Browsing Category

ସତ-ମିଛ

‘ଶ୍ରୀପଞ୍ଚମୀ’ର ବିଶେଷ୍ୱତ

ଯେଉଁଦିନ ସରସ୍ୱତୀଙ୍କର ଆବିର୍ଭାବ ହୋଇଥିଲା, ସେହିଦିନଟି ଥିଲା ମାଘ ଶୁକ୍ଳ ପଞ୍ଚମୀ । ତାହା ‘ଶ୍ରୀପଞ୍ଚମୀ’ ଭାବରେ ପ୍ରସିଦ୍ଧ । କାରଣ ‘ଶ୍ରୀ’ର ଅର୍ଥ ଲକ୍ଷ୍ମୀ । ପୁଣି ସରସ୍ୱତୀ, ବୁଦ୍ଧି,ଐଶ୍ୱର୍ଯ୍ୟ, ଧର୍ମ ଓ ଅର୍ଥ ଆଦି ପୁରୁଷାର୍ଥ, ଅଣିମା ଓ ଲଘିମା ଆଦି ସିଦ୍ଧି ଏବଂ ସୌନ୍ଦର୍ଯ୍ୟ ଓ…

ସରସ୍ୱତୀ -ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା

ସରସ୍ୱତୀ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ । ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା । ମା ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା । ମା ସରସ୍ୱତୀ, ମା ଲକ୍ଷ୍ମୀ ଓ ମା କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର । ସରସ୍ୱତୀ ପିତାମହ…

ମା’ ସରସ୍ୱତୀଙ୍କ ବର୍ଣ୍ଣନା

ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ । ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ। ପଶ୍ଚିମ ଓ ମଧ୍ୟ ଭାରତର ଜୈନ ଧର୍ମାବଲମ୍ବୀ, ଓ ବୌଦ୍ଧ ଧର୍ମାବଲମ୍ବୀମାନେ…

ନାଗାର୍ଜୁନ ବେଶ ଚଳିତ ବର୍ଷ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନାଗାର୍ଜୁନ ବେଶ ହେବ ନାହିଁ

ନାଗାର୍ଜୁନ ବେଶ ଚଳିତ ବର୍ଷ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନାଗାର୍ଜୁନ ବେଶ ହେବ ନାହିଁ  । ଗତକାଲି ମୁକ୍ତିମଣ୍ଡପ ପଣ୍ଡିତ ଓ ପଞ୍ଜିକାର ଗଣନାକାରୀମାନେ ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛନ୍ତି  । ଗତବର୍ଷ ଶ୍ରୀଜୀଉଙ୍କର ନାଗାର୍ଜୁନ ବେଶ ସମୟରେ…

ପୁରୀ ଶ୍ରୀମନ୍ଦିର ପ୍ରଶାସନ ସେବାୟତକୁ ମାଗଣାରେ କୋଭିଡ୍‍ ଟିକା ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟବିଭାଗକୁ ଅନୁରୋଧ

ପୁରୀ ଶ୍ରୀମନ୍ଦିର ପ୍ରଶାସନ ସେବାୟତକୁ ମାଗଣାରେ କୋଭିଡ୍‍ ଟିକା ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟବିଭାଗକୁ ଅନୁରୋଧ କରିଛି । ପ୍ରଶାସନ ଏ ସମ୍ପର୍କରେ ଏକ ପତ୍ରଲେଖି ସେବାୟତ ଓ ତାଙ୍କ ପରିବାରକୁ ଟିକା ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟବିଭାଗକୁ ଜଣାଇଛି । ବିନା କୋଭିଡ ରିପୋର୍ଟରେ ହଜାର…

