ପୁରୀ ଶ୍ରୀମନ୍ଦିର ପ୍ରଶାସନ ସେବାୟତକୁ ମାଗଣାରେ କୋଭିଡ୍‍ ଟିକା ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟବିଭାଗକୁ ଅନୁରୋଧ

0 1,049

ପୁରୀ ଶ୍ରୀମନ୍ଦିର ପ୍ରଶାସନ ସେବାୟତକୁ ମାଗଣାରେ କୋଭିଡ୍‍ ଟିକା ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟବିଭାଗକୁ ଅନୁରୋଧ କରିଛି । ପ୍ରଶାସନ ଏ ସମ୍ପର୍କରେ ଏକ ପତ୍ରଲେଖି ସେବାୟତ ଓ ତାଙ୍କ ପରିବାରକୁ ଟିକା ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟବିଭାଗକୁ ଜଣାଇଛି ।

ବିନା କୋଭିଡ ରିପୋର୍ଟରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଆସୁଥିବାରୁ କୋଭିଡ ସଂକ୍ରମଣକୁ ଆଶଙ୍କା ନେଇ ସେବାୟତଙ୍କ ସମେତ ପ୍ରାୟ ୫ଶହ କର୍ମଚାରୀଙ୍କୁ ମଧ୍ୟ ଟିକା ଦେବାକୁ ପ୍ରଶାସନ ସ୍ୱାସ୍ଥ୍ୟବିଭାଗକୁ ଅନୁରୋଧ କରିଛି ।

Leave A Reply