ଯାତ୍ରୀବାହୀ ବସ ଓଲଟି ଜଣେ ମୃତ , ୬ ଆହତ

0 1,116

ବଲାଙ୍ଗୀର – ଶୁକ୍ରବାର ଭୋର ସମୟରେ ଏକ ଯାତ୍ରୀ ବାହୀ ବସ୍‌ ଓଲଟି ପଡିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ।ବଲାଙ୍ଗୀର -ସୋନପୁର ରାସ୍ତାର ପୁଇଁତଳା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ବସ୍‌ଟିର ନାମ ଶ୍ରୀରାମ । ମୃତ ବ୍ୟକ୍ତିଙ୍କର ନାମ ଅରୁଣ ପାତ୍ର । ସେ ଜଣେ ଡ୍ରାଇଭର ବୋଲି ଜଣା ପଡିଛି । ଦୁର୍ଘଟଣା ସମୟରେ ବସ୍‌ରେ ମାତ୍ର ୧୦ ଜଣ ଯାତ୍ରୀ ଥିଲେ।

Leave A Reply