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୋରୁହାଁ ଅଷ୍ଟମୀ ରୀତିନୀତି ଅନୁଯାୟୀ ଅନୁଷ୍ଠିତ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୋରୁହାଁ ଅଷ୍ଟମୀ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି  । ଶ୍ରୀଜୀଉଙ୍କ ପୂଜାପଣ୍ଡା, ସେବାୟତ ଓ ଲାଗି କରିବା ସହ ପାପନାଶିନୀ କୁଣ୍ଡର ଜଳରେ ସ୍ନାନ କରାଇଥିଲେ  । କୋଭିଡ କଟକଣା ମଧ୍ୟରେ ସେବାୟତ ଏବଂ ପ୍ରଶାସନିକ ଅଧିକାରୀମାନେ ପ୍ରଭୁ ଲିଙ୍ଗରାଜଙ୍କୁ …

ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟା ଶ୍ରାଦ୍ଧ

ଦୀପାବଳି ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟା ଶ୍ରାଦ୍ଧ ଦିଆଯାଉଛି । ତେବେ ସିଂହଦ୍ୱାର ସମ୍ମୁଖରେ ପୟା ଶ୍ରାଦ୍ଧ ଦେବା ଓ ବଡବଡୁଆ ଡାକିବା ନେଇ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କରୋନା କଟକଣା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି । ଅନ୍ୟପକ୍ଷରେ ଭୁବନେଶ୍ୱର…

ନିରାଡମ୍ବରରେ ପାଳିତ ହେଲା ଦୀପାବଳି

ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ଆଜି ସାରା ରାଜ୍ୟରେ ପାଳନ କରାଯାଉଛି । ଗତକାଲିଠାରୁ ଅନେକ ଲୋକ ରଙ୍ଗବେରଙ୍ଗ ଆଲୋକରେ ନିଜର ଘର ସଜାଇବାରେ ଆରମ୍ଭ କରିଦେଇଛନ୍ତି । ତେବେ ବାଣ ଫୁଟା ପାଇଁ କଟକଣା ଯୋଗୁଁ ନିରାଡମ୍ବର ଭାବେ ଏହି ଉତ୍ସବ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର…

କୁମ୍ଭକର୍ଣ୍ଣଙ୍କ ଖାଇବା-ଶୋଇବାର ପୁନାରାବୃତ୍ତି:ଏହେ କୋଭିଡ୍ ଲକ୍‌ଡାଉନ୍‌ରେ ଦେଉଛି ପ୍ରେରଣା

ନୂଆଦିଲ୍ଲୀ - କରୋନା ଲକ୍‌ଡାଉନ୍‌ପାଇଁ ଦୂରଦର୍ଶନରେ ୧୯୮୭ ମସିହାର ଲୋକପ୍ରିୟା ଧାରାବାହିକ ରାମାୟଣ ମହାଭାରତ ସହ ଅନେକ ଅନ୍ୟ ଧାରାବାହିକ ପ୍ରସାରିତ ହେଉଛି । ଦୂରଦର୍ଶନରେ ଏହି ସବୁ ଧାରାବାହିକ ପ୍ରସାରିତ ହେଉଛି । କୋଟ କୋଟି ଦର୍ଶକ ଏହି ଧାରାବାହିକକୁ ଉପଭୋଗ କରୁଛନ୍ତି । ଲୋକମାନେ ରାମ,…

ଫାଶୀ କୋଠି ଏମିତି ଥିଲା । – ମୃତ୍ୟୁର ଶେଷ ମୁହୁର୍ତ୍ତ ଏଇଠି କଟାଇଥିଲେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ - ଫାଶୀ ପୂର୍ବରୁ ଦୋଷୀମାନଙ୍କୁ ଏକ ସ୍ୱତନ୍ତ୍ର କୋଠରୀରେ ରଖାଯାଇଥାଏ । ଏହାକୁ ଫାଶୀ କୋଠି କୁହାଯାଏ । ଡେଥ୍‌ ଓ୍ୱାରେଣ୍ଟ ବା ମୃତ୍ୟୁର ପରଓ୍ୱାନା ଜାରି ହେଲେ ଦୋଷୀମାନଙ୍କୁ ଏହି ଠାରେ ରଖାଯାଏ ଥାଏ । ସ୍ୱତନ୍ତ୍ର ପହରା ମଧ୍ୟରେ ଦୋଷୀମାନେ ରୁହନ୍ତି । କାଳେ କଛି କରିଦେବେ…