Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅନନ୍ତଙ୍କୁ ଆଇସିୟୁରେ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ
ଭୁବନେଶ୍ୱର: ବୋମାମାଡ଼ରେ ଆହତ ହେବା ପରେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିବା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି । ଅନନ୍ତଙ୍କୁ ସୋମବାର ପୂର୍ବାହ୍ଣରେ ଭେଟି ମୁଖ୍ୟମନ୍ତ୍ରୀ ନବୀନ ସ୍ୱାସ୍ଥ୍ୟାବସ୍ଥା…
ବରିଷ୍ଠ ବିଜେଡି ନେତା ତଥା ପାଟକରୁରେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲାଙ୍କର ପରଲୋକ
ଭୁବନେଶ୍ୱର ..- ବରିଷ୍ଠ ବିଜେଡି ନେତା ତଥା ଚଳିତ ନିର୍ବାଚନରେ ପାଟକୁରା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରଓ୍ୱାଲାଙ୍କର ପରଲୋକ ହୋଇଛି । ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ବିୟୋଗରେ…
ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ
ଭୁବନେଶ୍ୱର ..- ଶନିବାର ସକାଳ ୬ଟା ୨୦ ମିନିଟରେ ରାଜ୍ୟର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହେୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ପ୍ରାୟ ୪.୪ ବୋଲି ଜଣାପଡିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଓ…
ହାତୀ ଆକ୍ରମଣରେ ୫ ମୃତ
ତାଳଚେର - ହାତୀ ଦଳି ଦେବାରୁ ଅନୁଗୁଳ ଜିଲା ତାଳଚେରରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଗୋଟିଏ ପରିବାରର ୪ ଜଣ ରହିଛନ୍ତି । ଷଣ୍ଢ ଗାଁରେ ଗରମ ଯୋଗୁଁ ବାରଣ୍ଡାରେ ଶୋଇଥିବା ୪ ଜଣଙ୍କୁ ହାତୀ ଦଳି ମାରି ଦେଇଛି । ବାପା, ଝିଅ ଓ ପିଉସୀ ବାରଣ୍ଡାରେ ଗରମ ଯୋଗୁଁ ଶୋଇଥିବା ବେଳେ ହାତୀ…
ଯାତ୍ରୀବାହୀ ବସ ଓଲଟି ଜଣେ ମୃତ , ୬ ଆହତ
ବଲାଙ୍ଗୀର - ଶୁକ୍ରବାର ଭୋର ସମୟରେ ଏକ ଯାତ୍ରୀ ବାହୀ ବସ୍ ଓଲଟି ପଡିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ।ବଲାଙ୍ଗୀର -ସୋନପୁର ରାସ୍ତାର ପୁଇଁତଳା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ବସ୍ଟିର ନାମ ଶ୍ରୀରାମ । ମୃତ ବ୍ୟକ୍ତିଙ୍କର ନାମ ଅରୁଣ…
ଓଡ଼ିଶାକୁ ଏକ ନୂଆ ଓଡ଼ିଶାରେ ପରିଣତ କରିବାଲାଗି ବିଜେପି ସଂକଳ୍ପ ନେଇଛି’ ଯୋଗୀ ଆଦିତ୍ୟ ନାଥ
ରାଉରକେଲା .. - ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ଯୋଗୀ ଆଦିତ୍ୟ ନାଥ । ରାଉରକେଲାରେ ସେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ଓଡ଼ିଶା ଜଗନ୍ନାଥଙ୍କ ଭୂମି , ବିଜେପି ଓଡ଼ିଶାକୁ ଏକ ନୂଆ ଓଡିଶାରେ ପରିଣତ କରିବା ପାଇଁ ସଙ୍କଳ୍ପ ନେଇଥିବା କଥା ସେ…
ପ୍ରଚାର ବେଳେ ତୃଣମୂଳ ସ୍ତରରେ ହଟହଟା ହେଉଛନ୍ତି ନବୀନଙ୍କ ବିଧାୟକ
ଭୁବନେଶ୍ୱର: ଦୀର୍ଘ ୧୯ ବର୍ଷ କ୍ଷମତାରେ ରହିବା ପରେ ବିଜୁ ଜନତା ଦଳ ସରକାର ଓଡ଼ିଶାର ବିକାଶ କରି ପାରି ନାହିଁ । ସରକାର କେବଳ ଭୋଟ ପାଇବା ପାଇଁ ବୃଦ୍ଧ-ବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଓ ଅସ୍ୱାକ୍ଷରମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରି ଆକର୍ଷଣୀୟର ପାତ୍ର ହୋଇଛି । ପ୍ରକୃତପକ୍ଷେ ଉଚ୍ଚ…
ବଢ଼ିଲା ନବୀନଙ୍କ ଚିନ୍ତା: ଚାଷୀ ଫିଙ୍ଗିଲେ କାଳିଆ ଗଞ୍ଜି, ପିନ୍ଧିଲେ ବିଜେପି ପଗଡି
ଭୁବନେଶ୍ୱର: ଚାଷୀଙ୍କ ପାଇଁ ‘କାଳିଆ ଯୋଜନା’ ଆରମ୍ଭ କରି ରାଜ୍ୟ ସରକାର ବଡ଼ ବାହାସ୍ପୋଟ ମାରୁଥିବା ବେଳେ ରାଜ୍ୟର ଲକ୍ଷାଧିକ ଚାଷୀ ଏହି ଯୋଜନା ନେଇ ଅସନ୍ତୁଷ୍ଟ ଦେଖାଯାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀବନ ପଟ୍ଟନାୟକଙ୍କ ବିଧାନସଭା ଆସନ ହିଞ୍ଜିଳି ମଧ୍ୟ ଏଥିରୁ ବାଦ ପଡ଼ି ନାହିଁ ।…
୧୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ, ଉତ୍ତର ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର .- ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ଗୁରୁବାରରେ ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ତାଳଚେରରେ ସର୍ବାଧିକ ୪୧.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ମାଳକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି,…
କିପରି ଜାଣିବେ ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି, ସଂପତ୍ତି ସଂପର୍କରେ ? ଏହି ଉପାୟ ଅବଲମ୍ବନ…
ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଏବେ ଚରମ ସୀମାରେ ପହଞ୍ଚିଛି । ଆଉ ଦିନ କେଇଟା ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳ ଓ ନେତାମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏ ପରିସ୍ଥିତିରେ ଭୋଟରମାନଙ୍କ ଦାୟିତ୍ୱ…