Browsing Category

ସତ-ମିଛ

ମହୁ ଅସଲି କି ନକଲି ଜାଣିବାର ଉପାୟ

ମହୁ ଖାଇବାର ଅନେକ ଉପକାରୀ ଗୁଣ ରହିଛି । କିନ୍ତୁ ମହୁରେ ଅପମିଶ୍ରଣ କାରଣରୁ ଏହା ଆମ ଶରୀର ପ୍ରତି କ୍ଷତିକାରକ ହୋଇଥାଏ । ବଜାରରେ ଅନେକ ବ୍ରାଣ୍ଡର ମହୁ ମିଳୁଛି । ଏହାକୁ ଆମେ ଅସଲି ବୋଲି ଭାବି କିଣିଥାଉ । କିନ୍ତୁ ବେଳେବେଳେ ସେହି ମହୁ ନକଲି ହୋଇଥାଏ । ବଜାରରେ ନକଲି ମହୁ ମିଳୁଥିଲେ ମଧ୍ୟ

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା…

କରୋନା ମହାମାରୀ ସଂକ୍ରମରେ ପ୍ରାଣ ହରାଇଥିବା ବ୍ୟକ୍ତିବର୍ଗଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏନେଇଗତକାଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କରୋନାରେ ପ୍ରାଣ

ରାଜ୍ୟରେ ଏ ପର୍ଯ୍ୟନ୍ତ ୧ କୋଟି ୧୮ ଲକ୍ଷ ୩୫ ହଜାର ୩୯୬ ଡୋଜ୍‍ ଟିକା ପ୍ରଦାନ

ରାଜ୍ୟରେ ଗତକାଲି ୩ହଜାର ୫୨୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‍ ୮ଲକ୍ଷ ୭୪ହଜାର ୩୦୭ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଅପର ପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧ କୋଟି ୧୮ ଲକ୍ଷ ୩୫ ହଜାର ୩୯୬ ଡୋଜ୍‍ ଟିକା ପ୍ରଦାନ କରାଯାଇଛି ।

ରଜ ବେଳେ କାହିଁକି ଚାଷ ଓ ଅନ୍ୟ କର୍ଷଣ କାମ ବନ୍ଦ ହୋଇଥାଏ!

ମାଟିକୁ ମାଆ ସହ ତୁଳାନା କରାଯାଏ। ବର୍ଷା ଋତୁର ଆରମ୍ଭରେ ରଜ ପର୍ବ ପାଳିତ ହୋଇଥାଏ । ଏହି ସମୟରେ ପ୍ରଚଣ୍ଡ ଗ୍ରୀଷ୍ମରୁ ଧରା ବକ୍ଷ ଉଦ୍ଧାର ପାଏ । ମୌସୁମୀର ସ୍ପର୍ଶରେ ଶୀତଳତା ସହ ବସୁମତୀ ପ୍ରଜଜନ କ୍ଷମ ହୋଇଥାଏ । ରଜସ୍ୱଳା ମାଟିକୁ ଅଧିକ କଷ୍ଟ ନଦେବା ପାଇଁ ଚାଷ ଓ ଅନ୍ୟ କର୍ଷ କାମ କରାଯାଇ…

ଆସନ୍ତା ଜୁନ୍‍ ୧ ତାରିଖରୁ ରାଜ୍ୟରେ ଡିଗ୍ରୀ କଲେଜ୍‍ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନ୍‍ଲାଇନ୍‍ କ୍ଲାସ ଆରମ୍ଭ ହେବା…

ଆସନ୍ତା ଜୁନ୍‍ ୧ ତାରିଖରୁ ରାଜ୍ୟରେ ଡିଗ୍ରୀ କଲେଜ୍‍ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନ୍‍ଲାଇନ୍‍ କ୍ଲାସ ଆରମ୍ଭ ହେବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ଶ୍ରେଣୀଗୃହରେ ପାଠପଢ଼ା ସମ୍ଭବ ହେଉ  ନଥିବାରୁ ଖରାଛୁଟି ପରେ…

ଭାରତକୁ ସାଉଦି ଆରବରୁ ୬୦ ଟନ୍‌ ତରଳ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇ.ଏସ୍‍.ଓ. କଣ୍ଟେନର ପଠାଇଛି

ଭାରତକୁ ସାଉଦି ଆରବରୁ ୬୦ ଟନ୍‌ ତରଳ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇ.ଏସ୍‍.ଓ. କଣ୍ଟେନର ପଠାଇଥିବା ବେଳେ ଆଗାମୀ ଦିନରେ ଅଧିକ ୧୦୦ଟି ଆଇ.ଏସ୍‍.ଓ. କଣ୍ଟେନର ପଠାଇବାର ବ୍ୟବସ୍ଥା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ ଅବ୍‍ଦୁଲାଜିଜଙ୍କୁ…

