହାତ୍ମା ବୋଲି ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ସମ୍ବୋଧନ କରିଥିଲେ । ଏହାପରେ ଗାନ୍ଧିଜୀଙ୍କୁ ସମସ୍ତେ ମହାତ୍ମା ବୋଲି ସମ୍ବୋଧନ କରିଥିଲେ । ବିଶ୍ୱକବି…

ରବୀନ୍ଦ୍ରନାଥ ଠାକୁର ଥିଲେ ମହାନ କବି ଓ ବିଚାରକ

ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଥିଲେ ଜଣେ ମହାନ କବି ଓ ବିଚାରକ । କେବଳ ଗୀତାଞ୍ଜଳୀ କାବ୍ୟ ପାଇଁ ସାହିତ୍ୟରେ ପ୍ରଥମ ନୋବେଲ୍ ପୁରସ୍କାର ନୁହେଁ ଶାନ୍ତି ନିକେତନର ପ୍ରତିଷ୍ଠା ସହ ଅନେକ କଳାକୃତୀ ଓ କାବ୍ୟ ସେ ରଚନା କରିଯାଇଛନ୍ତି। ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର…

୧୯୨୫ ମସିହାରେ କାଶୀରେ ପ୍ରବାସୀ ବଙ୍ଗୀୟଙ୍କର ସାହିତ୍ୟ ସମ୍ମିଳନୀର ସ୍ଥାପନା କରିଥିଲେ ଗୁରୁଦେବ

ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ନିଜର କାବ୍ୟ କବିତା ଗୀତାଞ୍ଜଳୀ ପାଇଁ ନୋବେଲ ପୁରସ୍କାର ପାଇଛନ୍ତି। ସାହିତ୍ୟ ପ୍ରତି ଗୁରୁବେଦ ରବୀନ୍ଦ୍ରନାଥ ଠାକୁରଙ୍କର ଅବଦାନ ଅତୁଳନୀୟ । ୧୯୨୫ ମସିହାରେ କାଶୀ ପ୍ରବାସ ସମୟରେ ଗୁରୁବେଦ ରବୀନ୍ଦ୍ରନାଥ ଠାକୁର କାଶୀରେ ପ୍ରବାସୀ ବଙ୍ଗ ସାହିତ୍ୟ ସମ୍ମିଳନୀର…