Sign in
Sign in
Recover your password.
A password will be e-mailed to you.
Browsing Category
ସତ-ମିଛ
ଖାଇବା ତେଲ ଦର ଗତବର୍ଷ ଅପେକ୍ଷା ସେପ୍ଟେମ୍ବର ମାସରେ ହ୍ରାସ ପାଇଛି
ଦେଶରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିଶେଷ କରି ଖାଇବା ତେଲ ଦର ଗତବର୍ଷ ଅପେକ୍ଷା ସେପ୍ଟେମ୍ବର ମାସରେ ହ୍ରାସ ପାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ଖାଇବା ତେଲ ଦର ମଧ୍ୟ ହ୍ରାସ ପାଇଛି । କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ!-->…
ଭାରତରେ ହୋଣ୍ଡା ଆଣିବ ନୂଆ ଇଲେକ୍ଟ୍ରିକ୍ ମୋଟରସାଇକଲ୍ ମଡେଲ୍
୨୦୨୩ ସୁଦ୍ଧା ଫ୍ଲେକ୍ସ ଫୁଏଲ୍ ମୋଟରସାଇକଲ୍ ଉପସ୍ଥାପନ କରିବ ୨୦୨୫ ସୁଦ୍ଧା ୧୦ ଇଲେକ୍ଟ୍ରିକ୍ ମୋଟରସାଇକଲ୍ ମଡେଲ୍ ଆଣିବ
ଭୁବନେଶ୍ୱର: ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଏବଂ ପରିବେଶ ପ୍ରତିରହିଥିବା ପ୍ରତିବଦ୍ଧତାକୁ ପାଳନ କରିବା ଲାଗି ହୋଣ୍ଡା ମୋଟରସାଇକଲ୍ ପକ୍ଷରୁ ବଡ଼!-->!-->!-->…
ପାରମ୍ପରିକ ସାରରେ ୬ ଗୁଣ ଅଧିକ ଲାଭ କଲେ କାରଗିଲ୍ର ଚାଷୀ
ଲଦାଖରେ କାଗ୍ରିଲ୍ର କୃଷକମାନେ ପାରମ୍ପରିକ ଚାଷ ପରିବର୍ତ୍ତେ ଅର୍ଥକରି ଫସଲର ଚାଷ ଆଡ଼କୁ ଅଗ୍ରସର ହେଉଛନ୍ତି । ଏହା ସେମାନଙ୍କର ସ୍ଥାୟୀ ବିକାଶ ଓ ଅର୍ଥନୈତିକ ଉନ୍ନତି ଦିଗରେ ସହାୟକ ହେଉଛି । ସାମାର୍ ପାସ୍କୁମ୍ର ସବିର୍ ହୁସେନ୍ ଫୟାଜ୍ ୧୨୦୦ ବର୍ଗ ଫୁଟ ଜମିରୁ ୩୦ହଜାରରୁ ଅଧିକ ଅର୍ଥ!-->…
ପ୍ରବଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଆଜି
ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ…
ପ୍ରବଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଆଜି ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିତ ହେଉଛି । ଏହି ଅବସରରେ ପୁରୀ ସହରରେ ଥିବା ବିଭିନ୍ନ ମଠବାଡି ସମେତ ଶ୍ରୀମନ୍ଦିରରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ପ୍ରତ୍ୟୁଷରୁ ବହୁ ସଂଖ୍ୟକ!-->…
ଚୀନ୍ର ସମରାଭ୍ୟାସ ତାଇଓ୍ୱେନକୁ ଡରାଇବା ପାଇଁ କରୁଛି ଯୁଦ୍ଧାଭ୍ୟାସ
ଚୀନ୍ ପୀତ୍ତ ସାଗରର ଦକ୍ଷିଣାଞ୍ଚଳରେ ଗତ ୬ତାରିଖରୁ ବନ୍ଧୁକ ଚାଳନା ସମରାଭ୍ୟାସ କରୁଛି । ଏହି ସମରାଭ୍ୟାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।ଚୀନ୍ର ସାମୁଦ୍ରିକ ନିରାପତ୍ତା ପ୍ରଶାସନ ପକ୍ଷରୁ ଏକ ବିବୃତିରେ ଏହା କୁହାଯାଇଛି । ଏଥିସହିତ ଗତକାଲିଠାରୁ ବୋହାଇ ସାଗରର ଉତ୍ତରାଞ୍ଚଳରେ ମଧ୍ୟ ଚୀନ!-->…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, ଖୋର୍ଦ୍ଧା,
ପୁରୀ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର,
…
ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର,!-->…
ମଙ୍କିପକ୍ସ ରୋଗ ଆତଙ୍କ -ଆମେରିକା ମଙ୍କିପକ୍ସ ରୋଗକୁ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ବୋଲି ଘୋଷଣା
ଆମେରିକା ମଙ୍କିପକ୍ସ ରୋଗକୁ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ବୋଲି ଘୋଷଣା କରିଛି । ବିଶ୍ୱରେ ସବୁଠାରୁ ଆମେରିକାରେ ଅଧିକ ଲୋକଙ୍କୁ ମଙ୍କିପକ୍ସ ସଂକ୍ରମଣ ହୋଇଥିବାର ଜଣାପଡ଼ିଛି । ସେ ଦେଶର ସ୍ୱାସ୍ଥ୍ୟ ଓ ମାନବୀୟ ସେବା ମନ୍ତ୍ରୀ ଜାଭିଏର୍ ବେସେରା କହିଛନ୍ତି, ଏହି ଭୂତାଣୁକୁ!-->…
ଫେଲ୍ ମାରିଲା ଚୀନ୍ ରକେଟ୍- ଭାରତ ମହାସାଗରରେ ଖସି ପଡିଲା
ଚୀନର ଏକ ରକେଟ୍ ଭାରତ ମହାସାଗରରେ ଖସିପଡ଼ିଛିଥିବା ବିଷୟରେ ବେଜିଂ କିଛି ସୂଚନା ଦେଇନାହଁ । ନାସା ପକ୍ଷରୁ କୁହାଯାଇଛି ଏହି ରକେଟର ଲକ୍ଷ୍ୟସ୍ଥଳୀ କ’ଣ ଥିଲା ଏବଂ ଏହାର ଭଙ୍ଗାରୁଜା ଅଂଶଗୁଡ଼ିକ କେଉଠାରେ ପଡ଼ିଛି ସେ ବିଷୟରେ ବେଜିଂ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ । ଆମେରିକା ମହାକାଶ!-->…
ସରକାର କ୍ୟାଣ୍ଟନମେଣ୍ଟ୍ ଆଇନ, ୨୦୦୬ରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି
ସରକାର କ୍ୟାଣ୍ଟନମେଣ୍ଟ୍ ଆଇନ, ୨୦୦୬ରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି । ସେ କହିଛନ୍ତି, ବିଲ୍ର ଚିଠା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହାପରେ କ୍ୟାଣ୍ଟନ୍ମେଣ୍ଟ ବୋର୍ଡ଼ଗୁଡ଼ିକ ପାଇଁ!-->…