ବାତ୍ୟା ୟସ୍‍ର ବିପଦ ଟଳିବା ପରେ ପୁଣି ଥରେ ରଥଖଳା ଚଳ ଚଞ୍ଚଳ

ବାତ୍ୟା ୟସ୍‍ର ବିପଦ ଟଳିବା ପରେ ପୁଣି ଥରେ ରଥଖଳା ଚଳ ଚଞ୍ଚଳ ହୋଇଉଠିଛି  । ରଥ ନିର୍ମାଣରେ ନିୟୋଜିତ ୧୪୬ ଜଣ ସେବକ ଗତକାଲି ଅପରାହ୍ନ ଠାରୁ ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି  । ବର୍ଷା ଛାଡି ପାଗ ସୁଧୁରିବା ପରେ ଭୋଇ ସେବକମାନେ ରଥଖଳାରେ ନଡିଆ ଚାଞ୍ଚ ପକାଇଛନ୍ତି  । ଖୋଲି ଦିଆଯାଇଥିବା…

ଓ଼ଡିଆ ନୂଆ ବର୍ଷ ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀରେ ରାଶି ଅନୁସାରେ  ହନୁମାନଙ୍କ ମନ୍ତ୍ର ଜପ କଲେ ସମସ୍ତ  ଉତ୍ତମ…

ହନୁମାନ ଦ୍ୱାଦଶ ନାମ  ହନୁମାନ , ଅଞ୍ଜନା ସୁତ, ବାୟୁପୁତ୍ର, ମହାବଳ,ରାମେଷ୍ଟ, ଫାଲଗୁନ ସଖା, ପୀଙ୍ଗାକ୍ଷ, ଅମିତ ବିକ୍ରମ, ଉଦଧୀ କର୍ମଣ ,ସୀତା ଶୋକ ବିନାଶକ, ଲକ୍ଷ୍ମଣ ପ୍ରାଣଦାତା, ଦର୍ଶଗ୍ରୀବର ଦର୍ପହାରୀ, ଜପ କଲେ ଅନେକ ସୁଫଳ ମିଳିଥାଏ । ଏହି କପିନ୍ଦ୍ରଙ୍କ ମହାତ୍ମ। ଯାତ୍ରା କାଳେ…

ସରସ୍ୱତୀଙ୍କର ଏହି ୧୨ଟି ନାମ ନେଲେ ବିଦ୍ୟାବୁଦ୍ଧି ଲାଭ କରିବେ

୧-ସରସ୍ଵତୀ ୨- ହଂସ ବାହିନୀ ୩- ଶାରଦା ୪-ଭାରତୀ ୫- ଜଗତୀ ୬- ବରଦାୟିନି ୭- ବୁଦ୍ଧିଦାତ୍ରି ୮- ବ୍ରହ୍ମଚାରିଣୀ ୯- ଭୁବନେଶ୍ଵରୀ ୧୦- ଚନ୍ଦ୍ରକାନ୍ତି ୧୧- ବାଗିଶ୍ୱରୀ ୧୨- କୁମୁଦି ‘ବ୍ରହ୍ମବୈବର୍ତ୍ତ ପୁରାଣ’ର ‘ଗଣେଶ ଖଣ୍ଡ’ରେ ସରସ୍ୱତୀଙ୍କ ସଂପର୍କରେ କୁହାଯାଇଛି, ସୃଷ୍ଟି…

‘ବ୍ରହ୍ମବୈବର୍ତ୍ତ ପୁରାଣ’ର ‘ଗଣେଶ ଖଣ୍ଡ’ରେ ସରସ୍ୱତୀ

ଭାରତର କେତେକ ରାଜ୍ୟ ଯଥା ଓଡ଼ିଶା, ବିହାର ଓ ପଶ୍ଚିମ ବଙ୍ଗରେ ସରସ୍ୱତୀଙ୍କୁ ଦୁର୍ଗାଙ୍କର କନ୍ୟାଭାବେ ପୂଜା କରାଯାଏ । ସେଥିପାଇଁ ଦୁର୍ଗାପୂଜାରେ ଦୁର୍ଗାଙ୍କ ସହିତ ସରସ୍ୱତୀ, ଲକ୍ଷ୍ମୀ, ଗଣେଶ ଓ କାର୍ତ୍ତିକେୟଙ୍କର ମୂର୍ତ୍ତିକୁ ମଧ୍ୟ ପୂଜା କରାଯାଇଥାଏ। ଶ୍ରୀଦୁର୍ଗା…