ରାଜ୍ୟରେ ପରୀକ୍ଷା ଖାତାର ମୂଲ୍ୟାଙ୍କନ ପାଇଁ କେନ୍ଦ୍ରୀୟ ଗାଇଡଲାଇନକୁ ଅପେକ୍ଷା

0 1,196

 

ରାଜ୍ୟରେ ପରୀକ୍ଷା ଖାତାର ମୂଲ୍ୟାଙ୍କନ ପାଇଁ କେନ୍ଦ୍ରୀୟ ଗାଇଡଲାଇନକୁ ଅପେକ୍ଷା କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି। ପରୀକ୍ଷା ଖାତା ଦେଖା ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ସେ ଏହା କହିଛନ୍ତି। କେନ୍ଦ୍ର ସରକାର ସିବିଏସଇ ଖାତା ଦେଖାକୁ ନେଇ ଗାଇଡଲାଇନ ଜାରୀ କଲା ପରେ ରାଜ୍ୟ ସରକାର ଅନୁରୂପ ଭାବେ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ମତଦେଇଛନ୍ତି ।

Leave A Reply