Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନ ଭୋଗୀଙ୍କର ମହଙ୍ଗା ଭତ୍ତା ୩ ପ୍ରତିଶତ ବଢିଲା
ଭୁବନେଶ୍ବର : ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନ ଭୋଗୀଙ୍କର ମହଙ୍ଗା ଭତ୍ତା ୩ ପ୍ରତିଶତ ବଢିଲା । ୨୦୧୯ ଜାନୁଆରୀ ମାସରୁ ଏହି ମହଙ୍ଗା ଭତ୍ତା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏବେ ପେନସନ୍ ଭୋଗୀ ଓ ସରକାର କର୍ମଚାରୀ ୯ ପ୍ରତିଶ…
‘ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ’ ଉଦ୍ଘାଟିତ
ଭୁବନେଶ୍ୱର, -ପୁସ୍ତକ ମେଳା ହେ ଉଛି ଲେ ଖକ, ପ୍ରକାଶକ ଓ ପାଠକ ମାନ ଙ୍କ ତି୍ରବେ ଣୀ ସଂଗମ ସଦୃଶ୍ୟ । ପାଠକୀୟ ଆଦୃତି
ଦ୍ୱାରା ପୁସ୍ତକର ପ୍ରକୃତ ମୂଲ୍ୟାୟନ ହୋଇପାରିବ ବୋଲି ଅର୍ଥ, ଅବକାରୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ
ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା…
ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ
ଭୁବନେଶ୍ୱର..- ରାଜ୍ୟର ବିଭିନ୍ନ ସ୍ଥାନରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ସଙ୍ଗଠନର କର୍ମକର୍ତ୍ତା ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ସହ ବିରୋଧ ପ୍ରଦର୍ଶନ କରିଥିଲେ । ରାଜଧାନୀ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ରାସ୍ତାରେ ଶୋଇ ରହି ବିରୋଧ…
୧୫ ଓ ୧୬ ତାରିଖରେ ଝଡ ବାତ୍ୟା ସମ୍ଭାବନା
ଭୁବନେଶ୍ୱର...---- ଏବେ ପଶ୍ଚିମ ଘୂର୍ଣ୍ଣିଝଡ ବା ଓ୍ୱେଷ୍ଟର୍ଣ୍ଣ ଡିଷ୍ଟର ବାନସ୍ ପୂର୍ବ ଭାରତେ ଆଡୁ ମୁହାଁଇଛି । ଏହି କାରଣରୁ ୧୫ ଓ ୧୬ ତାରିଖରେ ରାଜ୍ୟର ୧୨ଟି ଜାଲାରେ ବର୍ଷା ସହ ଝଡ ତୋଫାନ ହୋଇପାରେ । ୧୭ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପାଗ ମେଘାଚ୍ଛନ୍ନ ରହିବା ସହ ଖରାପ…
ଏଏସ୍ଓ ପରୀକ୍ଷା ତାରିଖ ଘୁଞ୍ଚିବା ବିଷୟରେ ଓଡିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ନିଷ୍ପତ୍ତି ନେବେ
କଟକ --- ଜାନୁୟାରୀ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସଚିବାଳୟର ସହକାରୀ ବିଭାଗୀୟ ଅଧିକାରୀ ବା ଏଏସ୍ଓ ପରୀକ୍ଷା ଘୁଞ୍ଚାଇବା ବିଷୟରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ଅଧ୍ୟକ୍ଷ ନିଷ୍ପତି ନେବେ । ଏ ନେଇ ସ୍ୟାଟରେ ଏକ ମାମଲା ଦାୟର ହୋଇଥିଲା । ଜନୁୟାରୀ ୨୦ ତାରିଖରେ ରେଳବାଇର ଏକ…
ଆଜି ମଧ୍ୟ ରାତ୍ରୀରେ ଖୋଲା ରହିବ ଶ୍ରୀମନ୍ଦିର , ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି
ପୁରୀ ..- ନବବର୍ଷ ଉପଲକ୍ଷେ ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରୀରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ ହେବ । ଡିସେମ୍ବର ୩୧ ତାରିଖ ରାତି ୨ଟାରେ ଦର୍ଶନ ଲାଗି ଶ୍ରୀମନ୍ଦିର ଦ୍ୱାର ଖୋଲାଯିବ । ସୋମବାର ରାତି ସାଢ଼େ ୯ଟାରେ ଶ୍ରୀମନ୍ଦିରର ପହଡ଼ ପଡ଼ିବ । ନୂଆ ବର୍ଷ ଅବସରରେ ପୁରୀର ପ୍ରବଳ…
ଜାନୁଆରୀ ଏକ ଓ ଦୁଇ ତାରିଖରେ ମାଡିଆସିବ ଶୀତ ଲହରୀ, ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ଶୀତ
ଭୁବନେଶ୍ୱର ..- ଏବେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏଥିଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଅପରାହ୍ନରୁ ସକାଳ ୧୦ଟା ପର୍ଯ୍ୟନ୍ତ ଥଣ୍ଡା ପବନ ବହୁଛି । ପାହାଡିଆ ଅଞ୍ଚଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସଞ୍ଜ ଓ ସକାଳେ ଘରୁ ବାହାରିବା ଏକ ପ୍ରକାରର ଅସମ୍ଭବ ହୋଇ ପଡୁଛି ।…
ଶ୍ରୀମନ୍ଦିରରେ ନାବାଳିକାକୁ ଅସଦାଚରଣ କରି କନେଷ୍ଟବଳ ନିଲମ୍ବିତ
ପୁରୀ .. - ସେବାୟତ ଓ ପୁଲିସ ବିବାଦ ଯୋଗୁଁ ଶ୍ରୀମନ୍ଦିରର ଶ୍ରୀଜୀଉମାନଙ୍କର ନୀତି କାନ୍ତି ଦୀର୍ଘ ସମୟ ଧରି ବନ୍ଦ ରହିବା ବିବାଦ ଓ ହଜାର ହଜାର ଶ୍ରଦ୍ଧାଳୁ ସକାଳୁ ଦର୍ଶନ ନପାଇଁ ଫେରିବା ଗୋଟିଏ ଦିନ ନ ପୁରୁଣୁ ପୁରୀରେ ଶ୍ରୀମନ୍ଦିରରେ କାର୍ଯ୍ୟରତ କନେଷ୍ଟବଳ ଶ୍ରୀମନ୍ଦିରର ପରି ଏକ ପବିତ୍ର…
ଆସନ୍ତା ତିନିଦିନ ପ୍ରବଳ ଶୀତ
ଭୁବନେଶ୍ୱର .-- ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଓଡ଼ିଶା ସହ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ଗୁଜୁରାଟରେ ବି ପ୍ରବଳ ଶୀତ ହେବ । ରାତିରେ ପ୍ରବଳ ଶୀତ ହେବ । ସାଧାରଣ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ…
ଥରୁଛି ଓଡ଼ିଶା , କମୁଛି ପାରଦ
ଭୁବନେଶ୍ୱର . – ଓଡ଼ିଶାରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏପରି ପ୍ରବଳ ଶୀତ ଲାଗି ରହିବ । ଉତ୍ତର ଓଡ଼ିଶାରେ ଶୀତର ପରିମାଣ ବଢିବାର ଆଶଙ୍କା କରାଯାଉଛି । ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।
ରାତି ୧୨ଟା ପରଠାରୁ ସକାଳ ୮ ପର୍ଯ୍ୟନ୍ତ…